ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଏଥର ରାଜନାଥଙ୍କ ମୁହଁରେ ସ୍ୱପ୍ନ ଦେଖାଇଲେ

ଭଦ୍ରକରେ ଗର୍ଜିଲେ ରାଜନାଥ, ବୁଥ୍‍ କର୍ମକର୍ତାଙ୍କ ମନୋବଳ ବଢାଇଲେକ୍ଷମତାକୁ ଆସିଲେ ଉପùାଦନ ଖର୍ଚ୍ଚର ଦେଢଗୁଣା ହେବ ଏମ୍‍ଏସପିଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି, ସେନାକୁ ଦିଆଯଇଛି ସ୍ୱାଧୀନତାକଂଗ୍ରେସକୁ କଟାକ୍ଷ, ଚୌକିଦାର ଚୋର ନେହିଁ, ପିଓର ହୈନବୀନଙ୍କୁ ଅଳ୍ପ ସମାଲୋଚନା, ଆୟୁଷ୍ମାନ
Read More...

ବଡ଼ ଘୋଷଣା କଲେ ନବୀନ

ସହିଦଙ୍କ ପରିବାର ପାଇଁ ଅନୁକମ୍ପା ରାଶି ୨୫ଲକ୍ଷକୁ ବଢିଲାଉଭୟ ସହିଦଙ୍କ ଗାଁ ମଡେଲ ପଞ୍ଚାୟତ ହେବସେମାନଙ୍କ ପିଲାଙ୍କ ପାଠପଢା ବହନ କରିବେ ସରକାରପଢୁଥିବା ସ୍କୁଲ ସହିଦଙ୍କ ନାମରେ ନାମିତ କରାଯିବଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପରେ ବଡ଼
Read More...

କାନ୍ଦି ପକାଇଲା ଓଡ଼ିଶା

ସହିଦ ଯବାନଙ୍କ ମରଶରୀର ପହଞ୍ଚିଲାବିମାନବନ୍ଦରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳିହଜାର ହଜାର ଲୋକ ଏକାଠି ହେଲେପାକିସ୍ତାନ ମୁର୍ଦାବାଦ ବୋଲି ଗର୍ଜିଲେଜନ୍ମମାଟିରେ ହେବ ସହିଦଙ୍କ ଶେଷକୃତ୍ୟଭୁବନେଶ୍ୱର: କାନ୍ଦ ବୋବାଳିରେ ଫାଟି ପଡୁଥିଲା ବିମାନ ବନ୍ଦର । ଶବାଧାରକୁ ଧରି ତଳେ ଗଡିଯାଉଥିଲେ ପରିବାର
Read More...

ବିଦ୍ରୋହୀଙ୍କୁ ଡରାଇଲେ ନିରଞ୍ଜନ

୨୬ରେ ନୁହେଁ, ମାର୍ଚ୍ଚ ୨ ସୁଦ୍ଧା ଆସିବେ ରାହୁଲଭୁବନେଶ୍ୱର: ଯିଏ ବିଦ୍ରୋହ କରିବ, ଲୋକେ ତାର ଜବାବ ଦେବେ । ୨୦୧୯ ନିର୍ବାଚନକୁ କର ବା ମର ନୀତିରେ ଗ୍ରହଣ କରିଥିବା ରାଜ୍ୟ କଂଗ୍ରେସ ଆଜି ଦଳର ବିଦ୍ରୋହୀ ପ୍ରାର୍ଥୀଙ୍କୁ ଏମିତି ଚେତାବନୀ ଦେଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
Read More...

କେଉଁ ରାସ୍ତାରେ ଯାଉଛିି କଂଗ୍ରେସ?

ସହମତିରେ ହୋଇପାରୁନି ପ୍ରାର୍ଥୀ ଚୟନଗୋଷ୍ଠୀବାଦ ଯାଇନି, ବୟସ୍କ ବି ଆଶାୟୀସଂଗଠନ ଥିବା ନେତାଙ୍କ ବିରୋଧୀ ସକ୍ରିୟପିସିସି ସତର୍କ ନହେଲେ, ବିପର୍ଯ୍ୟୟ ସମ୍ଭାବନାଭୁବନେଶ୍ୱର: ନିର୍ବାଚନମଣ୍ଡଳୀରେ ବର୍ଷତମାମ କର୍ମୀଙ୍କୁ ସଂଗଠିତ କରି ଜଣେ ଦଳର ପତାକା ବଞ୍ଚାଇଲା । ଦୀର୍ଘ ୫ ବର୍ଷ ଧରି ସଭା,
Read More...

ଏଣେ ସହାୟତା, ସେଣେ ଉଜୁଡିଗଲାଣି

୨୨ ତାରିଖରୁ ରାଜ୍ୟର ସମସ୍ତ ଶୀତଳଭଣ୍ଡାର ବନ୍ଦଆଳୁ ମିସନ ଫେଲ୍‍, ଉପùାଦନ ବଢିବା ବଦଳରେ କମୁଛିଖାଲି ପଡୁଛି ଶୀତଳଭଣ୍ଡାର, ବିଦ୍ୟୁତ ରିହାତି ବି ମିଳୁନି ଭୁବନେଶ୍ୱର:ରାଜ୍ୟ ସରକାର ୨୦୧୫ରେ ଆଳୁ ମିସନ ଘୋଷଣା କରିଥିଲେ । ଆଳୁ ଉପùାଦନ ବୃଦ୍ଧି ସହିତ ସଂରକ୍ଷଣ ପାଇଁ ୧୧୨ଟି ଶୀତଳଭଣ୍ଡାର
Read More...

ରାୟଗଡାରେ ହେବ ବଟଲିଂ ପ୍ଲାଣ୍ଟ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ତେଲ ଏବଂ ଗ୍ୟାସ ବିପଣନ କମ୍ପାନି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ଏଚପିସିଏଲ୍) ରାୟଗଡ଼ାରେ ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରିବ । ଆସନ୍ତା ୧୯ ତାରିଖରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା
Read More...

ସହିଦଙ୍କ ପାଇଁ ଶିକ୍ଷାନୁଷ୍ଠାନରେ ପ୍ରାର୍ଥନା

ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦ ଯବାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶାର ଦୁଇ
Read More...

କାହାକୁ ରାଜନୀତିର ତୀର ମାରିଲେ ନବୀନ

କ୍ରୀଡାର ବିକାଶ ପାଇଁ ଓଡ଼ିଶାର ପୁରସ୍କୃତସୋର୍ଟସ ଷ୍ଟାର ପୁରସ୍କାର ଆଣିଲେ ନବୀନଭୁବନେଶ୍ୱର: ରାଜନୀତିରେ କ୍ଷମତା ପାଇଁ ଝୁଙ୍କ୍‍ ବିଜୟୀ କରିବ । କିନ୍ତୁ ସେବା ପାଇଁ ଝୁଙ୍କ୍‍ ଦ୍ୱାରା ଲୋକଙ୍କ ହୃଦୟ ଜିତିହେବ । ଖେଳ ସହିତ ରାଜନୀତିକୁ ଫେଣ୍ଟାଫେଣ୍ଟି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଅଣଓଡ଼ିଆ!

ନବୀନ ସ୍ୱଚ୍ଛତାର ପୁଣି ପ୍ରମାଣ ଦେଲେସଶକ୍ତ ଲୋକାୟୁକ୍ତ ଗଠନ ରାସ୍ତା ଖୋଲିଲାକମିଟିର ସବୁ ସଦସ୍ୟଙ୍କ ମତ ମିଶିଗଲାମାର୍ଚ ୧୯ରେ ଚୟନ ହେବେ ଅନ୍ୟ ସଦସ୍ୟ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ସଶକ୍ତ ଲୋକାୟୁକ୍ତ ଗଠନ କରିବା ଲାଗି ଅଣ୍ଟାଭିଡିଛନ୍ତି । ରାଜ୍ୟର ପ୍ରଥମ
Read More...