ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ରିଟର୍ଣ୍ଣ ଦାଖଲ ବେଳେ ପାନ୍‍ ନମ୍ୱର ବାଧ୍ୟ

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ୨୬ରେ ଆଧାର ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସୁପ୍ରିମକୋର୍ଟ ଆଧାରର ସାମ୍ବାଧାନିକ ବୈଧତା ବଜାୟ ରଖିଥିଲେ। କିନ୍ତୁ ବ୍ୟାଙ୍କ ଖାତା, ମୋବାଇଲ୍‌ ଫୋନ୍ ଓ ସ୍କୁଲ୍‌ରେ ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ନିର୍ଦେଶ…
Read More...

ପଦ୍ମଶ୍ରୀ: ଗୀତା ଫେରାଇଥିଲେ, ଅରିବାମ ବି ଫେରାଇବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପଦ୍ମଶ୍ରୀକୁ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଫେରାଇ ଦେଇଥିଲେ । ନିର୍ବାଚନବର୍ଷ ଓ ରାଜନୈତିକ ଦୃଷ୍ଟିକୋଣରୁ ତାଙ୍କର ଏହି ପଦକ୍ଷେପ ଥିବା କୁହାଯାଇଥିଲା । ଯେହେତୁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ, ଏଣୁ ଏହାକୁ ବିଭିନ୍ନ ମହଲ…
Read More...

ବରଫ ନେଲାଣି ୩୫ ପ୍ରାଣ

ଵାଶିଂଟନ: ଆମେରିକାରେ ଅସହ୍ୟ ଥଣ୍ଡା ପରିସ୍ଥିତିରେ ସୁଧାର ଆସୁନାହିଁ । ସ୍ଥିତି ଏମିତି ଯେ ଏବେ ବି ତାପମାତ୍ରା ବିଯୁକ୍ତ ୫୦ ଡିଗ୍ରି ରହିଛି । ଲୋକେ ତ୍ରାହି ତ୍ରାହି ଡାକିଲେଣି । ଦେଖାଦେଇଥିବା ଏହି ମେରୁଝଡ କାରଣରୁ ୩୫ ଜଣଙ୍କ ପ୍ରାଣହାନି ହୋଇ ସାରିଥିବା କୁହାଯାଉଛି । ପାଣିପାଗବିତ୍‍ଙ୍କର…
Read More...

ଶାହଙ୍କ ଆହ୍ୱାନ, ଚ୍ୟାଲେଞ୍ଜ ଦେଲେ ନବୀନ

ପୋଡା ଟ୍ରାନସଫର୍ମର, କାଢି ଫିଙ୍ଗିଦିଅ:ଶାହଅପେକ୍ଷା କର, କିଏ ରହୁଛି, କିଏ ଯାଉଛି: ନବୀନ ଭୁବନେଶ୍ୱର: ପୁରୀରେ ଜନଜାତି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସରକାରଙ୍କୁ ଉପାଡି ଫିଙ୍ଗିଦେବା ଆହ୍ୱାନ ଦେଇଥିଲେ । ଏହାର କେଇ ମୁହୂର୍ତ ପରେ ମୁଖ୍ୟମନ୍ତ୍ରୀ…
Read More...

ଚାଷୀ ପିଲାଙ୍କ ପାଠପଢା ଦାୟିତ୍ୱ ନେଲେ ସରକାର

କାଳିଅା ବୃତ୍ତି ଯୋଜନା ଘୋଷଣା କଲେ ନବୀନ ଭୁବନେଶ୍ୱର: କାଳିଆ ଯୋଜନା ଢାଞ୍ଚାରେ କେନ୍ଦ୍ର ସରକାର ତାଙ୍କ ବଜେଟରେ ଚାଷୀକୁ ୬ ହଜାର ଟଙ୍କା ଲେଖାଏଁ ଦେବା ନେଇ ଘୋଷଣା କରିଛନ୍ତି । ଏହାର ୪୮ ଘଣ୍ଟା ବିତିନି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ପାଦେ ଆଗକୁ ଯାଇ ଚାଷୀଙ୍କ ପିଲାଙ୍କ…
Read More...

ନବୀନ ରାସ୍ତା ଦେଖାଇଲେ, ମମତା ମାଡିଗଲେ

ଚିଟ୍‍ଫଣ୍ଡ ମାମଲାରେ ଓଡ଼ିଶାରେ ସିବିଆଇ-ପୁଲିସ ବଳକଷାକଷିପଶ୍ଚିମବଙ୍ଗରେ ସିବିଆଇକୁ ଅଟକାଇଲେ ଦିଦି, ପୁଲିସ ସାଥ୍‍ ଦେଲାମମତାଙ୍କ ଧାରଣା, ସମଗ୍ର ଦେଶରେ ହଇଚଇ, ବିରୋଧୀ ପୁଣି ମେଳି ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସିବିଆଇର ଚିଟ୍‍ଫଣ୍ଡ ତନାଘନାକୁ ନେଇ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି…
Read More...

କଳାହାଣ୍ଡି କଂଗ୍ରେସକୁ ଭକ୍ତ ଅଡୁଆ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୬ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାହୁଲ ଉଭୟ ଭବାନୀପାଟଣା ଓ ରାଉରକେଲାରେ ସଭା କରିବେ । ଉଭୟ ସୁନ୍ଦରଗଡ ଓ କଳାହାଣ୍ଡି ଆସନକୁ ଫେରାଇ ଆଣିବା ଲାଗି ପିସିସି ଏଭଳି ଗୋଟିଚାଳନା କରିଛି । ସ୍ଥାନୀୟ ନେତାମାନେ କଂଗ୍ରେସକୁ…
Read More...

ଯୋଗେଶଙ୍କ ଅଡୁଆ ବଢିଲା, ପ୍ରକାଶ ବି

ଭୁବନେଶ୍ୱର: କଂଗ୍ରେସକୁ ବାଏ ବାଏ କରିବାକୁ ଗୋଡ କାଢିଥିଲେ । ରାଜ୍ୟ ନେତୃତ୍ୱ ଚୋଟେ ଦେଲେ । ବାହାର କଟାବ ଦେଖାଇ ଦିଆଗଲା । ବାଧ୍ୟ ହୋଇ ଇସ୍ତଫା ଦେଲେ । ଏବେ ବିଳମ୍ୱରେ ହେଲେ ବି ଜଣାପଡିଛି ଯେ କଂଗ୍ରେସର ଆଶଙ୍କା ବା ଯୋଗେଶଙ୍କୁ ନେଇ ଚର୍ଚ୍ଚା ଅମୂଳକ ନ ଥିଲା । ଶନିବାର ସୁନ୍ଦରଗଡର ଏକ…
Read More...

ହାତ ଛାଡିଥିଲେ, ହାତୀ ଧରିବେ ଶଗରିଆ

ଭୁବନେଶ୍ୱର:ଶେଷରେ ହାତ ଛାଡି ହାତୀ (ବିଏସପି ନିର୍ବାଚନ ଚିହ୍ନ) ସହିତ ଯିବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ । ଆସନ୍ତାକାଲି ସେ ବହୁଜନ ସମାଜବାଦି ପାର୍ଟିରେ ଯୋଗ ଦେଉଥିବା ସୂଚନା ମିଳିଛି । ଏ ନେଇ ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଦଳ ଆୟୋଜନ କରିଛି ଓ ପ୍ରଭାରୀ ଧରମବୀର…
Read More...

କୃଷକଙ୍କୁ ରଗାଇଦେଲା ଅନ୍ତରୀଣ ବଜେଟ

କୃଷକ ସଂଗଠନ କହିଲେ ଦିନକୁ ୩ଟଙ୍କା ୩ ପଇସା କଣ ହେବସ୍ୱାମୀନାଥନ୍‍ କମିଟି ସୁପାରିସ ଲାଗୁ କରିବାରେ ଅସୁବିଧା କେଉଁଠିଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ଏଥିରୁ କିଛି ବି ଫାଇଦା ନାହିଁ ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟରେ କୃଷକଙ୍କ ସ୍ୱାର୍ଥ ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି…
Read More...