ପ୍ରମୁଖ ଖବର

ଗୁଜରାଟକୁ ମୋଦୀଙ୍କ ବଡ଼ ଭେଟ: ୩୫ ହଜାର କୋଟିର ପ୍ରକଳ୍ପ, ନୂଆ ଟ୍ରେନ୍ ସେବା ଶୁଭାରମ୍ଭ
ବିରୋଧ ସତ୍ତ୍ୱେ ପଞ୍ଜାବ-ହରିୟାଣା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ମିଶ୍ର
ଦୁର୍ଗାପୂଜାକୁ ନେଇ ବଡ଼ ନିଷ୍ପତ୍ତି: ମହାଷ୍ଟମୀରେ ‘ଡ୍ରାଏ ଡେ’, ବନ୍ଦ ରହିବ ଡିଜେ
୯ ଯୁବ ଆଇଏଏସଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ

ପ୍ରସନ୍ନଙ୍କ କଥାରେ ଶାହ ଟେବୁଲ ବାଡେଇଲେ

ରାଜ୍ୟ ମାନ୍ୟତା ହରାଇଲା ଜମ୍ମୁ ଓ କଶ୍ମୀର ପ୍ରତ୍ୟାହାର ହୋଇଗଲା ସବୁ ସ୍ୱତନ୍ତ୍ର ସୁବିଧା ବିଧାନସଭା ବ୍ୟବସ୍ଥା ଥିବା କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ବି କେନ୍ଦ୍ର ଶାସିତ ଅଞ୍ଚଳ, ବିଧାନସଭା ରହିବନି ନୂଆଦିଲ୍ଲୀ: ଗତ ସପ୍ତାହେ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ
Read More...

କୁନ୍ଦୁଲି ରିପୋର୍ଟ ବଢାଇଲା ସରକାରଙ୍କ ଅଡୁଆ, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ବହୁଚର୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଦେଇଛି । କମିସନଙ୍କ ରିପୋର୍ଟ ସରକାର ଏ କଳଙ୍କରୁ ଶତ ପ୍ରତିଶତ ମୁକ୍ତ କରିପାରିନି । ଯଦିଓ ଗଣଦୁଷ୍କର୍ମ ମିଥ୍ୟା ବୋଲି ଏଥିରେ କୁହାଯାଇଛି, କିନ୍ତୁ କେଉଁ ପରିସ୍ଥିତିରେ ଜଣେ ନାବାଳିକା ନିଜ ମୁଣ୍ଡକୁ
Read More...

ହୀରକୁଦକୁ ୬୦୦ କୋଟି

ସଂସଦରେ ହୀରାକୁଦ ନଦୀବନ୍ଧ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ ନୂଆଦିଲ୍ଲୀ: ସ୍ୱାଧୀନତା ପରେ ପରେ ବନ୍ୟା ରୁ ରାଜ୍ୟବାସୀ ଙ୍କୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ବିଜୁଳି ଉତ୍ପାଦନ, ଜଳସେଚନ ଓ ପାନୀୟଜଳ ଯୋଗାଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ କୁ ଧ୍ୟାନରେ ରଖି ହୀରାକୁଦ
Read More...

ଫେରିବା ରାସ୍ତାରେ

ଝରକାରୁ ବାହାରକୁ ଚାହିଁଛି ଅନୁଭବ । ରାସ୍ତାରେ ଲୋକଙ୍କ ଗହଳି, ଯିବା ଆସିବା । ଦୃଷ୍ଟିକୁ ନିଜ ପାଖ ପରିସରରେ ଖେଳାଇ ଦେଲା । ତା’ ଆପାର୍ଟମେଣ୍ଟର ବେସମେଣ୍ଟରେ ଜୀବନ କେତେ ରଙ୍ଗିନ୍ ମନେ ହଉଛି । ପିଲାଛୁଆ ଧରି କିଛି ବାପା, ମା’ ଖୁସି ଗପରେ ମସ୍ଗୁଲ । ରୋଲର ସ୍କେଟିଙ୍ଗରେ ସାଇଁ
Read More...

ବିଜେଡିକୁ ପାନେ ଦେଲା ବିଜେପି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସବୁ ବିଲକୁ ସଂସଦରେ ଆଖିବୁଜା ସମର୍ଥନ କରିଚାଲିଛି ବିଜେଡି। ଏଣେ କିନ୍ତୁ ରାଜ୍ୟ ବିଜେପି ଏମିତି ପାନେ ଆଜି ବିିଜେଡିକୁ ଦେଇଛି ଯେ, ଏହା ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଲାଣି। ନିର୍ବାଚନ ପୂର୍ବରୁ ଆକସ୍ମିକ ପାଣ୍ଠିକୁ ନେଇ ଦଳୀୟ ନେତା
Read More...

ଶ୍ରୀଜଗନ୍ନାଥଙ୍କ ବିରୋଧରେ ଷଡ଼୍‍ଯନ୍ତ୍ର କରୁଛି କିଏ?

ଭୁବନେଶ୍ୱର: କିଛି ବର୍ଷ ତଳେ ପୁରୀରେ ଦ୍ୱିତୀୟ ଶ୍ରୀମନ୍ଦିର ନିର୍ମାଣ ପାଇଁ ଅଣ୍ଟା ଭିଡି ବିବାଦ ଘେରକୁ ଅାସିଥିବା ଇସ୍କନ ସଂସ୍ଥାର ପୁଣି ଏକ କାରନାମା ଚର୍ଚ୍ଚାକୁ ଅାସିଛି । ଅାଷାଢ଼ ମାସ ଦ୍ୱିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ହୋଇଥାଏ । ହେଲେ ଲୁଧିଅାନାରେ ଇସ୍କନ
Read More...

ଏବେ ମୋ ସ୍କୁଲ ଭଳି ମୋ କଲେଜ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମ ଭଳି ଏବେ ମୋ କଲେଜ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆଜି ବିଧାନସଭାରେ ଉଚ୍ଚଶିକ୍ଷା ସଂପର୍କିତ ମୁଲତବୀ ଆଲୋଚନାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏଭଳି ଘୋଷଣା କରିଛନ୍ତି। ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ
Read More...

ମାସ ଶେଷରେ ପରୀକ୍ଷା ନେବେ ପାଣ୍ଡିଆନ

ପରିବର୍ତନ ଓ ସମ୍ଭାବନା ସଚିବ ଭାବେ ନୂଆ ନିଯୁକ୍ତିନବୀନଙ୍କ ମନ୍ତ୍ରର ସୁରକ୍ଷା ଦାୟିତ୍ୱ ପାଣ୍ଡିଆନ ନେଲେ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ରାଜନୀତି ପାଇଁ ସବୁଠାରୁ ବଡ ଗୋଟିଚାଳନା କରିଛନ୍ତି । ଦୀର୍ଘ ଦିନ ଧରି ତାଙ୍କର ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଇ
Read More...

ପ୍ରଦୀପ୍ତ-କ୍ରିଷନ୍-ବଲଵନ୍ତଙ୍କୁ ନଜର

ବାରଣାସୀ ଭଳି ହେବ ପୁରୀ ସହର ମାଷ୍ଟର ପ୍ଲାନ ପ୍ରସ୍ତୁତି ଆରମ୍ଭ ଭୁବନେଶ୍ବର: ପଞ୍ଚଦଶ ଅର୍ଥ କମିସନ ପାଖାପାଖି ୨୦୦ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନାଲକୋ କର୍ତୃପକ୍ଷ ସୂଚାଇଛନ୍ତି ସେମାନେ ୬୦ କୋଟି ଟଙ୍କା ଦେବେ। ଏଥିରେ ୪୨ ଏକର ବିଶିଷ୍ଟ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ
Read More...

ମୁଖ୍ୟମନ୍ତ୍ରୀ ଜାଣିପାରିଲେନି, ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ଜଣାଇଲା

ଭୁବନେଶ୍ୱର: ଆଜି ବିଧାନସଭା ଭାରତବର୍ଷ ସାମ୍ନାରେ ଏକ ବଡ଼ ଉଦାହରଣ ରଖିଛି । ଚନ୍ଦ୍ରାୟଣରେ ସାମିଲ ହୋଇଥିବା ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ପ୍ରଦାନ କରିଛି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇପାରିନାହାନ୍ତି । ଯେହେତୁ ବାଚସ୍ପତି ତତ୍କାଳ ଏ ସଂପର୍କରେ ନିଷ୍ପତ୍ତି
Read More...