ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ଟିକାକରଣରେ ରେକର୍ଡ କଲା ଓଡିଶା

ଭୁବନେଶ୍ବର: କରୋନାକୁ ମାତ୍‌ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣକୁ ଜୋରଦାର କରାଯାଇଥିବା ବେଳେ ଏ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡିଶା । ବଡ ବଡ ରାଜ୍ୟକୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିଛି ରାଜ୍ୟ । ଏକ ନୂଆ ମାଇଲଖୁଣ୍ଟ ଓଡ଼ିଶା ଅତିକ୍ରମ। । ରାଜ୍ୟରେ ଏକ
Read More...

୨୦୨୨ ସୁଦ୍ଧା ପୁରୀରୁ ଉଡିବ ବିମାନ

ଭୁବନେଶ୍ବର: ରାଜ୍ୟ ପାଇଁ ବଡ଼ ଖବର। ୨୦୨୨-୨୩ରୁ ପୁରୀରେ ବିମାନ ଉଡିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକ୍ ଠାକ୍ ଚାଲିଲେ ପୁରୀରୁ ବିମାନ ଉଡିବା ଉଜ୍ୱଳ। ୨୦୨୨ ସୁଦ୍ଧା ବିମାନବନ୍ଦର କାମ ସରିବ। ମନ୍ତ୍ରୀ କହିଛନ୍ତି, କରୋନା ସ୍ଥିତି ପାଇଁ ବିମାନ
Read More...

ଅବତରଣ ବେଳେ ଜଳିଗଲା ବିମାନ

ମାନିଲା: ଫିଲିଫାଇନ୍ସରେ ସେନାର ଏକ ବିମାନ ବଡ ଧରଣର ଦୁର୍ଘଟଣା ହୋଇଛି। ଯେତେବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେତେବେଳେ ବିମାନରେ ୮୫ ଜଣ ଯାତ୍ରୀ ଥିଲେ । ବିମାନରେ ଥିବା ୮୫ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କି ଦକ୍ଷିଣ ଫିଲିପାଇନ୍ସରେ ଦୁର୍ଘଟଣା
Read More...

ଭୟ ଭିତରେ ଆସିଲା ଭଲ ଖବର

ତୃତୀୟ ଲହରକୁ ନେଇ କାନପୁର ଆଇଆଇଟିର ଆକଳନ: ପଡିବନି ବଡ଼ ପ୍ରଭାବ! ଭୁବନେଶ୍ବର: କରୋନାର ଦ୍ୱିତୀୟ ଲହରର ପ୍ରଭାବ ଏଯାଏ ଯାଇନଥିବା ବେଳେ ତୃତୀୟ ଲହରକୁ ନେଇ ଲୋକଙ୍କ ଭିତରେ ଭୟ ଘାରିଛି। ତୃତୀୟ ଲହର କେବେ ଆସିବ ଓ ଏହା କେତେ ଭୟଙ୍କର ହେବ ଏନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ଆକଳନ
Read More...

ଚିନ୍ତା ବଢ଼ାଇଲାଣି ତିନି ଜିଲ୍ଲାର ସଂକ୍ରମଣ

୧୦ ଜିଲ୍ଲାରେ ଅଧିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ କଟକରୁ ସର୍ବାଧିକ କୋଭିଡ୍ ରୋଗୀ ଚିହ୍ନଟଲକ୍ ଡାଉନ୍ କଟକଣା ସତ୍ତ୍ବେ ସୁଧାର ଆସୁନି, ରାଜ୍ୟରେ ସଂକ୍ରମଣ ହାର ୪ ପ୍ରତିଶତକୁ ଖସିଲା ଭୁବନେଶ୍ବର: ୧୦ ଜିଲ୍ଲାରେ ଅଧିକ ସଂକ୍ରମଣ। ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତକୁ ଖସି
Read More...

କିଏ ହେବେ ପରବର୍ତ୍ତୀ ରାଜ୍ୟ ମୁଖ୍ୟ ସୂଚନା କମିସନର

ଅଗଷ୍ଟ ୧୫ରେ ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନୀଲ ମିଶ୍ରଙ୍କ କାର୍ଯ୍ୟକାଳ ସରୁଛିଜୁଲାଇ ୩୧ ତାରିଖ ସୁଦ୍ଧା କରିବାକୁ ହେବ ଆବେଦନ, ଡିସିଙ୍କ ଅଧ୍ୟକ୍ଷତାରେ କମିଟିପୁଲିସ ଡିଜି ଅଭୟ, ବରିଷ୍ଠ ଆଇପିଏସ୍ ଏମ୍ ଅକ୍ଷୟଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା ଭୁବନେଶ୍ବର: ରାଜ୍ୟ ମୁଖ୍ୟ ସୂଚନା କମିସନ
Read More...

ବଦଳିବ ପାଣିପାଗ, ଲଘୁଚାପ ଆଣିକି ଆସୁଛି ବଡ଼ ବର୍ଷା

ଭୁବନେଶ୍ବର: ସଂପ୍ରତି ମୌସୁମୀ ଦୁର୍ବଳ ରହିଛି। ବିଭିନ୍ନ ସ୍ଥାନରେ ହେଉଥିବା ପରିଚଳନ ଜନିତ ବର୍ଷା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୧୩ ତାରିଖରୁ ଲଘୁଚାପ ଜନିତ ବର୍ଷା ପାଗରେ ବଡ଼ ଧରଣର ପରିବର୍ତ୍ତନ ଆଣିବ। ପାଣିପାଗ ଚିତ୍ର ସଂପର୍କରେ ଏଭଳି ପୂର୍ବାନୁମାନ କରିଛନ୍ତି ଓୟୁଏଟି
Read More...

କ୍ରିଷନ ଜଣାଇଲେ ରଥ ପ୍ରସ୍ତୁତି

ପୁରୀ: ମହାମାରୀ କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରା ବିନା ଭକ୍ତରେ ହେଉଥିବା ବେଳେ କେବେଳ ସେବାୟତ ଟାଣିବେ ମହାପ୍ରଭୁଙ୍କ ତିନି ରଥ । ଛତିଶା ନିଯୋଗ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ କୁମାର । ଗତବର୍ଷ ଭଳି କେବଳ ସେବାୟତ ମାନେ ହିଁ ଟାଣିବେ
Read More...

ଏବେ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବନି ଟିକା

ଭୁବନେଶ୍ବର: ଏବେ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବନି ଟିକା> ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମ୍ଓଙ୍କୁ ଚିଠି ଲେଖାଯାଇଛି । ରାଜ୍ୟ ସରକାର କହିଛନ୍ତି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖୁବଶୀଘ୍ର କର୍ମଶାଳାର ଆୟୋଜନ କରିବ । ଏହା ପରେ
Read More...

କରୋନା ଭିତରେ ମାଡ଼ିଆସିଲା ଡେଙ୍ଗୁ

ଭୁବନେଶ୍ବର: ରାଜ୍ୟରେ ଏବେ କରୋନାର ଭୟ ଯାଇନି। ଖୋର୍ଦ୍ଧା ରେଡଜୋନରେ ଥିବା ବେଳେ ଭୁବନେଶ୍ୱରରେ ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏପରି ସ୍ଥିତିରେ ରାଜଧାନୀବାସୀଙ୍କୁ ଘାରିଲାଣି ଡେଙ୍ଗୁ ଭୟ । ଭୁବନେଶ୍ୱର ବସ୍ତି ଅଂଚଳରେ ଅନେକ ଲୋକ ଏବେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗୁରୁତର
Read More...