ପ୍ରମୁଖ ଖବର

ଗୁଜରାଟକୁ ମୋଦୀଙ୍କ ବଡ଼ ଭେଟ: ୩୫ ହଜାର କୋଟିର ପ୍ରକଳ୍ପ, ନୂଆ ଟ୍ରେନ୍ ସେବା ଶୁଭାରମ୍ଭ
ବିରୋଧ ସତ୍ତ୍ୱେ ପଞ୍ଜାବ-ହରିୟାଣା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ମିଶ୍ର
ଦୁର୍ଗାପୂଜାକୁ ନେଇ ବଡ଼ ନିଷ୍ପତ୍ତି: ମହାଷ୍ଟମୀରେ ‘ଡ୍ରାଏ ଡେ’, ବନ୍ଦ ରହିବ ଡିଜେ
୯ ଯୁବ ଆଇଏଏସଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ

ମୋବାଇଲ୍ ନେଲା ପ୍ରାଣ, କେମିତି ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟରେ ମୋବାଇଲ ବ୍ୟବହାର ଯେତିକି ବଢୁଛି, ତାକୁ ନେଇ ସେତିକି ଦୁର୍ଘଟଣା ବଢିବାରେ ଲାଗିଛି। ଏହି କ୍ରମରେ ଆଜି ନବରଙ୍ଗପୁର ଜିଲ୍ଲାରୁ ପୁଣି ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି।ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ଚେରଚେଟିଆଗୁଡ଼ା
Read More...

ଏବେ ପିଜି ପାଠ୍ୟକ୍ରମ ଲାଗି ଏକକ ପରୀକ୍ଷା

କୁଳପତି ସମ୍ମିଳନୀରେ ବଡ଼ ନିଷ୍ପତ୍ତି ନେଲେ ଉଚ୍ଚଶିକ୍ଷା ମନ୍ତ୍ରୀଯୁ୍କ୍ତ ତିନି ପରୀକ୍ଷା ଫଳ ଜୁନ୍ ୧୫ ସୁଦ୍ଧା ପ୍ରକାଶ ପାଇବଲାଇବ୍ରେରି ସୁଦୃଢୀକରଣ ସମେତ ଗବେଷଣା ଉପରେ ଗୁରୁତ୍ବ ଭୁବନେଶ୍ବର: କୁଳପତିମାନଙ୍କ ସମ୍ମିଳନୀରେ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
Read More...

ବିଜେଡିରେ ପୂରୁଣା ବଦଳିବେ, ନୂଆ ଆସିବେ!

ଭୁବନେଶ୍ବର: ଦୀର୍ଘ ୩୦ ବର୍ଷ ଧରି ରାଜ୍ୟ ରାଜନୀତିରେ ଦବଦବା ରଖିଥିବା ନେତାମାନଙ୍କ ରାଜନୀତି କ୍ୟାରିଅର ୟୁ ଟର୍ଣ୍ଣ ମାରିବ। ସେମାନଙ୍କୁ ମୁଖ୍ୟ ସ୍ରୋତରୁ ଦୂରେଇ ତାଙ୍କ ସ୍ଥାନରେ ପୁଅ, ପରିବାର କିମ୍ବା ଅନୁଗତଙ୍କୁ ସାମ୍ନାକୁ ଆଣିପାରେ ବିଜେଡି। ବିଜେଡି ସାଂଗଠନିକ ପ୍ରକ୍ରିୟାରେ ଏହାର ଝଲକ
Read More...

ସାନଭାଇଠୁ ବଡ଼ ଭାଇ ଆହୁରି ଉଗ୍ର

ଅଟକିଗଲା ଲିଙ୍ଗରାଜ ମନ୍ଦିର ବାହାର ଉଚ୍ଛେଦ କାର୍ଯ୍ୟଆନ୍ଦୋଳନାକାରୀଙ୍କ ବିରୋଧ ସାମ୍ନାରେ ମୁଣ୍ଡ ନୁଆଁଇଲେସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୁରକ୍ଷା ଦେଇପାରିଲେନିବିରୋଧୀ ଦେଖାଇଲେ ଦବଦବା, ଅକଳରେ ସରକାର ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ନେଇ
Read More...

ଏମାନଙ୍କ ପଛରେ କିଏ?

ପୋସ୍କୋରେ ସଫଳ ହେଲେ, ଏବେ ଜିନ୍ଦଲ ପାଇଁ ସଜବାଜଖୁବ୍ ଶୀଘ୍ର ଗଠନ ହେବ ଜିନ୍ଦଲ ପ୍ରତିରୋଧ ସମିତିସମସ୍ତେ ଜାଣିଲେଣି, ସରକାର ହାତ ବାନ୍ଧିବସିଛନ୍ତି୨୦ରେ ଜନଶୁଣାଣିକୁ ଜୋରଦାର ବିରୋଧ ହେବ ଭୁବନେଶ୍ବର: ସରକାର ସୁରକ୍ଷା ଦେଇପାରିଲେ ନାହିଁ, ଓଡ଼ିଶା ଛାଡି ଚାଲିଗଲା ସର୍ବବୃହତ୍
Read More...

ଧର୍ମେନ୍ଦ୍ରଙ୍କ ଅନୁଗତ ହେବେ ସଭାପତି!

ଭୁବନେଶ୍ବର: ଆସନ୍ତା ୨୦ ତାରିଖ ବେଳକୁ ରାଜ୍ୟ ବିଜେପି ନୂଆ ମୁଖିଆ ନିଯୁକ୍ତ ହେବେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯଦିଓ ସାଗଂଠନିକ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ଏହି ନିର୍ବାଚନ ହେବ ବା ସଭାପତି ବଛାଯିବେ, କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାହା ନାମ
Read More...

ଏବେ କମିବନି ପିଆଜ ଯନ୍ତ୍ରଣା

ଭୁବନେଶ୍ବର: ଏଇ ସପ୍ତାହ ବା ଆସନ୍ତା ୧୫ ଦିନ ମଧ୍ୟରେ ପିଆଜ ଯନ୍ତ୍ରଣା କମିବାର ପ୍ରଶ୍ନ ଉଠୁନାହିଁ। ଆଜି ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମନ୍ତବ୍ୟ ପରେ ଲୋକଙ୍କୁ ଏ ନେଇ ମାନସିକସ୍ତରରେ ପ୍ରସ୍ତୁତ ହେବାକୁ ହେବ। ଜାନୁଆରି ବେଳକୁ ସ୍ଥିତିରେ
Read More...

ବିଜେପି ଚାହିଁଲା, ବିଜେଡି ଦେଲା

ନାଗରିକତା ବିଲ୍କୁ ସମର୍ଥନ ଦେବ ବିଜେଡି, ହ୍ବିପ୍ ଜାରି ହୋଇପାରେଦେଶରେ ମୋଦୀଙ୍କର ସବୁଠାରୁ ବିଶ୍ବାସଯୋଗ୍ୟ ଦଳ ହେଉଛି ବିଜେଡିବିଜେଡି ପାଇଁ କମ୍, ବିଜେପି ପାଇଁ ଏବେ ନବୀନଙ୍କ ସମର୍ଥନ ବେଶୀ ଲୋଡାସଂଖ୍ୟା ଲାଗି ଦରକାର, ତା ଠାରୁ ଅଧିକ ନବୀନଙ୍କ ଭାବମୂର୍ତି ବଡ ଶକ୍ତି ଭୁବନେଶ୍ବର:
Read More...

ପୁଣି ଏକାଠି ହେଲେ ଚିଟଫଣ୍ଡ ଜମାକାରୀ

ଅନଧିକୃତ ଜମାରାଶି ସଂଗ୍ରହ ଓ ମହା ଠକେଇ ଘଟଣାରେ ସରକାର ପ୍ରତାରିତ କରିଛନ୍ତି ଜାନୁଆରିରେ ରାଜ୍ଯଵ୍ଯାପୀ ତହସିଲ ସ୍ତରୀୟ ଜମାକାରୀ ଗଣ ସତ୍ଯାଗ୍ରହ ଅନୁଷ୍ଠିତ ହେଵ ଭୁବନେଶ୍ବର: ଦୀର୍ଘଦିନ ପରେ ପୁଣି ଥରେ ଚିଟଫଣ୍ଡ ଜମାକାରୀମାନେ ଏକାଠି ହେଉଛନ୍ତି। ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା
Read More...

ଓଡିଆ ଜାତି ଦୟାରେ ନୁହେଁ ଲଢେଇ କରି ସ୍ୱୀକୃତି ପାଇବ: ଧର୍ମେନ୍ଦ୍ର

କେନ୍ଦ୍ର ସଂସ୍କୃତି ବିଭାଗ ନେତୃତ୍ୱରେ ପାଇକ ବିଦ୍ରୋହ ‘ଏନ୍ସିଇଆରଟି’ ପୁସ୍ତକରେ ସ୍ଥାନ ପାଇଛି ଏହି ସ୍ମାରକୀ ଆଗାମୀ ୨୦୦ ବର୍ଷ ପର୍ଯ୍ୟନ୍ତ ଓଡିଆଙ୍କ ବିଜୟଗାଥାକୁ ବିଶ୍ୱରେ ପ୍ରତିପାଦିତ କରିବ ଖୋର୍ଦ୍ଧା: ଓଡିଆ ଜାତି କାହା ଦୟାରେ ନୁହଁ ଲଢେଇ କରି ସ୍ୱୀକୃତି ପାଇବ ବୋଲି ରବିବାର
Read More...