ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ
Browsing Tag

odisha news

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କା ସହ ନିଯୁକ୍ତି

ଭୁବନେଶ୍ବର: କଟକର ପ୍ରଭାସିନୀ ବେହେରା ଓ ରାୟଗଡାର ଦେବୀ ଶବରଙ୍କୁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ। ଦୁହିଁଙ୍କ ସ୍ୱାମୀ ପି.ସି.ଆର୍ ଭ୍ୟାନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର ଓ
Read More...

ମେ ୨ରୁ ଓଜେଇଇ ପରୀକ୍ଷା ଆରମ୍ଭ

ଭୁବନେଶ୍ଵର: ଆସନ୍ତା ମେ' ୨ ତାରିଖରୁ ଆରମ୍ଭ ହେଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା। ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଓଜେଇଇ ପକ୍ଷରୁ କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୩ଟି ପର୍ଯ୍ୟାୟରେ ପରୀକ୍ଷା ହେବ। କମ୍ୟୁଟର ବେସଡ ଟେଷ୍ଟ ବା ସିବିଟି ମାଧ୍ୟମରେ
Read More...

ରତ୍ନବେଦି ଛାଡ଼ି ସ୍ନାନବେଦିରେ ଦାରୁଦିଅଁ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶନିବାର ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ସ୍ନାନବେଦିରେ ବିଜେ କରିଛନ୍ତି। ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଆଜି ଶ୍ରୀକ୍ଷେତ୍ରରେ ହେଉଛି ମହାପ୍ରଭୁଙ୍କ ଦିବ୍ୟସ୍ନାନ। ଆଜି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା
Read More...

ଦିନଟିଏ ବି ରଖିପାରିଲେନି ପିପିଲି ନିର୍ବାଚନ କୋଳାହଳ!

ନେତା , ପ୍ରବକ୍ତାଙ୍କ ଯୁକ୍ତି ଦେଖି ଓଡ଼ିଶା ତାଜୁବ୍; ଧୀରେ ଧୀରେ ମରିଯାଉଛି ରାଜନୀତିର ସ୍ବରବିଫଳ ହେଲେ ବିରୋଧୀ, ଅଜବ କଥା ଗଣମାଧ୍ୟମରେ ଗପିଲେ, ପ୍ରସଙ୍ଗ ଶୂନ୍ୟ ଥିଲା କି ନିର୍ବାଚନ?ଶାସକ ଦଳ ବି ମନଇଚ୍ଛା ଗପିଲେ, ପିପିଲି ଗୁରୁତ୍ବକୁ ହାଲକା କରି ନିଜ ଦଳର ଶ୍ରେୟ ନାହିଁ ଜଣାଇଦେଲେ
Read More...

ପିପିଲି ଫଳ କାହା ପାଇଁ ବି ମିଠା ନୁହେଁ, କାହିଁକି?

ଭୁବନେଶ୍ବର: ରାତି ପାହିଲେ ପିପିଲି ରାୟର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ। ବିଜୁ ଜନତା ଦଳ ମୂଳରୁ ଯେଉଁ ଦାବି କରିଆସୁଥିଲା, ସେଥିରେ ବଳବତ୍ତର ରହିଛି। ସେମାନେ ୩୦ ହଜାରରୁ ଅଧିକ ଭୋଟରେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଜିତାଇ ଆଣିବେ ବୋଲି ଏବେ ବି
Read More...

ପିପିଲି କହୁଛି ଭିନ୍ନ କଥା…

ବିଜେପି ଶିବିରରେ ହୋଇପାରେ ବଡ ପରିବର୍ତ୍ତନ, ହଲଚଲ ହେଲେଣି ବିଜୟଦକ୍ଷ ପ୍ରାର୍ଥୀ ପାଇ ବି ୨୦୧୮ ବିଜେପୁର ଭଳି ବଡ ଲଢେଇ ଲଢିଲେନି ପଦ୍ମ ଦଳିଆଭୁବନେଶ୍ବର ଉପକଣ୍ଠରେ ବି ତାକତ ଦେଖାଇବାକୁ ସକ୍ଷମ ହୋଇପାରିନି କଂଗ୍ରେସଶେଷ ସ୍ପର୍ଶ ଦେଲେନି ବିଜେଡି ମୁଖିଆ ନବୀନ ପଟ୍ଟନାୟକ, ନେତା ଧରିଲେ
Read More...

ଭୟଙ୍କର ବିସ୍ଫୋରଣରେ ଭୁଶୁଡିଲା ଥାନା

ଭୁବନେଶ୍ବର: ଥାନା ଭିତରେ ଭୟଙ୍କର ବିସ୍ପୋରଣ। ବିସ୍ଫୋରଣରେ ଭୁଶୁଡିଲା ଥାନାର କାନ୍ଥ। ଉଡିଗଲା ଛାତ। ପୁରୀ ବଳଙ୍ଗା ଥାନାରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଢଙ୍ଗରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡମଣ୍ଡଳ ଥରିଉଠିଥିଲା। ପୂରା ଥାନା ଏବେ ମାଟିରେ
Read More...

ପବନ କମ୍, ଅଧିକ ବର୍ଷା ଧରି ରଡୁଛି ‘ଗୁଲାବ’

ଭୁବନେଶ୍ବର: ବିଶାଳ ମେଘ ଖଣ୍ଡକୁ ସାଙ୍ଗରେ ଧରି ଆଗକୁ ମାଡ଼ିଆସୁଛି ବଙ୍ଗୋପସାଗରରେ ସୃଷ୍ଟି ସାମୂଦ୍ରିକ ଝଡ଼ ‘ଗୁଲାବ’। ବାତ୍ୟା ଯେତିକି ପାଖେଇ ଆସୁଛି ଲୋକଙ୍କ ମନରେ ଭୟ ସେତିକି ବଢିବାରେ ଲାଗିଛି। ଘଣ୍ଟା ପ୍ରତି ୧୦କିଲୋମିଟରରେ ବେଗରେ ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା। ଆଜି
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି; କଣ କହିଲେ?

ପୁରୀ: କଡା ସୁରକ୍ଷା ମଧ୍ୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ନୂଥାଲପତି ଭେଙ୍କଟ ରମଣ। ନିଜ ପରିବାର ସହିତ ସକାଳ ୭ଟା ୫୦ମିନିଟରେ ପ୍ରଧାନ ବିଚାରପତି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ସେବାୟତଙ୍କ ଗହଣରେ ପାରମ୍ପରିକ ପୋଷାକ ପରିଧାନ
Read More...

ଅରିନ୍ଦମ! ଏମିତି କ’ଣ ଯିବାର ଥିଲା…

ଭୁବନେଶ୍ବର: ଆଉ କିଛି ସମୟ ପରେ ବାତ୍ୟା ସ୍ଥଳଭାଗ ଛୁଇଁବ..ଆପଣ ଦେଖୁଛନ୍ତି ପବନର ବେଗ କେମିତି ଧିରେ ଧିରେ ବଢିବାରେ ଲାଗିଲାଣି... ଆଉ ଶୁଣିବାକୁ ମିଳିବନି ଝଡ଼ ମୁହଁରୁ ଏସବୁ ସ୍ୱର। ଦେଖିବାକୁ ମିଳିବନି ବାତ୍ୟା ଓ ବନ୍ୟାର ଲାଇଭ ଚିତ୍ର। ପ୍ରଳୟର ପାଟି ପାଖରୁ ଲୋକଙ୍କୁ ଟିକିନିଖି ଖବର
Read More...