ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଗ୍ୟାସ ଭିତ୍ତିଭୂମି ବୃଦ୍ଧି ପାଇଁ ଆମେରିକା କଂପାନିକୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର

ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନାଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଗୁରୁତ୍ୱାରୋପ ଭୁବନେଶ୍ୱର, ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟରଙ୍କ ସହ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ଅବସରରେ
Read More...

ବିଜେଡ଼ି-ବିଜେପି ଚାଷୀ ଓ ଶ୍ରମିକ ବିରୋଧୀ

ଓଡ଼ିଶା ଆସି ଚାଷୀ ବିଲ୍‌କୁ ବିରୋଧ କଲେ ଦିଗ୍‌ବିଜୟ ସିଂହକଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଗର୍ଜିଲେ ନେତା ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଚାଷୀ ସ୍ୱାର୍ଥ ବିରୋଧି ବିଲ୍‌କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଦିଗ୍‌ବିଜୟ ସିଂହକୁ
Read More...

ଆଗକୁ ଓଡ଼ିଶା ଚାଷୀ ବି ମାତିବେ!

ସମ୍ବଲପୁର ଓ ବରଗଡରୁ ଚାଷୀ ଆନ୍ଦୋଳନ ହେବା ସମ୍ଭାବନା ଅଧିକଚାଷୀ ନେତା ଲିଙ୍ଗରାଜ କହିଲେ, ସବୁ ବିଲ୍‌ରେ ଲାଭ କମ୍, କ୍ଷତି ଅଧିକପୁଞ୍ଜିପତିଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି, ଚାଷୀ ସ୍ବାର୍ଥରୁ ସରକାର ଓହରିଛନ୍ତି ଭୁବନେଶ୍ବର (ଶୁଭ୍ରା କର) : ସଦ୍ୟ ସମାପ୍ତ ସଂସଦୀୟ ଅଧିବେଶନର
Read More...

ପାରିବାରିକ ରାଜନୀତିକୁ ଓହ୍ଲାଇଲେ ମହେଶ୍ବର

ସୁନୀଲ ମହାନ୍ତି ବିଜୁ ଯୁବ ଜନତା ଦଳ ଉପସଭାପତି ନିଯୁକ୍ତପୁରୀ ରାଜନୀତି ଉଷ୍ଣ, ବିଜୁଙ୍କ ରାସ୍ତାରେ ଗଲେନି ମହେଶ୍ବରପାରିବାରିକ ରାଜନୀତିକୁ ନିଜେ ବିଭିନ୍ନ ମଞ୍ଚରେ ନା କରିଥିଲେ ଭୁବନେଶ୍ବର: ଶେଷରେ ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ପାରିବାରିକ ରାଜନୀତିର ଆଶ୍ରୟ ନେଇଛନ୍ତି।
Read More...

ବିଜୁଳି ଦର ବୃଦ୍ଧି ବିରୋଧରେ ଅସନ୍ତୋଷ ତେଜିଲା

ଭୁବନେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପିବିଧାନସଭାରେ ଉଠାଇବାକୁ କଂଗ୍ରେସର ଧମକଉପଭୋକ୍ତା ମହାସଂଘ କହିଲା ହାଇକୋର୍ଟ ଯିବୁ ଭୁବନେଶ୍ବର: କରୋନା ସ୍ଥିତି ସାଂଘାତିକ ଥିବା ବେଳେ ଆସନ୍ତା ଅକ୍ଚୋବର ପହିଲାରୁ ବିଜୁଳି ଦର ୨୦ ପଇସା ବୃଦ୍ଧି ପ୍ରସଙ୍ଗକୁ ନେଇ ଅସନ୍ତୋଷ ବଢିବାରେ
Read More...

ନୂଆ ଟିମ୍ ପାଇଁ ନୂଆ ଚ୍ୟାଲେଞ୍ଜ

ଯୁବ ନେତୃତ୍ବ ପରାକ୍ରମ ନ ଦେଖାଇଲେ ରଣନୀତି ଭୁଲ୍‌ଭାଲ୍ ହେବବିଜେପି ସମେତ ବିରୋଧୀଙ୍କୁ ମୁକାବିଲା ଲାଗି ରଣନୀତି ନିର୍ଧାରଣ ହୋଇନି ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ପରେ ଦଳୀୟ ପଦପଦବି ନିଯୁ୍କ୍ତି ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଦଳର ଶୀର୍ଷସ୍ତର ଠାରୁ ଆରମ୍ଭ
Read More...

ଓଡ଼ିଶାର ସହରାଞ୍ଚଳର ଉଠା ଦୋକାନୀଙ୍କ ପାଇଁ ମୋଦୀ ଦେଇଛନ୍ତି ୮.୨ କୋଟି: ଧର୍ମେନ୍ଦ୍ର

ନୂଆଦିଲ୍ଲୀ / ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ବନ୍ଧକ ବିହୀନ ଋଣ ପାଇବା ପାଇଁ ରାଜ୍ୟର ସହରାଂଚଳର ୬୩, ୨୨୨ ଜଣ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୩,୫୫୦ ଜଣ ଋଣ ପାଇବା ପାଇଁ ଆବେଦନ କରିଛନ୍ତି । ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ
Read More...

ଦେଶରେ ୨୪ଘଣ୍ଟାରେ ଲକ୍ଷେ ରୋଗୀ ସୁସ୍ଥ

ଓଡ଼ିଶାରେ କରୋନା ସୁସ୍ଥତା ହାର ଦେଢ ଲକ୍ଷ ଟପିଲା ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ସଫଳତା ସ୍ୱରୂପ ଦେଶରେ ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ (୧,୦୧,୪୬୮) ନୂତନ ରୋଗୀ ସୁସ୍ଥ ହୋଇଛନ୍ତି। ଏକ ସଫଳତାର ନିଦର୍ଶନ
Read More...

ଡିଆରଡିଓ ପକ୍ଷରୁ ଅଭ୍ୟାସ ବିମାନର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ସଫଳତାର ସହ କରାଯାଇଛି । ଓଡିଶାର ବାଲେଶ୍ଵରସ୍ଥିତ ଆଇଟିଆରରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି । ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ
Read More...

ଆସନ୍ତାକାଲି କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅଧିକ ପ୍ରଭାବିତ ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକରେ କୋଭିଡ ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏସବୁ ରାଜ୍ୟ ବା
Read More...