ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଗାନ୍ଧୀବାଦ ବିରୋଧରେ ମିଛ ପ୍ରଚାର ପ୍ରତିହତ କର

ଭୁବନେଶ୍ବର: ବିଗତ କିଛିବର୍ଷ ମଧ୍ୟରେ ଦେଶରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ବିଚାରଧାରାର ଲଢ଼େଇ ଏବେ ନିର୍ଣ୍ଣାୟକ ସ୍ଥିତିକୁ ଆସିଛି। ଗୋଟିଏ ପଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେର ପୂଜା କରିବାକୁ ରାଜନୈତିକ ପୁରୋଧାମାନେ ଖୋଲାଖୋଲି ସାମ୍ନାକୁ ବାହାରୁଥିବା…
Read More...

ମୋଦୀଙ୍କ ରାସ୍ତାରେ ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ପ୍ରୟାଗଠାରେ ଗତ ଫେବ୍ରୁଆରି ୨୪ ତାରିଖରେ ଜଣେ ସଫେଇ କର୍ମଚାରୀଙ୍କ ପାଦ ଧୋଇଥିଲେ। ଆଜି ମୟୂରଭଂଜରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୋଦୀଙ୍କ ରାସ୍ତାରେ ଯାଇ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରମାକାନ୍ତ…
Read More...

ନବୀନଙ୍କୁ ମୁକାବିଲା କରିବେ ପଶ୍ଚିମ ଓଡ଼ିଶା ନେତା

ପ୍ରଦୀପ୍ତ ବିରୋଧୀ ଦଳ ନେତା, ନରସିଂହ କଂଗ୍ରସେ ବିଧାୟକ ଦଳ ନେତା ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକ ବିରୋଧୀ ଦଳର ନେତା ଭାବେ ମନୋନୀତ ହୋଇଛନ୍ତି। ଗତକାଲି ବିଜେପି ବିଧାୟକମାନଙ୍କ ବୈଠକରେ ନେତା ବାଛିବା ଦାୟିତ୍ବ ରାଷ୍ଟ୍ରୀୟ…
Read More...

ଅଡୁଆ ବଢାଇଲା ରାଜ୍ୟସଭା ଅଙ୍କ

ପୁଣି ଥରେ ବନ୍ଧୁତାରେ ବାନ୍ଧି ହେଲେ କି?ଅମର, ସସ୍ମିତ,ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀଅଶ୍ବିନୀ ବିଜେପି ପ୍ରାର୍ଥୀ, ବିଜେଡି କିନ୍ତୁ ସର୍ମଥନ କରିଛି ମୋଦୀ, ଶାହ କହିଲେ ବୋଲି ନବୀନଙ୍କ ସର୍ମଥନ ଦଳୀୟ ଆଶାୟୀ ହତାଶ, ବିଜେଡି, ବିଜେପି ର୍କମୀ ସ୍ତବ୍ଧ ଭୁବନେଶ୍ବର: ବିଜେଡି ଓ…
Read More...

ଭାରତ-ସାଉଦି ସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଉଦି ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା ନୂଆଦିଲ୍ଲୀ : ଭାରତ ଏବଂ ସାଉଦି ଆରବିଆ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସାଉଦି ଶକ୍ତି, ଶିଳ୍ପ ଏବଂ ଖଣିଜ ସଂପଦ ମନ୍ତ୍ରୀ ଡ଼. ଖାଲିଦ୍ ଅଲ୍-ଫେଲିଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା…
Read More...

କେନ୍ଦ୍ର-ରାଜ୍ୟ ସମୀକରଣର ନୂଆ ଭାଷା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଏମ୍‍ସଏନଡିଏ ଲୋକସଭା ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡିଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ ଆଲୋଚନାରେ ଯୋଗଦେବେ ନବୀନ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
Read More...

ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା

ୱାସିଂଟନ୍‌ : ଆମେରିକାର ଆୟୋବା ‌ଷ୍ଟଟେ୍‌ରେ ଭାରତୀୟ ବଂଶୋଦ୍ଭବ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଉକ୍ତ ଭାରତୀୟ ବଂଶୋଦ୍ଭବଙ୍କ ଘର ଆନ୍ଧ୍ର ପ୍ରଦେଶରେ। ଆମେରିକା ଓ୍ବେଷ୍ଟ ଦେଶ ମୋଇନ୍ସରେ ସେମାନେ ଅବସ୍ଥାନ କରୁଥିଲେ। ମୃତକମାନେ ହେଲେ ଚନ୍ଦ୍ରଶେଖର…
Read More...

ଗମ୍ଭୀର ହେଲାଣି ବିହାର ସ୍ଥିତି

ଗ୍ରୀଷ୍ମପ୍ରବାହ ମୃତ୍ୟୁ ସଂଖ୍ୟା ୧୨୩ ଛୁଇଁଲାଏଇଏସ୍ ନେଲାଣି ୧୦୦ରୁ ଅଧିକ ପ୍ରାଣ ନୂଆଦିଲ୍ଲୀ: ବିହାରରେ ଅସହ୍ୟ ଗ୍ରୀଷ୍ମପ୍ରବାହ କାରଣରୁ ଶନିବାର ଗୋଟିଏ ଦିନରେ ଗ୍ରୀଷ୍ମପ୍ରବାହ ଯୋଗୁଁ ୪୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସୋମବାର ସୁଦ୍ଧା ଏହି ସଂଖ୍ୟା ୧୨୩ରେ ପହଞ୍ଚିଛି। ଔରଙ୍ଗାବାଦ୍‌ରେ…
Read More...

ନିଜ ଯୋଜନାର ସ୍ଥିତି ପରଖିବ କୃଷି ବିଭାଗ

୩୦ ଜିଲ୍ଲା ଦାୟିତ୍ବରେ ୧୦ ଜଣ କୃଷି ବିଭାଗ ଅଧିକାରୀମାସ ଶେଷ ସୁଦ୍ଧା ବିଭାଗୀୟ ସଚିବଙ୍କୁ ରିପୋର୍ଟ ଭୁବନେଶ୍ବର: ଚାଷୀଙ୍କ ପାଇଁ ନବୀନ ସରକାର ବହୁ ଯୋଜନା ଦେଇଛନ୍ତି। ଏସବୁ ଯୋଜନା ଚାଷୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାହା ଅନୁଧ୍ୟାନ କରିବାକୁ ୩୦ଟି ଜିଲ୍ଲାରେ କ୍ଷତେ୍ର ପରିର୍ଦଶନ…
Read More...

ଶାହଙ୍କୁ ସାହାଯ୍ୟ କରିବେ ନଡ୍ଡା

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜଗଦିଶ ପ୍ରସାଦ ନଡ୍ଡାଙ୍କୁ ଆଜି ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି।ସୋମବାର ସନ୍ଧ୍ୟାରେ ଦଳର ସଂସଦୀୟ ଦଳ ବୈଠକରେ ଏ ନେଇ ସହମତି ହୋଇଥିଲା। ଏବେ ନଡ୍ଡା ଦଳର ଦୈନନ୍ଦିନ ଦାୟିତ୍ୱ ନିର୍ବାହ କରିବେ।…
Read More...