ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଗଣତନ୍ତ୍ର ମନ୍ଦିରକୁ ବି କୋଭିଡ୍ ଚିନ୍ତା

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାରେ ଏପର୍ଯ୍ୟନ୍ତ ମନ୍ଦିର, ଧର୍ମାନୁଷ୍ଠାନ କରୋନା କଟକଣା କାରଣରୁ ଖୋଲିପାରିନାହିଁ। ଦେଶରେ ଅଳ୍ପକିଛି ସ୍ଥାନ ଛାଡ଼ିଲେ, ଅନ୍ୟ କେଉଁଠାରେ ବି ଏ କ୍ଷେତ୍ରରେ ସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏପଟେ ଗଣତନ୍ତ୍ର ମନ୍ଦିର ବିଧାନସଭା ଓ ଲୋକସଭାକୁ…
Read More...

ଆମେରିକାକୁ ମୁହଁ ମୋଡି଼ଲେଣି ଛାତ୍ରଛାତ୍ରୀ!

ନୂଆଦିଲ୍ଲୀ: ଆମେରିକାରେ ଉଚ୍ଚ ଅଧ୍ୟୟନ କରୁଥିବା ଭାରତର ଛାତ୍ରମାନଙ୍କ ସଂପର୍କରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର ଓପନ୍ ଡୋର୍‌ସ ରିପୋର୍ଟ, ୨୦୨୦ କହିଛି ଯେ ୨୦୧୯-୨୦ରେ ଆମେରିକାରେ ପାଠ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଯାଇଛି। ତେବେ ଆଶ୍ବାସନାର ବିଷୟ ହେଲା,…
Read More...

ରକ୍ତ ଦାନ କରନ୍ତୁ

ରକ୍ତ ଦାନ ମହତ୍ ଦାନ । ରକ୍ତଦାନ କରିବା ଦ୍ବାରା ଆମେ କେବଳ ଯେ,ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ବ୍ୟକ୍ତିର ଜୀବନ ରକ୍ଷା କରିଥାଉ ତାହା ନୁହେଁ,ରକ୍ତଦାନ ଆମକୁ ସୁସ୍ଥ ରଖିବା ପାଇଁ ସାହାର୍ଯ୍ୟ କରିଥାଏ। ଡକ୍ତରମାନେ କୁହନ୍ତି ନିୟମିତ ରକ୍ତଦାନ କରୁଥିବା ବ୍ୟକ୍ତିମାନଙ୍କୁ ସହଜରେ କୌଣସି…
Read More...

ଶହ ଶହ କୋଟି ମାରିନେବା ପରେ ଚେତିଲେ!

ଏବେଯାଇ ବାଲି ସଇରାତ ଉପରେ ପଡିଲା ସରକାରଙ୍କ ନଜର୬୮୦ କୋଟି ଅଧିକ ରାଜସ୍ବ ମିଳିଛି, ଆହୁରି ବଢାଇବାକୁ ନିଷ୍ପତ୍ତିମୁଖ୍ୟସଚିବଙ୍କ ତନାଘନା, ଅଧିକ ନଦୀ ଶଯ୍ୟା ସଇରାତ ଚିହ୍ନଟ ନିର୍ଦେଶ ଭୁବନେଶ୍ବର: ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ପାଇଁ ଏକ ନୂଆ ରାସ୍ତା ଖୋଲିଛନ୍ତି।…
Read More...

ସବୁ ଚାଷୀଙ୍କୁ ମିଳିବ ପରିଚୟ ପତ୍ର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୃଷକ ଓଡିଶା ଓ ବିଭିନ୍ନ ଅନ୍‌ଲାଇନ ସେବାର ଶୁଭାରମ୍ଭରାଜ୍ୟର ୭୬ ଲକ୍ଷ ଚାଷୀ ‘କୃଷକ ଡାଟାବେସ୍‌’ର ଅନ୍ତର୍ଭୁକ୍ତ କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା: ନବୀନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି କାର୍ଯ୍ୟକ୍ରମ ଅଧୀନରେ…
Read More...

ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ବର: ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢିବାର ସୁଯୋଗ ପାଇବେ।…
Read More...

ବ୍ରେନ୍ ଷ୍ଟ୍ରୋକ୍

ବିଶ୍ବର ଦ୍ବିତୀୟ ବୃହତ୍ ମୃତ୍ୟୁ ଶାରିରୀକ ଅକ୍ଷମତାର କାରଣ ହେଉଛି ବ୍ରେନ୍ ଷ୍ଟ୍ରୋକ୍। ଓଡିଶାରେ ଷ୍ଟ୍ରୋକ୍ ରୋଗୀ ସଂଖ୍ୟା ସାରା ଭାରତରେ ଦ୍ବିତୀୟ। ଏହି ଷ୍ଟ୍ରୋକ୍ ଯେତେ ମାରାତ୍ମକ ହେଲେ ସୁଦ୍ଧା ଠିକ୍ ସମୟରେ ଏହାର ଉପଚାର କଲେ ଏଥିରୁ ଅନେକ ମାତ୍ରାରେ ଉପଶମ ହୋଇଥାଏ। ତେଣୁ ଏହି…
Read More...

ଧନତେରାସ୍ ପାଳନ କରୁଛନ୍ତି କି ? ଜାଣନ୍ତୁ

କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ରେ ଧନତେରାସ୍ ପର୍ବ ପାଳନ କରାଯାଏ | ଏଥର ତ୍ରୟୋଦଶୀ ୧୨ ନଭେମ୍ବର ଦିନ ୯.୩୦ ରୁ ପରଦିନ ୧୩ ନଭେମ୍ବରରେ ୫.୫୯ ଅପରାହ୍ନ ପର୍ଯ୍ୟନ୍ତ ରହିବ | ଏହା ପରେ ଚର୍ତୁଦଶୀ ତିଥି ଆରମ୍ଭ ହେବ | ତେଣୁ, ୧୩ ନଭେମ୍ବରରେ ଅପରାହ୍ନ ୫.୫୯ ପୂର୍ବରୁ ଧନତେରାସ୍ ପାଳନ କରାଯିବ।…
Read More...

ତଥ୍ୟ ଚାପି ତଣ୍ଡ ଗଣିଲେ ବାବୁ

ଭୁବନେଶ୍ୱର: ଜଣେ ସୂଚନା ଆବେଦନକାରୀଙ୍କୁ ମଗାଯାଇଥିବା ତଥ୍ୟ ଦେବା ବଦଳରେ ସରକାରୀ ବାବୁ ତାହାକୁ ଚାପି ଦେବା ଘଟଣାରେ ରାଜ୍ୟ ସୂଚନା କମିସନ ବିକ୍ରମ ସେନାପତି ଅସନ୍ତୋଷ ବ୍ୟକ୍ତ କରିବା ସହିତ ଜରିମାନା ଆଦେଶ ଦେଇଛନ୍ତି।ତଥ୍ୟ ଦେବା ବଦଳରେ ଏଥିରେ ବାଧକ ସାଜିଥିବା ଅଭିଯୋଗରେ କମିସନ ରାଜ୍ୟ…
Read More...

ଥଣ୍ଡା ହେଉଛି ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ଧୀରେ ଧୀରେ କମିବା ଆରମ୍ଭ କରିଛି। ବିଶେଷକରି ରାତିରେ ତାପମାତ୍ରା କମିବା ପରିଲକ୍ଷିତ ହେଲାଣି। ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ତଥା ଶୁଷ୍କ ବାୟୁ ପ୍ରବେଶ କରିବା ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ରାଜ୍ୟରେ ତାପମାତ୍ରା ଖସିଲାଣି ବୋଲି ପାଣିପାଗ…
Read More...