ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଏବେ କେମିତି ଜୀବନ ବିତାଇବେ ସାରଥୀ ବାବା

ଭୁବନେଶ୍ୱର: ଜେଲରୁ ମୁକୁଳିବା ପରେ ସାରଥୀ ବାବା ଧର୍ମସଭା କରିପାରିବେ ନାହିଁ । ପ୍ରବଚନ କରିପାରିବେ ନାହିଁ । ଭକ୍ତଙ୍କୁ ଭେଟିପାରିବେ ନାହିଁ । ବାରିମୁଳ ଆଶ୍ରମକୁ ଯାଇପାରିବେ ନାହିଁ । ଏମିତି ସର୍ତ ସହ ବାବା ସାରଥୀଙ୍କୁ ହାଇକୋର୍ଟ ଗତକାଲି ଜାମିନ ଦେଇଛନ୍ତି । ଏଣୁ ବାବା…
Read More...

ବିଜେଡିରେ ଇଏ କଣ ଚାଲିଛି?

ଭୁବନେଶ୍ୱର: କିଛି କମ୍‍ ନୁହେଁ । ୧୧୧ ଜଣ ଜିତିଛନ୍ତି । ବିଧାନସଭାରେ ବିଜେଡି ମ୍ୟାଜିକ୍‍ ସଂଖ୍ୟା ଠାରୁ ଢେର୍‍ ଉପରେ ଅଛି । ହେଲେ ୨ମାସ ବିତିନି, ସରକାର ବିରୋଧରେ ଆନ୍ଦୋଳନ ଦାନା ବାନ୍ଧିଲେଣି । ବିଧାନସଭାର ପ୍ରଥମ ଅଧିବେଶନରୁ ଅକଳରେ ପଡିଲେଣି ସରକାର । ନାବାଳିକା ନିଖୋଜ, ଦୁଷ୍କର୍ମ…
Read More...

ଛିଃ…ଏଡ୍‍ସ ଆକ୍ରାନ୍ତ ନାବାଳିକାକୁ ବି

ଭୁବନେଶ୍ୱର: ପାପାଚାର ଏତେ ବଢିଯାଇଛି ଯେ ଜଣେ ଏଡ୍‍ସ ଆକ୍ରାନ୍ତ ନାବାଳିକା ବି କାମାନ୍ଧଙ୍କ କବଳରୁ ମୁକ୍ତି ପାଇପାରିଲା ନାହିଁ । ଏଥସହିକ ଆମ ବ୍ୟବସ୍ଥାରେ ଥିବା ଦୁର୍ବଳପଣର ଆଉ ଏକ କଦର୍ଯ୍ୟ ଚେହେରା ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲାର ଜଣେ ୧୩ ବର୍ଷିୟା ନାବାଳିକା ସହିତ ଘଟିଥିବା…
Read More...

କୋର୍ଟରୁ ମିଳିଲା ଆଶ୍ୱସ୍ତି, ଆଶ୍ରମ ଫେରିବେ ସାରଥୀ

ଭୁବନେଶ୍ୱର: ଦୀର୍ଘ ତିନି ବର୍ଷ ପରେ ଜେଲ ଜୀବନ ବିତାଉଥିବା ସାରଥୀ ବାବା ଓରଫ୍‍ ସନ୍ତୋଷ ରାଉଳ ଯେ କୌଣସି ମୁହୂର୍ତରେ କେନ୍ଦ୍ରାପଡା ଫେରିବେ । ଆଜି ହାଇକୋର୍ଟ ସାରଥୀ ବାବାଙ୍କୁ ୨ଲକ୍ଷ ଟଙ୍କା ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ…
Read More...

୩ରୁ ପରୀକ୍ଷା? ଆଗକୁ କିଏ ରହିବେ, କିଏ ଯିବେ

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା, ସେମିତି ହେଲାନି । ଟିମ୍‍ ଇଣ୍ଡିଆ କ୍ୟାପଟେନ୍‍ ବିରାଟ କୋହଲିଙ୍କ ଉପରୁ ଆସ୍ଥା ହରାଇନାହାନ୍ତି ଚୟନକମିଟି । ସେ ପୂର୍ବଭଳି ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ । ଏଥିସହିତ େଵଷ୍ଟଇଣ୍ଡିଜ ଗସ୍ତ ପାଇଁ ଆଜି…
Read More...

ପ୍ରମିଳା ପାରିଲେ, ପଦ୍ମିନୀ ହାରିଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀ ବିଶ୍ୱାସ କରିଛନ୍ତି । ଏତେ ଯେ କେବଳ ମୁଖ୍ୟମନ୍ତ୍ରୀ କହିଲେ ବୋଲି ତାଙ୍କୁ ବିଶ୍ୱାସରେ ଭୋଟ ଅଜାଡି ଦେଲେ । ପ୍ରାଣାନ୍ତକ ଉଦ୍ୟମ କରି ବି ରାଜ୍ୟରେ ବିଜେପିି ସରକାର କରିବା ତ ଦୂରର କଥା ମ୍ୟାଜିକ୍‍ ନମ୍ୱରର ଅଧା ଆସନ ବି ଦଖଲ…
Read More...

ନାବାଳିକାଙ୍କୁ ଘରୁ ବାହାରିବା ମନା!

-ଅସୁରକ୍ଷିତ ହୋଇପଡିଲେଣି ନାବାଳିକା-ଅନୁଗୁଳରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ-ଗୁରୁତର ଅବସ୍ଥାରେ ଡ୍ରେନରୁ ଉଦ୍ଧାର ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ଘଟଣାରେ ଅପରାଧୀଙ୍କୁ ଫାଶୀ ଦଣ୍ଡ ମିଳିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ଶୁଣାଇବା ପରେ ବି ଏହାର ବିଶେଷ ପ୍ରଭାବ ପଡୁନାହିଁ ।…
Read More...

ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗ: ଯେତିକି ଦେଇନାହାନ୍ତି, ସେତିକି ଖର୍ଚ୍ଚ

ଭୁବନେଶ୍ବର: ଚିଟ୍‌ଫଣ୍ଡ୍‌ ଠକେଇର ଶିକାର ହୋଇଥିବା ଜମାକାରୀ ଯେତିକି ଅର୍ଥ ପାଇନାହାନ୍ତି, ତଦନ୍ତ କମିସନଙ୍କ ବାବଦରେ ତା ଠାରୁ ଅଧିକ ର୍ଖଚ୍ଚ ହେଲାଣି। ଆଜି ବିଧାନସଭାରେ ସରକାର ତଥ୍ୟ ରଖିଛନ୍ତି ଯେ ଚିଟଫଣ୍ଡ ତଦନ୍ତ କମିସନ୍‌ ପାଇଁ ଇତିମଧ୍ୟରେ ୫ କୋଟି ୫୫ ଲକ୍ଷ ଟଙ୍କା ଖର୍ଚ୍ଚ…
Read More...

ନିର୍ଯାତନା ସୀମା ଟପିଲାଣି

କେଉଁ ସ୍ୱାର୍ଥରେ ସଂପର୍କ ଯୋଡିଲେ ରାଜ୍ୟ-କେନ୍ଦ୍ରମହାନଦୀ ତଥ୍ୟ ଦେଉନାହାନ୍ତି ଛତିଶଗଡ ସରକାରମୂଲ୍ୟାୟନକାରୀ ନିଯୁକ୍ତି କରିିବେ ଟ୍ରିବ୍ୟୁନାଲପରବର୍ତୀ ଶୁଣାଣି ଅଗଷ୍ଟ ୩କୁ ଘୁଞ୍ଚିଲାଅସନ୍ତୋଷ ଜଣାଇଲେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଭୁବନେଶ୍ୱର: ଇତିମଧ୍ୟରେ ବିଜେଡି-ବିଜେପି ସଂପର୍କରେ…
Read More...

ଶର୍ମା ଯିବେ, ଶର୍ମା ଆସିବେ!

ଭୁବନେଶ୍ୱର:ଅଗ୍ନିଶମ ବିଭାଗ ଦାୟିତ୍ୱରେ ଥବା ପୁଲିସ ଡିଜି କ୍ୟାଡର ଅଧିକାରୀ ଡ.ବିଜୟ ଶର୍ମା ପରବର୍ତ୍ତୀ ପୁଲିସ ଡିଜି ହୋଇପାରନ୍ତି । ବର୍ତ୍ତମାନର ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ଖୁବ୍‍ ଶୀଘ୍ର ନିଯୁକ୍ତି ପାଇବେ। ଗତକାଲି ଏ ସଂକ୍ରାନ୍ତ୍ର ଚୟନ କମିଟି…
Read More...