ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ହେଙ୍ଗୁ ଏବେ ଭାରତରେ ଚାଷ ହେବ; କାହିଁକି ଏହା ଗୁରୁତ୍ବପୂର୍ଣ୍ଣ ମସଲା ଜାଣନ୍ତୁ

ଆସଫୋଏଟିଡା (ହେଙ୍ଗୁ) ବର୍ତ୍ତମାନ ଭାରତରେ ବୃଦ୍ଧି ପାଇବ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ମସଲା ଯାହାକୁ ଭାରତରେ ପ୍ରଥମ ଥର ପାଇଁ ଚାଷ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ, କେବଳ ଆମଦାନୀ ମାଧ୍ୟମରେ ଏହାର ଚାହିଦା ପୂରଣ ହେଉଥିଲା। ଭାରତୀୟ ରୋଷେଇରେ ସାଧାରଣତଃ ବ୍ୟବହୃତ ମସଲା ମଧ୍ୟରୁ ହେଙ୍ଗୁ
Read More...

କାହିକି ଅକ୍ଟୋବର ୨୨ ଜମ୍ମୁ ଓ କାଶ୍ମୀର ପାଇଁ ଗୁରୁତ୍ବପୂର୍ଣ୍ଣ

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ଉପତ୍ୟକାର ବହୁ ବଡ ନେତାଙ୍କୁ ମୁକ୍ତ କରାଯାଇଥିବାରୁ ଜାମ୍ମୁ କାଶ୍ମୀରରେ ରାଜନୈତିକ କାର୍ଯ୍ୟକଳାପ ପୁଣି ଥରେ ସକ୍ରିୟ ହୋଇଛି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହା ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ
Read More...

କେଉଁଠି ଅଛି ବିଶ୍ବର ପ୍ରମୁଖ ଶକ୍ତିପୀଠ

ନୂଆଦିଲ୍ଲୀ: ହିନ୍ଦୁ ପୁରାଣରେ ଦେବୀ ଶକ୍ତିଙ୍କୁ ସମସ୍ତ ପ୍ରକାର ବ୍ରହ୍ମାଣ୍ଡ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ। ଏକଥା ବି ବିଶ୍ୱାସ କରାଯାଏ ଯେ କେବଳ ଦେବୀ ଶକ୍ତି ଅସୁରଙ୍କୁ ନଷ୍ଟ କରିଦିଏ ତା ନୁହେଁ ନକାରାତ୍ମକ ଶକ୍ତି ଏବଂ ଅନ୍ୟାନ୍ୟ ମନ୍ଦତାକୁ ମଧ୍ୟ ଦୂର କରିଥାଏ। ଦେବୀ
Read More...

ବିଜେଡିର ଅଡୁଆ ବଢାଇଲେ ବିଧାୟକ

ଭୁବନେଶ୍ବର: ଲୋକାୟୁକ୍ତ ବ୍ୟବସ୍ଥାକୁ ଢେର୍ ଦିନ ଅକାମୀ କରିଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ବ୍ୟାପକ ଚାପ ସୃଷ୍ଟି ପରେ ସରକାର ଲୋକାୟୁକ୍ତ ନିଯୁକ୍ତି ଦେଇଥିଲେ। ଆଶଙ୍କା କରାଯାଉଥିଲା,ବିରୋଧୀ କମ୍, ସରକାର ଦଳ ପାଇଁ ଏହା ବେଶୀ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଏହି ଆଶଙ୍କା ସତରେ
Read More...

ପୂଜା ପାଇଁ କୋଭିଡ୍ ନିୟମ କଡ଼ାକଡି ନିର୍ଦେଶ

ରାଜ୍ୟରେ କୋଭିଡ୍ ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଲାଅଧିକ ସତର୍କ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ, ଶୂନ୍ୟ ସହନଶୀଳ ନୀତିକୋଭିଡ ଯୋଦ୍ଧା ଓ ପରିବାରକୁ ଦଶହରା ଅଭିନନ୍ଦନ ଜଣାଇଲେ ନବୀନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ
Read More...

କେନ୍ଦ୍ରକୁ କୃଷି ଝଟ୍‌କା; ଆଗରେ ପଞ୍ଜାବ, ଓଡ଼ିଶା କଣ କରିବ?

ନିଜସ୍ବ କୃଷି ବିଲ୍‌ ବିଧାନସଭାରେ ଅନୁମୋଦନ ଲାଭ କଲାକେନ୍ଦ୍ର ଆଇନ ବିରୋଧରେ ସଂକଳ୍ପ ପାରିିତ କଲେ ସରକାରଏମ୍‌ଏସପିକୁ ନିଶ୍ଚିତ କରାଗଲା, କମରେ କିଣିଲେ ୩ବର୍ଷଜେଲ୍କେବଳ ଧାନ ଓ ଗହମ କ୍ଷେତ୍ରରେ ଲାଗୁ ହେବ, ଅନ୍ୟ ୨୧ଟିରେ ନୁହେଁ ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ
Read More...

୫ଦିନ ପାଇଁ ବର୍ଷା ଆଣି ଆସୁଛି ଲଘୁଚାପ

୪୮ ଘଣ୍ଟାରେ ବଙ୍ଗୋପସାଗରରେ ଅବପାତ, ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ
Read More...

ଆରବରେ ଝଟକିଲେ ଉର୍ବଶୀ

ସୋ ଷ୍ଟପର ଭାବେ ଚାଲିବାରେ ପ୍ରଥମ ବଲିଉଡ୍ ତାରକା ନୂଆଦିଲ୍ଲୀ: ଆରବ ଫ୍ୟାସନ ସପ୍ତାହରେ ସୋ ଷ୍ଟପର୍ ଭାବରେ ରାମ୍ପ ଚାଲିବାରେ ଉର୍ବଶୀ ରାଉତେଲା ଏବେ ବଲିଉଡର ପ୍ରଥମ ଭାରତୀୟ ତାରକା। ଅଭିନେତ୍ରୀ ଉର୍ବଶୀ ରାଉତେଲା ଜଣେ ଫ୍ୟାସନ୍ ଆଇକନ୍ ଭାବରେ ଜଣାଶୁଣା। ତାଙ୍କ ଦ୍ୱାରା
Read More...

ପୁଣି ମାତିଲେ ମାଓବାଦୀ

ମାଲକାନଗିରି ଜିଲ୍ଲା ଯୋଡାମ୍ବରେ ମାଓ ହିଂସାକାଣ୍ଡଜଣଙ୍କର ଗଳାକାଟି ହତ୍ୟା କଲେ , ୨ଜଣଙ୍କୁ ନିସ୍ତୁକ ମାଡ଼ପୁଲିସ ଇନଫର୍ମର ସନ୍ଦେହରେ ଏପରି କାଣ୍ଡ ଭିଆଇଲେପୂର୍ବରୁ ଲ୍ୟାଣ୍ଡମାଇନ୍ ବିଛାଇଥିଲେ, ଜବତ କରିଥିଲା ବିଏସ୍‌ଏଫ୍ ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ
Read More...