ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର
Browsing Tag

odisha bjp

ପିପିଲି ଫଳ କାହା ପାଇଁ ବି ମିଠା ନୁହେଁ, କାହିଁକି?

ଭୁବନେଶ୍ବର: ରାତି ପାହିଲେ ପିପିଲି ରାୟର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ। ବିଜୁ ଜନତା ଦଳ ମୂଳରୁ ଯେଉଁ ଦାବି କରିଆସୁଥିଲା, ସେଥିରେ ବଳବତ୍ତର ରହିଛି। ସେମାନେ ୩୦ ହଜାରରୁ ଅଧିକ ଭୋଟରେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଜିତାଇ ଆଣିବେ ବୋଲି ଏବେ ବି…
Read More...

ଧର୍ମେନ୍ଦ୍ରଙ୍କୁ ନେଇ ଗୋଟିଏ ନିଷ୍ପତ୍ତିରୁ ବାହାରୁଛି ଅନେକ ସମୀକରଣ, କଣ ଜାଣନ୍ତୁ?

ଭୁବନେଶ୍ବର: ଆସନ୍ତାବର୍ଷ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ ନିର୍ବାଚନରେ ଓଡ଼ିଶା ବିଜେପି ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଘଟଣା ଗଣମାଧ୍ୟମରେ ଆସିବା ପରେ ଓଡ଼ିଶା ରାଜନୀତିରେ ଘମାଘୋଟ ଚର୍ଚ୍ଚା ଆରମ୍ଭ ହୋଇଛି।…
Read More...

ବିଜେପି ପାଇଁ ଆଗକୁ ମାଡ଼ିଆସୁଛି ବିପଦ!

ସାଧାରଣ ନିର୍ବାଚନ ପରେ କୌଣସି ନିର୍ବାଚନ ଜିତିନିପିପିଲି ଉପନିର୍ବାଚନ ଆଣିଲା ରାଜନୈତିକ ଉଷ୍ଣତାବିଜେପି କୁରୁଳୁଛି, ବିଜେପି ନେତାଙ୍କ ତୁଣ୍ଡରେ ଭାଷା ନାହିଁଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ ଲଢେଇମୋଦୀଙ୍କ ଲୋକପ୍ରିୟତା ରାଜ୍ୟ ବିଜେପିର ଏକମାତ୍ର ସମ୍ବଳଚାହିଁବସିଛନ୍ତି…
Read More...

ଦକ୍ଷିଣ ଭାରତରେ ସଫଳ, ଓଡ଼ିଶାରେ କିନ୍ତୁ ବିଫଳ

ଦୁଇ ଦଶନ୍ଧି ମଧ୍ୟରେ ଅନେକ ଅଭିନେତା ରାଜନେତା ପାଇଁ ମନ ବଳାଇଛନ୍ତିହାତଗଣତି ଅଳ୍ପ କେତେଜଣଙ୍କୁ ଛାଡିଦେଲେ ଅନ୍ୟମାନେ ସମସ୍ତେ ଫେଲ୍ସରକାରରେ ଥିବାରୁ ବିଜେଡି ଅଳ୍ପ କେତେଜଣଙ୍କୁ ଥଇଥାନ କରିପାରିଛିନିର୍ବାଚନରେ ଫେଲ୍ ମାରିବା ପରେ ବିଜେପି ମଞ୍ଚରେ ଆଉ ଦିଶୁନାହାନ୍ତିପ୍ରଶାନ୍ତ, ସିଦ୍ଧାନ୍ତ…
Read More...

ବିଜୟ ଘରୁ ଗୋଡକାଢିଲେ: କେନ୍ଦ୍ରାପଡା ପରେ ପୁରୀ ଯୋଜନା

ଭୁବନେଶ୍ବର: ଘଣ୍ଟାଏ ଧରି ରୁଦ୍ଧ ଦ୍ବାର ବୈଠକରେ କି ଚର୍ଚ୍ଚା ହେଲା, ସେ ନେଇ ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଲେ, ନା ବିଜେପି ନେତା ବିଜୟ ମହାପାତ୍ର। ଉଭୟ ଏହି ଭେଟଘାଟକୁ ସୌଜନ୍ୟମୂଳକ ବୋଲି କହି ହାଲୁକା କରିବାକୁ ଚାହିଁଲେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା…
Read More...

ଫେଲ୍ ମାରିଥିଲେ ପ୍ରତାପ, ବିଶେଶ୍ବର ବି ବିଫଳ

ବିଜେପିର ଉତ୍ତର ଓଡ଼ିଶା ରାଜନୀତିକୁ ଜବରଦସ୍ତ ଝଟ୍‌କାପଞ୍ଚାୟତ ନିର୍ବାଚନ ଆଗରୁ ଶୁଖି ଶୁଖି ଯାଉଛି ପଦ୍ମଏକାଥରକେ ୧୫ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡିଦେଲେଗୋଟିଏ ସମୟରେ ବିଜେପିର ଦୁର୍ଗ ଥିଲା ମୟୂରଭଂଜ ଜିଲ୍ଲାସାଂସଦ ବିଶେଶ୍ବରଙ୍କୁ ମନ୍ତ୍ରୀ ମୁକୁଟ ପିନ୍ଧାଇଥିଲେ ମୋଦୀ ପ୍ରତାପ କେନ୍ଦ୍ର…
Read More...

ମୋଦୀଙ୍କ ଲେନ୍‌ସକୁ ଏବେ ଓଡ଼ିଶା ଆସିଲା

ୟୁ ଟର୍ଣ୍ଣ ମାରିଲା ଧର୍ମେନ୍ଦ୍ରଙ୍କ ରାଜନୈତିକ କ୍ୟାରିଅରପ୍ରଥମଥର ପାଇଁ ଓଡ଼ିଶା ହାତରେ ଲାଗିଲା ରେଳ ବିଭାଗଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଜେଡି ହାତରୁ ଚାଲିଗଲାଅଶ୍ବିନୀଙ୍କୁ ପ୍ରଭାବିତ କରିବ କିଏ, ବିଜେଡି ନା ବିଜେପିକେନ୍ଦ୍ର ସହିତ ସଂପର୍କ ବଢିପାରେ,କିନ୍ତୁ ଘାତକ ହେବ …
Read More...

ଘର କେଳେଙ୍କାରୀ: କାହା ଭୁଲରୁ ପଛେଇଗଲା ଓଡ଼ିଶା?

ଭୁବନେଶ୍ବର: ଯାଜପୁର ଜିଲ୍ଲା ବଡଚଣା ଆସନରେ ୨୦୦୪ ମସିହାରେ ବିଜୁ ଜନତା ଦଳ ହାରିବା ପଛର ବଡ଼ କାରଣ ଥିଲା ଇନ୍ଦିରା ଆବାସ ପ୍ରସଙ୍ଗ। ଗୃହ ନିର୍ମାଣ କେଳେଙ୍କାରୀ କାରଣରୁ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର…
Read More...

ଅଣ୍ଟାଭିଡ଼ିଲା ବିଜେପି: ‘ନୂଆ ଓଡ଼ିଶା ଗଢିବୁ, ଓଡ଼ିଆଙ୍କ ହକ୍ ପାଇଁ ଲଢିବୁ’

ଧାନ କିଣା, ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଦାବିରେ ପ୍ରତିବାଦ କରିବ ବିଜେପି :ସମୀର ମହାନ୍ତିଜୁଲାଇ ୧ ଓ ୨ରେ ଚାଷୀଙ୍କ ସହ ବିଜେପି କାର୍ଯ୍ୟକର୍ତାଙ୍କ ଧାନମଣ୍ଡି ଆଗରେ ଧାରଣାରାଜରାସ୍ତା ରୋକିବା ସହ ସିଏସଓ ଅଫିସ କାର୍ଯ୍ୟାଳୟ ସ୧ୁଖରେ ପ୍ରତିବାଦ କରିବେଯୋଗ୍ୟ ହତାଧିକାରୀଙ୍କୁ ପକ୍କା ଘର…
Read More...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି

ରାଜ୍ୟ କାର୍ଯ୍ୟକାରିଣୀରେ କୋଭିଡ୍ ମୁକାବିଲା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲା ଦଳମନରେଗା ଠାରୁ ଆରମ୍ଭ କରି ଚାଷୀ ସମସ୍ୟା, ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ଅସନ୍ତୋଷ ଝାଡି଼ଲେରାଜ୍ୟ ବିରୋଧରେ ଏକାଧିକ ନିନ୍ଦା ପ୍ରସ୍ତାବ ଆଣି ବିଜେପି ରାଜରାସ୍ତାକୁ ଆସିବାକୁ ଧମକ ଦେଲାଧର୍ମେନ୍ଦ୍ର…
Read More...