ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନିଯୁକ୍ତି ପରେ ଅଧିକାଂଶ ସରକାରଙ୍କୁ ବୋଝ

ହାତଗଣତି ଚାରି ପାଞ୍ଚ ରାଜନେତାଙ୍କ ଯୋଗଦାନ ସରକାରରେ ରହିଛିଅନ୍ୟମାନେ ରାଜ୍ୟର ତିରୋଟ ସମୟରେ ସମ୍ପୂର୍ଣ୍ଣ ନିରବ ରହିଛନ୍ତିଅର୍ଥନୀତି ଦୋହଲୁଥିବା ବେଳେ ଏଭଳି ଅକାମୀ ପଦବି ରଦ୍ଦ ହେବା ଦରକାର ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ଗୋଟିଏ ଦଫାରେ
Read More...

ଆଗକୁ ଭୟ ବଢାଇପାରେ ବାତ୍ୟା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟା ବାତ୍ୟା ଓଡ଼ିଶା ପ୍ରତି ବିପଦ ବଢାଇବା ଆଶଙ୍କାରେ ବଢିବାରେ ଲାଗିଲାଣି। ପାଣିପାଗ ବିଜ୍ଞାନୀମାନେ ଏମିତି ଢଙ୍ଗରେ ଏବେ ହିସାବ ଆରମ୍ଭ କଲେଣି। କିଛି ମଡେଲ୍ ସୂଚାଉଛି ଯେ ସୀମାରେ ଘଷି ହୋଇ ଗଲାବେଳେ ଗଞ୍ଜାମ ଠାରୁ ବାଲେଶ୍ବର
Read More...

କଂଗ୍ରେସର ଭାଲୁ, ବିଜେପିର ବୁଲୁ; କେବଳ ଏତିକି

ସବୁ ଦଳର ତୁଙ୍ଗ ନେତା ନିରବ, ପ୍ରଶଂସା ଦିଆନିଆରେ ବ୍ୟସ୍ତ ରାଜ୍ୟ-କେନ୍ଦ୍ର ସରକାରବିରୋଧୀ କାହା ପାଖରେ ଉତ୍ତରଦାୟୀ, ରାଜ୍ୟ ସରକାର ନା ଲୋକଙ୍କପାଖରେକେନ୍ଦ୍ର ସରକାର ସହଯୋଗ କରିବେ ବୋଲି ରାଜ୍ୟ ସବୁକଥାରେ ନିରବ ରହିବେ କାହିଁକି?କଂଗ୍ରେସ ହାରୁଛି ବୋଲି ଲୋକଙ୍କ ସୁଖ ଦୁଃଖରେ ନ ରହେ,
Read More...

ପାଗ ଭିଡ଼ିଲାଣି ବାତ୍ୟା, କେଉଁଆଡେ ମୁହାଁଇବ?

ଭୁବନେଶ୍ବର: ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି କ୍ଷେତ୍ର ୧୫ ତାରିଖ ସୁଦ୍ଧା ଶକ୍ତିଶାଳୀ ହୋଇ ଅବପାତ ରୂପ ନେବ ଓ ୧୬ ତାରିଖ ସନ୍ଧ୍ୟା ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ଅଛି । ଏହି କ୍ଷେତ୍ର ୧୭ ତାରିଖ
Read More...

ସଙ୍ଗରୋଧ କେନ୍ଦ୍ରରୁ ଆସୁଛି ବଡ଼ ବିପଦ

୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଗଲାମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ଛୁଇଁଲା, ଗଞ୍ଜାମରେ ୨୧୦ପଞ୍ଚାୟତକୁ ୟୁନିଟ୍ କରି ପ୍ରଶାସକ ନିଯୁକ୍ତି କରିବାର ବେଳ ଆସିଲାଣିସଙ୍ଗରୋଧ କେନ୍ଦ୍ର ଭୂତାଣୁ ଡେଇଁଲେ ପରିସ୍ଥିତି ଅଣାୟତ ହୋଇଯାଇପାରେ ଭୁବନେଶ୍ବର: ମାର୍ଚ୍ଚ ୧୫, ୨୦୨୦।
Read More...

ସମରେ ହେବ କୋଭିଡ ପରୀକ୍ଷା

ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ ମନୋନୀତ ଭୁବନେଶ୍ୱର: ଆଇଏମଏସ ଓ ସମ ହସ୍ପିଟାଲ ସହ ଆଉ ଏକ ବଡ ସଫଳତା ଯୋଡି ହୋଇଯାଇଛିି। ଓଡ଼ିଶାରେ କୋଭିଡ ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ ସମ୍ କୁ ମନୋନୀତ କରିଛି। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼
Read More...

ଗାଁକୁ ଯିବ ଅଧିକ ଟଙ୍କା, କୃଷି ପାଇଁ ଆସିବ ୩ ଅଧ୍ୟାଦେଶ

କୋଭିଡ଼ ସ୍ବେଚ୍ଛାସେବୀଙ୍କ ପାଇଁ ସଂକ୍ଷିପ୍ତ ସାର୍ଟିଫିକେଟ୍ କୋର୍ସ ଖୋଲାଯିବ୬ଟି ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ଶଯ୍ୟା ସଂଖ୍ୟା ବଢାଇବେ ସରକାରଗ୍ରାମ୍ୟ ଅର୍ଥନୀତିରେ ସୁଧାର ପାଇଁ ସରକାର ଅଣ୍ଟା ଭିଡ଼ିଲେମନରେଗା ଓ ମିସନ ଶକ୍ତିକୁ ଅଧିକ ଗୁରୁତ୍ବ ଦେବାକୁ ନିର୍ଦେଶ ଗଲା ଭୁବନେଶ୍ବର:
Read More...

ମହାମାରୀ ରୋକିବାରେ ଲାଗିଛନ୍ତି ୩ ସମ୍ କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ଆରମ୍ଭ ହୋଇଥିବା ରାଜ୍ୟର ବୃହତମ କୋଭିଡ-୧୯ ହସ୍ପିଟାଲ ସମ୍ କୋଭିଡ ହସ୍ପିଟାଲ୍ ସମେତ ସୋଆର ଅନ୍ୟ ଦୁଇଟି ସ୍ଥାନୀୟ ହସ୍ପିଟାଲ୍‌ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ବେଶ ପ୍ରସିଦ୍ଧି
Read More...

ଏବେଠାରୁ ନ ଚେତିଲେ, ଆଗକୁ ସାଂଘାତିକ ପରିସ୍ଥିତି

ନବେ ଦଶକର ବେରୋଜଗାରୀ ଓ ଭୋକର ଅପବାଦ ଲାଗିପାରେଅସାଧାରଣ ପରିସ୍ଥିତିରେ ସାଧାରଣ ନିଷ୍ପତ୍ତି ବିଫଳତା ଆଣିବ ହିଁ ଆଣିବଜୀବନ ପାଇଁ ଯେମିତି ଲାଗିଛନ୍ତି, ଜୀବିକା ପାଇଁ ବି ଉତ୍ତରଦାୟିତ୍ବ ନିର୍ଧାରଣ ହେଉନୂଆ ରୋଜଗାର ବାଟ ଖୋଲିବା ଲାଗି ଆଦର୍ଶ ନୀତି, ଘନ ଘନ ବୈଠକ ଦରକାର ନାହିଁତୁରନ୍ତ
Read More...

ଟିକେ ଟାଣ କରି କହିଲା କଂଗ୍ରେସ

ଭୁବନେଶ୍ବର: କରୋନା ମୁକାବିଲା ପ୍ରସଙ୍ଗକୁ ଧରି କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ଜରିଆରେ କହିଛନ୍ତି ଯେ ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ବିଶେଷକରି ଗଞ୍ଜାମ
Read More...