ବିଧାୟକମାନେ ରାଗିଗଲେ
ଭୁବନେଶ୍ୱର: ଶୁକ୍ରବାର ପ୍ରଶ୍ନକାଳରେ ରାଗିଯାଇଥିଲେ ବିଜେଡି ବିଧାୟକ । ସେମାନେ ପ୍ରଶ୍ନ ପଚାରିବାକୁ ହାତ ଟେକୁଥିଲେ ବି ବାଚସ୍ପତି ସୁଯୋଗ ଦେଉନଥିବାରୁ ଖୋର୍ଧା ବିଧାୟକ ରାଜେନ୍ଦ୍ର ସାହୁ ଓ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିଭଳି ଜୟପୁର ବିଧାୟକ ତାରା!-->…
Read More...
Read More...