ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଟିକାକରଣରେ କେଁ ପଶାଇଲା କିଏ?

କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଣାଇଲେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀବିଦେଶୀ କଂପାନିମାନେ କେନ୍ଦ୍ରୀୟ ଆଇନକୁ ଆଳ କରି ଖସୁଛନ୍ତିକେନ୍ଦ୍ର ଟିକା କିଣିଲେ, ଓଡ଼ିଶା ଟଙ୍କା ଦେଇ ଆଣିବ ବୋଲି କହିଲା ରାଜ୍ୟବଣ୍ଟନରେ ନମନୀୟତା ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦେଲା ଓଡ଼ିଶା ଭୁବନେଶ୍ବର:…
Read More...

ନବୀନଙ୍କ ପାଇଁ ପ୍ରଶଂସା ଆଣିଲେ ତିନି ଓଡ଼ିଆ ଆଇଏଏସ୍

ପ୍ରମୁଖ ଯୋଦ୍ଧା ଭାବେ ପ୍ରଶାସନର ଶୀର୍ଷରେ ରହି ନେଉଛନ୍ତି ନେତୃତ୍ବବାତ୍ୟା 'ୟାସ୍‌'କୁ ଯେଭଳି ମୁକାବିଲା କରିଛନ୍ତି, କୋଭିଡ୍ ମୁକାବିଲା ବି ସେମିତିବିପର୍ଯ୍ୟୟ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦେଶରେ ଟପର୍ସବୁ ଘରେ ଯୋଦ୍ଧା ସୃଷ୍ଟି ଫର୍ମୁଲାକୁ ବିଶିଷ୍ଟ ବ୍ୟକ୍ତିମାନେ…
Read More...

ଘାତକ ହେଲା ମେ’; ଜୁନ୍‌ ଉପରେ ଆଖି

ଉଜାଡ଼ିଦେଲା ପରିବାର, ସାରା ଓଡ଼ିଶାକୁ କନ୍ଦେଇଲାଏପ୍ରିଲ ଅପେକ୍ଷା ମେ'ରେ ରାଜ୍ୟ ଦେଖିଲା କରୋନାର ଭୀଷଣ ଚିତ୍ରତିନିଗୁଣ ବଢ଼ିଲେ ସଂକ୍ରମିତ, ୬ଗୁଣରୁ ଅଧିକ ବଢ଼ିଲା ମୃତ୍ୟୁ ସଂଖ୍ୟା ଭୁବନେଶ୍ବର: ନିଦ ହଜାଇଦେଇଛି କରୋନା। କାହାର ପରିବାରକୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେଉଛି ତ ଆଉ…
Read More...

ଲୋକସଂପର୍କ ବିଭାଗ ନିର୍ଦେଶକ ଦାୟିତ୍ବ ନେଲେ ନିରଞ୍ଜନ

ଭୁବନେଶ୍ବର: ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୧ ବର୍ଷ ୧୦ ମାସ ଧରି ସେ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ କୋଭିଡ୍ ପରିସ୍ଥିତିରେ ଗଣମାଧ୍ୟମ ସୁପରିଚାଳନା କରିବା…
Read More...

୩ମାସ ବଦଳରେ ୩ବର୍ଷ ମିଳିଲା

କେନ୍ଦ୍ର-ପଶ୍ଚିମବଙ୍ଗ ବିବାଦରେ ନାଟକୀୟ ମୋଡ଼ଭାରତର ସଂଘୀୟ ବ୍ୟବସ୍ଥା ପ୍ରତି ସାଂଘାତିକ ବିପଦକେନ୍ଦ୍ରକୁ ଗଲେନି ଅଲପାନ୍, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ କୋଲକାତା: କେନ୍ଦ୍ର-ପଶ୍ଚିମବଙ୍ଗ ସରକାରରେ ସାପ-ଶିଡି ଖେଳ ଚାଲିଛି। କେତେବେଳେ କେନ୍ଦ୍ର ବାଜିମାତ୍ କରୁଛି ତ ଆଉ…
Read More...

ଗ୍ରାମାଞ୍ଚଳ ବର୍ଜ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଡ଼ ନିଷ୍ପତ୍ତି

ସମନ୍ୱୟ ରକ୍ଷା ଲାଗି ନଗର ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗର ମିଳିତ ନିର୍ଦ୍ଦେଶନାମା ଜାରି ଭୁବନେଶ୍ୱର: ପୌରସଂସ୍ଥା ଏବଂ ଗ୍ରାମ ପଞ୍ଚାୟତ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସହିତ ପୌରସଂସ୍ଥା ଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକୀୟ ଭିତ୍ତିଭୂମି ବ୍ୟବହାର କରି ଗାଁ…
Read More...

କେତେ ଉଜାଡ଼ିଛି ‘ୟାସ୍’, ଧର୍ମେନ୍ଦ୍ର ବୁଲି ଦେଖିଲେ

ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀଏକ ସ୍ଥାୟୀ ଓ ଦୂରଦର୍ଶୀ ପଦକ୍ଷେପ ଜରୁରୀ: ଧର୍ମେନ୍ଦ୍ର ପ୍ରଧାନବାତ୍ୟା ବିପନ୍ନଙ୍କୁ ଭେଟି ରିଲିଫ୍ କାର୍ଯ୍ୟ, ବାତ୍ୟା ପରବର୍ତୀ ଥଇଥାନ ନେଇ ଆଲୋଚନାଚାରିଗୋଛିଆ ଗାଁରେ ଭାଙ୍ଗିଥିବା ନଦୀବନ୍ଧର ମରାମତି…
Read More...

ମୋଦୀଙ୍କୁ ଦୁଇଟି ବଡ଼ ସାହାଯ୍ୟ ମାଗିଲେ ନବୀନ

ଭୁବନେଶ୍ବର; ବାତ୍ୟା କ୍ଷୟକ୍ଷତି ପୁନର୍ଗଠନ ବା ପୁନରୁଦ୍ଧାର ବାବଦରେ ଆମର ଟଙ୍କାଟିଏ ଦରକାର ନାହିଁ। କିନ୍ତୁ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାକୁ ସୁରକ୍ଷିତ ରଖିବା ପାଇଁ ଆମର ଦୀର୍ଘମିଆଦୀ ଦୁଇଟି ଯୋଜନା ବାବଦରେ କେନ୍ଦ୍ର ସରକାର ସହଯୋଗର ହାତ ବଢ଼ାନ୍ତୁ। ବାତ୍ୟା 'ୟାସ୍' କ୍ଷୟକ୍ଷତି ସ୍ଥିତି…
Read More...