ପ୍ରମୁଖ ଖବର

ଗୁଜରାଟକୁ ମୋଦୀଙ୍କ ବଡ଼ ଭେଟ: ୩୫ ହଜାର କୋଟିର ପ୍ରକଳ୍ପ, ନୂଆ ଟ୍ରେନ୍ ସେବା ଶୁଭାରମ୍ଭ
ବିରୋଧ ସତ୍ତ୍ୱେ ପଞ୍ଜାବ-ହରିୟାଣା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ମିଶ୍ର
ଦୁର୍ଗାପୂଜାକୁ ନେଇ ବଡ଼ ନିଷ୍ପତ୍ତି: ମହାଷ୍ଟମୀରେ ‘ଡ୍ରାଏ ଡେ’, ବନ୍ଦ ରହିବ ଡିଜେ
୯ ଯୁବ ଆଇଏଏସଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ

ସରକାରୀ କର୍ମଚାରୀଙ୍କ ମୁଣ୍ଡରେ ଖଣ୍ଡା

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ସରକାରୀ ଚାକିରିଆ ସାବଧାନ। ଯେ କୌଣସି ସାମାନ୍ୟ ଭୁଲ୍ ପାଇଁ ଚାକିରି ଚାଲିଯାଇପାରେ। ପ୍ରଶାସନକୁ ଉତ୍ତରଦାୟୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ନିଷ୍ପତ୍ତି ଏବେ ସରକାରୀ ଚାକିରିଆଙ୍କ ପାଇଁ ଏଭଳି ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
Read More...

ଡ୍ରୋନ୍‍ ଜଗିବ ଟ୍ରାଫିକ୍‍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଟ୍ରାଫିକ୍‍ ନିୟନ୍ତ୍ରଣ ଲାଗି ଡ୍ରୋନ୍‍ କ୍ୟାମେରାର ପ୍ରୟୋଗ କରାଯିବ । ଆଜି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମ ସାମ୍ନାରେ ଏଭଳି ସୂଚନା ଦେଇଛନ୍ତି । ପୁଲିସ ସିଧା ସିଧା କହିଛି ଯେ ରବୀନ୍ଦ୍ର ମଣ୍ଡପ ଛକ ଠାରୁ ବିମାନବନ୍ଦର ଯାଏ ରାସ୍ତାକୁ ଡ୍ରୋନ୍‍
Read More...

ଗାନ୍ଧୀଙ୍କୁ ନେଇ ତର୍କ ଅଧିକ, ଚେତନା କମ୍‍

ମନ କି ବାତ୍‍ରେ ମୋଦୀ କହିଲେ ମହାତ୍ମାଗାନ୍ଧୀଙ୍କ କଥାପାଠ୍ୟକ୍ରମରେ ସାମିଲ କରିବା ନେଇ ଆନ୍ତରିକତା ନାହିଁଠୋସ୍‍ କାର୍ଯ୍ୟକ୍ରମ ହାତକୁ ନେଇପାରୁନାହାନ୍ତି କେନ୍ଦ୍ର-ରାଜ୍ୟ ଭୁବନେଶ୍ୱର: ୧୫୦ତମ ଜନ୍ମ ବର୍ଷରେ ମହାତ୍ମାଗାନ୍ଧୀଙ୍କୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଜାରି ରହିଛି ।
Read More...

ପୁରୀ ପାଇଁ ପୁଣି ୫୦୦ କୋଟି, ଶ୍ରୀ ସେତୁ ନିର୍ମାଣ ହେବ

୨ ବର୍ଷରେ ସରିବ କାର୍ଯ୍ୟ, ଓବିସିସି କାମ କରିବମଠ ପୁନରୁଦ୍ଧାର ହେବ, ପୁଷ୍କରିଣୀ ହେବ୨୮ କୋଟିରେ ବଡ଼ ପୁଷ୍କରିଣୀ ଯୋଜନା ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଅନୁମୋଦନ ଲାଭ କରିଛି । ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ
Read More...

ମହାପ୍ରଭୁ ଆମର ଆତ୍ମା, ତ୍ୟାଗ ବ୍ୟର୍ଥ ଯିବନି

ପୁରୀ ବିକାଶ ପେଡି ଖୋଲିଲେ ନବୀନରାଜ୍ୟବାସୀଙ୍କ ସହଯୋଗ ଲୋଡିଲେଉପଯୁକ୍ତ ଥଇଥାନ ପାଇଁ ଆଶ୍ୱସ୍ତ କଲେ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ବିକାଶ ସଂପର୍କରେ ରାଜ୍ୟବାସୀଙ୍କୁ ବାର୍ତା ଦେଇଛନ୍ତି । କହିଛନ୍ତି, ମହାପ୍ରଭୁଙ୍କ ସେବା ଭାବି ପୁରୀ ବିକାଶରେ ସରକାରଙ୍କୁ
Read More...

ଅଧା ମନ୍ତ୍ରୀ କରୁଛନ୍ତି କଣ?

ଭୁବନେଶ୍ୱର:ପୂର୍ତ୍ତ ବିଭାଗ ଅାଇ.ବି ରୁ ଫେରିଲା ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ଡୁଙ୍ଗୁରିପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ତାଙ୍କର ଡହଳ ବିକଳ ସ୍ଥିତି ଦେଖି ମନ୍ତ୍ରୀ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ପଠେଇବା ପାଇଁ ଯୋଜନା କରିଥିଲେ ।
Read More...

ନିବିଡତାରୁ ମିଳିଲା ପ୍ରଥମ ଫାଇଦା

ଭୁବନେଶ୍ୱର:ବିଜେଡ଼ି-ବିଜେପି ନିବିଡ଼ତାର ଅାଜି ପ୍ରଥମ ଲାଭ ଓଡ଼ିଶାକୁ ମିଳିଛି । ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି କରିଥିବା ପ୍ରଳୟ ଜନିତ ବିପର୍ଯ୍ୟୟ ପୁନଃନିର୍ମାଣ ଲାଗି କେନ୍ଦ୍ର ସରକାର ଅାଜି ଓଡ଼ିଶାକୁ ବଡ ଭେଟି ଦେଇଛନ୍ତି । ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଫନି ପାଇଁ ୩୩୩୮କୋଟି
Read More...

ଶିଳ୍ପାୟନ ପାଇଁ ଅଣ୍ଟା ଭିଡିଲେ

ବିନିଯୋଗ ହେବ ୨ଲକ୍ଷ କୋଟି, ନିଯୁକ୍ତି ପାଇବେ ୨୭ ହଜାର ୬୪୫ଭୁବନେଶ୍ୱର: ରାଜ୍ୟରେ ୫ ଗୋଟି ପୁଞ୍ଜିନିବେଶକାରୀ ସଂସ୍ଥା ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ବିଂଶତମ ଉଚ୍ଚକ୍ଷମତାସଂପନ୍ନ କମିଟି ବୈଠକରେ ଅନୁମୋଦନ କରିଛନ୍ତି । ନୂତନ ଭାବେ ଉଦ୍‌ଘାଟିତ ହୋଇଥିବା ଖାରବେଳ
Read More...

ବିଦ୍ରୋହକୁ ଦାନା ଯୋଗାଉଛି କିଏ?

ଭୁବନେଶ୍ୱର: ଏକା ସାଙ୍ଗରେ ଶପଥ ନେଲେ ଆଗପଛ ହୋଇ। ଉଭୟଙ୍କୁ ସଂଖ୍ୟା ଲୋକେ ଅଜାଡି ଦେଇଛନ୍ତି ସଂସଦ ଓ ବିଧାନସଭାରେ। କେନ୍ଦ୍ର ସରକାର ଇତିମଧ୍ୟରେ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ, ତିନି ତଲାକ ଓ କାଶ୍ମୀର ଭଳି ୩ଟି ଐତିହାସିକ ନିଷ୍ପତ୍ତି ନେଇସାରିଲେଣି। ରାଜ୍ୟ ସରକାର ପ୍ରଥମ ତିନି ମାସ
Read More...

କମ ସନ୍ତୁଷ୍ଟ, ବେଶି ଅସନ୍ତୁଷ୍ଟ

ଭୁବନେଶ୍ୱର: ବିଧାନସଭା ଓ ଲୋକସଭା ଟିକେଟ ପାଇନଥିବା ନେତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପଦ ପଦବୀରେ ଥଇଥାନ କରିଛନ୍ତି। ପଦ ପଦବୀକୁ ଆଖେଇଥିବା ପରାଜିତ ନେତାଙ୍କୁ ପ୍ରଥମ ପର୍ଯ୍ୟାୟରେ ନିରାଶ ହେବାକୁ ପଡିଛି। ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା ସୁବ୍ରୋତ ବାଗଚିଙ୍କ
Read More...