ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ପୁଲଵାମା ଆକ୍ରମଣର କାରଣ ପ୍ରତିଶୋଧ

ନୂଆଦିଲ୍ଲୀ: ପୁଲଵାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ହାତ ଥିବା ନେଇ ଭାରତ ହାତରେ ବଡ଼ ପ୍ରମାଣ ଲାଗିଛି । ଆତଙ୍କବାଦୀମାନେ ବ୍ୟବହାର କରିଥିବା ଆରଡିଏµ ପାକିସ୍ତାନରୁ ହିଁ ଆସିଥିଲା । କେବଳ ସେତିକି ନୁହେଁ,ଏହି ଘଟଣାରେ ଆଦିଲ୍‍ ସହିତ ଆଉ ପାଞ୍ଚ ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ…
Read More...

ରାତିଅଧିଆ ମନେଇ ଦେଲେ, ବିଜେଡି ଫେଲ୍‍

ଭୁବନେଶ୍ୱର: କଂଗ୍ରେସ ଛାଡି ଶଙ୍ଖ ଫୁଙ୍କିଥିଲେ ଦୁଇଥରିଆ ବିଧାୟକ ନବ କିଶୋର ଦାସ । ସୁନ୍ଦରଗଡ ବିଧାୟକ ପଦ ଛାଡି ବିଜେଡିରେ ଯୋଗ ଦେଇଥିଲେ ଯୋଗେଶ ସିଂ । ଆହୁରି ଅନେକ କଂଗ୍ରେସ ନେତାଙ୍କ ନାମ ଶୁଣାଯାଉଥିଲା, ଯେଉଁମାନେ ବିଜେଡିକୁ ଆଖେଇଥିଲେ । ଏହାକୁ ନେଇ ବେଶ ହଲାପଟା ହେଉଥିଲେ କଂଗ୍ରେସ…
Read More...

ଘର କିଣିବା ପାଇଁ ସମୟ ଆସିଗଲା

ନୂଆଦିଲ୍ଲୀ: ଜିଏସଟି ଲାଗୁ ପରେ ମହଙ୍ଗା େହାଇଯାଇଥିଲା ଘର। ଲକ୍ଷ ଲକ୍ଷ ଟଙ୍କା ତଣ୍ଡ ଗଣୁଥିଲେ େଲାକେ। ନିର୍ବାଚନରେ ପୂର୍ବରୁ ମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ଜିଏସଟି ପରିଷଦ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନିର୍ମାଣାଧୀନ ଘର ଉପରେ ଜିଏସ୍‌ଟି ହାରକୁ ୧୨ ପ୍ରତିଶତରୁ ୫…
Read More...

ଟଙ୍କା ଦେବାକୁ ଲଢେଇ

୨ ହଜାର ଲେଖାଏଁ ୯.୪୨ଲକ୍ଷଙ୍କୁ ଦେଲେ େମାଦୀନବୀନ କହିଲେ ଦ୍ବିତୀୟ କିସ୍ତି ଟଙ୍କା ଏପ୍ରିଲ ପହିଲାରେ ଭୁବନେଶ୍ବର: ଚାଷୀଙ୍କ ଚିନ୍ତା ଘାରିଛି ଉଭୟ େକନ୍ଦ୍ର ଓ ରାଜ୍ୟ ସରକାରଙ୍କୁ। ଆଜି େଗାଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଉତ୍ତର ପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ…
Read More...

ଟିକେଟ୍‍ ଚର୍ଚ୍ଚାରେ ତିନି ମହିଳା

ଭୁବନେଶ୍ୱର: ରାଣୀ ସୁଜ୍ଞାନ କୁମାରୀ ଦେଓ ପାଞ୍ଚଦଶନ୍ଧିରୁ ଅଧିକ ଦିନ ପାଇଁ ଲୋକ ପ୍ରତିନିଧି ରହିଆସିଥିଲେ । ରାଣୀ ଏଥର ପ୍ରାର୍ଥୀ ହେବା ସମ୍ଭାବନୀ କ୍ଷୀଣ । ଚିକିଟିକୁ ପ୍ରତିନିଧିତ୍ୱ କରି ଆସୁଛନ୍ତି ରାଣୀ ଉଷା ଦେବୀ । ତାଙ୍କୁ ବିଜେଡି ଟିକେଟ୍‍ ଦେବା ସମ୍ଭାବନା ଅଧିକ । ସାନଖେମୁଣ୍ଡି…
Read More...

ଆଶା ଦେଖାଇଲେ ଆଶା କୁମାରୀ

ଭୁବନେଶ୍ୱର: ବ୍ରହ୍ମପୁରରେ ବିଜେଡି ବିଧାୟକ ଟିକେଟ ବଦଳାଇବ । ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସ୍ଥାନରେ ବିକ୍ରମ ପଣ୍ଡା କିମ୍ୱା ଚନ୍ଦ୍ରଶେଖର ସାହୁ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ । ହେଲେ ବିଜେପି କିନ୍ତୁ ଏଠାରେ ମହିଳା କାର୍ଡ ଖେଳି ସମବେଦନା ଗୋଟାଇବାକୁ ଚାଲ୍‍ ଚଳାଇଛି ।…
Read More...

ଡରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରବିବାର ଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୪ ଦିନ ଧରି ଘଡଘଡି ସହିତ ବର୍ଷା ଲାଗିରହିବ । ଆଜି ସ୍ୱତନ୍ତ୍ର ରିଲିଫ୍‍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି । ଦିନର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢିଯାଇପାରେ । ସବୁଠାରୁ ବଡ କଥା…
Read More...

ଧର୍ମେନ୍ଦ୍ରଙ୍କୁ ୨୦ ପ୍ରଶ୍ନ ପଚାରିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିରୋଧରେ ଆଣିଥିବା ଅଭିଯୋଗର ଆଜି ୨୦ ଟି ପ୍ରସଙ୍ଗ ଉଠାଇ ପ୍ରତିଜବାବ ମାଗିଛି ବିଜେଡି । ଆଇଟି ସେଲ୍‍ ମୁଖ୍ୟ ଅମର ପଟ୍ଟନାୟକ ଆଜି ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି, ଉଜ୍ଜଳା ଯୋଜନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ…
Read More...

୧.୩୬ କୋଟିର କେନ୍ଦ୍ର ପ୍ରକଳ୍ପରେ ରାଜ୍ୟ ବାଧକ

ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ ବିଭାଗରେ ୫୧ ହଜାର ୩୯୫ କୋଟି ପ୍ରକଳ୍ପ ପଡିରହିଛିପରିବହନ ଓ ରାଜପଥରେ ୫୬ ହଜାର ୫୬୩ କୋଟି ବ୍ୟୟ ବରାଦ, ସହଯୋଗ ମିଳୁନିରେଳବାଇରେ ଜମି ଅଧିଗ୍ରହଣ ଓ ଆଇନଶୃଙ୍ଖଳା ପାଇଁ ୧୨ ହଜାର ୨୮୬ କୋଟିଅଣପେଟ୍ରୋଲିୟମ ନିବେଶରେ ୧୫ ହଜାର ୪୧୩ କୋଟିଟଙ୍କାର ଲାଭ…
Read More...

କଣ କରିବେ ଦିଲ୍ଲୀପ?

ଭୁବନେଶ୍ୱର: ବିଜେପି ଛାଡିଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ୨୦୧୯ ନିର୍ବାଚନରେ ଲଢିବେ ନାହିଁ । ବିଶ୍ୱସ୍ତ ସୂତ୍ରରୁ ଏଭଳି ସୂଚନା ମିଳିଛି । ଦିଲ୍ଲୀପଙ୍କ ଏହି ନିଷ୍ପତ୍ତି ପରେ ରାଉରକେଲା ବିଧାନସଭା ଆସନକୁ ନେଇ ଆଶା ଆଶଙ୍କା ବଢାଇ ଦେଲାଣି । ଗତ ନିର୍ବାଚନରେ…
Read More...