ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

କୃଷିବିଭାଗ ବାବୁଙ୍କୁ ସଦର ମହକୁମା ଛାଡ଼ିବା ମନା

ଖରିଫ ଚାଷ ପରିପ୍ରେକ୍ଷୀରେ କୃଷିବିଭାଗର ବରିଷ୍ଠ ଅଧିକାରୀଙ୍କ ବୈଠକବିଭାଗର ଅଧିକାରୀମାନଙ୍କୁ କଡ଼ା ତାଗିଦ କଲେ ମନ୍ତ୍ରୀ ଅରୁଣ ସାହୁ ବିହନ ଓ ସାର ଯୋଗାଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ଖିଲାପକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ଭୁବନେଶ୍ୱର: ଚଳିତ ଖରିଫରେ
Read More...

ଶ୍ରୀଜଗନ୍ନାଥଙ୍କ ଠାରୁ ନବୀନଙ୍କ ବର୍ଷ ପୂର୍ତି କାର୍ଯ୍ୟକ୍ରମ

୨୯ ତାରିଖରୁ ଶ୍ରୀଜଗନ୍ନାଥ ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ବିକାଶ କାମ ଆରମ୍ଭବିନ୍ଦୁସାଗର ଜଳ ବିଶୋଧନ ପାଇଁ ରସାୟନ ପ୍ରତିଷ୍ଠାନ ସହ ହେବ ବୁଝାମଣା୨୦୧୯ ମେ ୨୯ରେ ନବୀନ ପଞ୍ଚମପାଳିର ଶାସନ ଭାର ଗ୍ରହଣ କରିଥିଲେ ଭୁବନେଶ୍ବର: ରାଜ୍ୟ ସରକାର ପୁଣି ଥରେ ପୁରୀ ମନସ୍କ ହୋଇଛନ୍ତି। ଆଜି
Read More...

ଆଉ ଗୋଟିଏ ମାସ ଚ୍ୟାଲେଞ୍ଜ: ନବୀନ

ଭୁବନେଶ୍ବର: ରାଜ୍ୟରେ କରୋନା ମୁକାବିଲା ସ୍ଥିତି ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ଼ ଆହ୍ବାନ ରାଜ୍ୟ ସାମ୍ନାରେ ରଖିଛନ୍ତି। ବିଭିନ୍ନ ବିଭାଗର ସଚିବଙ୍କ ସହିତ କଥାବାର୍ତା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିମାନ ଏବଂ ରେଳ ଖୋଲିବା ପରିପ୍ରେକ୍ଷୀରେ
Read More...

ଏବେ ମୁହଁ ଖୋଲିଲେ ବିଜେପିର ପ୍ରଥମ ଧାଡ଼ିର ନେତା

ସରକାରଙ୍କୁ ଘେରିଲେ ବିରୋଧୀ, ପ୍ରବାସୀ ପ୍ରସଙ୍ଗରେ ଗର୍ଜିଲେପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ବି ଚୂନ ମାରିଲେ ଭୁବନେଶ୍ବର: ରାଜ୍ୟରେ ବସ ପରିବହନ ସେବା ସ୍ବାଭାବିକ ହୋଇପାରୁନଥିବା ଓ ଅନ୍ ଲାଇନ୍ ମଦ ବିକ୍ରି ପ୍ରସଙ୍ଗ ଏବେ ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ପଡ଼ିଲାଣି। ରବିବାର ଠାରୁ
Read More...

ରଣନୀତି ବଦଳାଇଲା କି ବିଜେପି

ନିର୍ବାଚନମଣ୍ଡଳୀସ୍ତରରରୁ ଆକ୍ରମଣ ନିଷ୍ପତ୍ତି!ମାହାଙ୍ଗାରୁ ଆସି ଭୁବନେଶ୍ବର ଯାଏ ଲମ୍ବିଲାଣିଉଭୟ ଦଳର ମଧୁଚନ୍ଦ୍ରିକାରେ ଅନ୍ତଃ ଘଟିପାରେ ଭୁବନେଶ୍ବର: ବିଜେପି-ବିଜେଡ଼ି ଭିତରେ ଚାଲିଥିବା ମଧୁଚନ୍ଦ୍ରିକାର ଅନ୍ତଃ ଘଟିବାକୁ ଯାଉଛି। ଉଭୟ ପରସ୍ପରକୁ ଛକିବା ଆରମ୍ଭ କଲେଣି। ପରସ୍ପରକୁ
Read More...

ଏବେ ବସ, ଅଟୋ, ଟ୍ୟାକ୍ସି ଚଳାଚଳ କରିବ

ଆସନ୍ତାକାଲି ଠାରୁ ବିମାନ ଚଳାଚଳ ଆରମ୍ଭ ହେବ। ଭୁବନେଶ୍ବର: ରାଜ୍ୟ ସରକାର ଆଜି ଲକଡାଉନ୍ ୪ରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ଆନ୍ତଃଜିଲ୍ଲା ବସ ଓ ସିଟି ବସ ଚଳାଚଳକୁ ହଁ କରିଛନ୍ତି। ସେହିଭଳି ଓଲା, ଉବେର ଓ ଅଟୋ ଯାତାୟତକୁ ବି ସରକାର ସର୍ତ ମୂଳକ ଅନୁମତି
Read More...

ମୋଦୀ ଆସୁଛନ୍ତି, ପ୍ୟାକେଜକୁ ନଜର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୋଦୀ ଆଜି ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବେ ଓ ବିମାନବନ୍ଦରରେ ହିଁ ସମୀକ୍ଷା ବୈଠକ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶା ପରିପ୍ରେକ୍ଷୀରେ ଏକ ବଡ଼ ବାର୍ତା
Read More...

ନବୀନଙ୍କ ରାଜନୀତି କାର୍ଡ ଆଜି ବି ସମସ୍ତଙ୍କ ପାଇଁ ଅବୁଝା

ଗୁରୁବାର ପଶ୍ଚିମବଙ୍ଗ କ୍ଷୟକ୍ଷତି ନେଇ ଦୁଃଖ ପ୍ରକାଶ କରିଥିଲେ ନବୀନପଶ୍ଚିମବଙ୍ଗ ଲୋକଙ୍କ ସହିତ ଓଡ଼ିଶାବାସୀ ଅଛନ୍ତି ବୋଲି ଜଣାଇଥିଲେଶୁକ୍ରବାର ମମତାଙ୍କ ସହିତ କଥା ହୋଇ ସିଧାସଳଖ ସହଯୋଗ କଥା ଜଣାଇଲେପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନବୀନଙ୍କ ସକ୍ରିୟତା ନେଇ ରାଜନୀତିରେ କମ୍ପନ
Read More...

ସୁରକ୍ଷା ଦାୟିତ୍ବ ପ୍ରତିହାରୀଙ୍କ ହାତରେ

ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ପ୍ରତିହାରୀ ସେବାୟତଙ୍କ ଉପରେ କାହିଁ କେଉଁ କାଳରୁ ନ୍ୟସ୍ତ ରହିଛି। ଆଜି ଭଳି ଯେତେବଳେ ମା​ଳ ମାଳ ପୁଲିସ, ଥାନା ଶ୍ରୀମନ୍ଦିର ପାଇଁ ନ ଥିଲା, ସେତେବେଳେ ଶହ ଶହ ବର୍ଷ ଧରି ଏମାନେ ହିଁ ମହାପ୍ରଭୁଙ୍କ ସେବା କରିଆସୁଥିଲେ। ଭୋରରୁ ଦ୍ବାର
Read More...

ଆଜି ନବୀନ, କାଲି ମୋଦୀ ଦେଖିବେ ‘ଅମ୍ଫାନ୍’ କ୍ଷତି

ଓଡ଼ିଶା ବାତ୍ୟା ମୁକାବିଲାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ବାଭାବିକ, ୧୦ ବ୍ଲକରେ କ୍ଷତି ଘଟାଇଲା ବାତ୍ୟାପାଖାପାଖି ୧୫ହଜାରରୁ ଅଧିକ ଘର ଭାଙ୍ଗି ନଷ୍ଟ ହୋଇଛି୪୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ପ୍ରାରମ୍ଭିକ ସୂଚନା ଭୁବନେଶ୍ବର: ମହାବାତ୍ୟା
Read More...