ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବିଜେଡିର କମ୍, ବିଜେପିର ବେଶୀ ଦରକାର

ପ୍ରତାପଙ୍କ ପାଇଁ ବାଲେଶ୍ବର, ଧର୍ମେନ୍ଦ୍ରଙ୍କ ପାଇଁ ତିର୍ତ୍ତୋଲ ଜିତିବା ଗୁରୁତ୍ବପୂର୍ଣ୍ଣପ୍ରାର୍ଥିତ୍ବ ଚୟନ ବିଜେଡି ପାଇଁ ବଡ଼ ସମସ୍ୟା, ଉପନିର୍ବାଚନରେ ଦଳର ରେକର୍ଡ ଭଲ ଭୁବନେଶ୍ବର: ଯେ କୌଣସି ମୁହୂର୍ତରେ ଭାରତର ନିର୍ବାଚନ ଆୟୋଗ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଆସନ ଲାଗି
Read More...

ଏବର୍ଷ ପର୍ଯ୍ୟଟନ ପାଇଁ ଉତ୍ସର୍ଗର ସମୟ

ଆସନ୍ତାକାଲି ବିଶ୍ବ ପର୍ଯ୍ୟଟନ ଦିବସ, କୋଭିଡ୍ ପରିପ୍ରେକ୍ଷୀରେ ଏହା ଗୁରୁତ୍ବ ବହନ କରେଏବର୍ଷର ବିଷୟ ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟ ସଂରକ୍ଷଣ; ରାଜ୍ୟପାଇଁ ରହିଛି ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଲେ, ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ଭୁବନେଶ୍ବର
Read More...

ଖୋର୍ଧାରେ ସୀମା ଡେଇଁଲା ସଂକ୍ରମଣ

ରେକର୍ଡ କଲା ଖୋର୍ଧା, ୯୦୨ ଜଣଙ୍କ ଠାରେ ପଜିଟିଭ୍ ଚିହ୍ନଟରାଜ୍ୟରେ ୪୩୫୬ଜଣଙ୍କ କୋଭିଡ୍ ସଂକ୍ରମଣ ତାଲିକାରେ ସାମିଲଆଉ ୧୬ଜଣଙ୍କ ମୃତ୍ୟୁ ସୂଚନା , ମୋଟ ସଂଖ୍ୟା ୭୮୩ ଛୁଇଁଲାଗତକାଲି ୫୩ ହଜାର ୫୩୪ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଥମିବାର
Read More...

‘ପୂଜାରେ ତ୍ରୁଟି ହେଲେ ଦେବୀ ଦଣ୍ଡନ୍ତି’

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁରରେ ବିରାଜିତା ମାଆ ମଣିନାଗ ଦୁର୍ଗା ପ୍ରତ୍ୟକ୍ଷ ଓ ବେଶ ପ୍ରଭାବଶାଳୀ ବୋଲି ବିଶ୍ବାସ କରାଯାଏ। ଦେବୀଙ୍କ ପାଖରେ ଯିଏ ଯାହା କାମନା କରନ୍ତି, ତାହା ପୂରଣ ହୋଇଥାଏ ବୋଲି ଭକ୍ତମାନେ କୁହନ୍ତି। ସେହିଭଳି ପୂଜାରେ ଯିଏ ଯେତେବେଳେ
Read More...

ବିଲୋପ ହେଲାଣି ମହାପ୍ରଭୁଙ୍କର ୧୯ରୁ ଅଧିକ ସେବା!

ଭୁବନେଶ୍ବର: ୧୮୭୦ ମସିହାରୁ ଅଦ୍ୟାବଧି ଶ୍ରୀପୁରୁଷୋତ୍ତମ ଧାମରେ ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ମଧ୍ୟରୁ ପ୍ରାୟ ୧୯ରୁ ଉର୍ଧ୍ବ ସେବା ବିଲୁପ୍ତି ଘଟିଲାଣି। ବିଭିନ୍ନ କାରଣ ଯୋଗୁଁ ଏସବୁ ସେବାର ବିଲୋପ ଘଟିଥିଲେ ହେଁ, ନା ରାଜ୍ୟ ସରକାର ନା ଶ୍ରୀମନ୍ଦିର ପ୍ରଶାସନ ଏହାର
Read More...

କରୋନା ବେଳେ ବି ସଫଳ କିଡ୍‌ନି ପ୍ରତ୍ୟାରୋପଣ କଲା ସମ୍ ଅଲ୍‌ଟିମେଟ୍

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇ ଆସୁଛିସମ୍ ଅଲ୍ଟିମେଟ୍ ମେଡିକେୟାର। ଏହି ଜଟିଳ ପରିସ୍ଥିତରେ ନିକଟରେ ସମ୍‌ରେ ଦୁଇଟି କିଡ୍‌ନି ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ଉଭୟ ରୋଗୀ ଜଟିଳ କିଡ୍‌ନି ରୋଗର ପଞ୍ଚମ
Read More...

କିଏ ନେବେ ବିଜେଡି ଛାତ୍ର ନେତୃତ୍ବ, ଜାଣନ୍ତୁ

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ତାର ଛାତ୍ର ସଂଗଠନର ପୁର୍ନବିନ୍ୟାସ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ଦଳର ଛାତ୍ର ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ବ୍ୟୋମକେଶ ରାୟଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି। ଯୁବ ସଂଗଠନ ଭଳି ଏଥିରେ ମଧ୍ୟ ଜଣେ
Read More...

କରୋନା ବଦଳାଇଲା ବିଧାନସଭା କାର୍ଯ୍ୟ ତରିକା

ଭୁବନେଶ୍ବର: ସବୁ ବିଧାୟକ, ଷ୍ଟାଫ୍ ଓ ପିଏସ୍‌ଓମାନଙ୍କର କରୋନା ପରୀକ୍ଷା ହେବ। ଦିନକୁ ଦୁଇଟି ପର୍ଯ୍ୟାୟରେ ସାଢେ ଚାରିଘଣ୍ଟା ବସିବ ବିଧାନସଭା। ପ୍ରଶ୍ନକାଳ ହେବନାହିଁ। କିନ୍ତୁ ଶୂନ୍ୟକାଳ ଏବଂ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ।ଅପରାହ୍ନ ଅଧିବେଶନ ୩ଟାରୁ ୫ଟା ଯାଏ ଚାଲିବ।
Read More...

ବିଦ୍ୟୁତ ଦର ବୃଦ୍ଧିକୁ ପ୍ରସଙ୍ଗ କଲା ବିଜେପି

ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନିକୁ ୮୪ କୋଟି ରିହାତି ଦେଇଛନ୍ତି ମୋଦୀ: ଧର୍ମେନ୍ଦ୍ର ପ୍ରଧାନଗୋଲକ କହିଲେ, ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର,ନ ଓହରିଲେ ରାସ୍ତାକୁ ଯିବୁ ନୂଆଦିଲ୍ଲୀ/ଭୁବନେଶ୍ୱର: ବିଦ୍ୟୁତ ଦର ୨୦ ପଇସା ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେପି ଆଜି ବି
Read More...

ଏସ୍‌ ପି ବାଲସୁବ୍ରମଣ୍ୟମ୍ ଆଉ ନାହାନ୍ତି

ଚେନ୍ନାଇ: କିମ୍ବଦନ୍ତ ଗାୟକ ଏସ୍‌ପି ବାଲସୁବ୍ରମଣ୍ୟମ୍‌ଙ୍କର ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ସେ ବେଶ୍ କିଛିଦିନ ହେବ ଏଠାକାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନଥିଲା। ୮ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି
Read More...