ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍
Browsing Tag

odisha news

ଚିନ୍ତା ବଢ଼ାଇଲାଣି ତିନି ଜିଲ୍ଲାର ସଂକ୍ରମଣ

୧୦ ଜିଲ୍ଲାରେ ଅଧିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ କଟକରୁ ସର୍ବାଧିକ କୋଭିଡ୍ ରୋଗୀ ଚିହ୍ନଟଲକ୍ ଡାଉନ୍ କଟକଣା ସତ୍ତ୍ବେ ସୁଧାର ଆସୁନି, ରାଜ୍ୟରେ ସଂକ୍ରମଣ ହାର ୪ ପ୍ରତିଶତକୁ ଖସିଲା ଭୁବନେଶ୍ବର: ୧୦ ଜିଲ୍ଲାରେ ଅଧିକ ସଂକ୍ରମଣ। ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତକୁ ଖସି
Read More...

କିଏ ହେବେ ପରବର୍ତ୍ତୀ ରାଜ୍ୟ ମୁଖ୍ୟ ସୂଚନା କମିସନର

ଅଗଷ୍ଟ ୧୫ରେ ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନୀଲ ମିଶ୍ରଙ୍କ କାର୍ଯ୍ୟକାଳ ସରୁଛିଜୁଲାଇ ୩୧ ତାରିଖ ସୁଦ୍ଧା କରିବାକୁ ହେବ ଆବେଦନ, ଡିସିଙ୍କ ଅଧ୍ୟକ୍ଷତାରେ କମିଟିପୁଲିସ ଡିଜି ଅଭୟ, ବରିଷ୍ଠ ଆଇପିଏସ୍ ଏମ୍ ଅକ୍ଷୟଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା ଭୁବନେଶ୍ବର: ରାଜ୍ୟ ମୁଖ୍ୟ ସୂଚନା କମିସନ
Read More...

ଅଧା ଓଡ଼ିଶା ପାଇଁ ଘୋଟି ଆସିଲାଣି ବିପଦ

୧୧ ଜିଲ୍ଲାର ୧୫୨ ବ୍ଲକରେ ଚାଷ କାମ ପ୍ରଭାବିତ ହେଲାଣିଜୁନ ମାସରେ ରାଜ୍ୟରେ ୧୫ ପ୍ରତିଶତ କମ୍ ବର୍ଷା ରେକର୍ଡଲଘୁଚାପ ସୂଚନା ନାହିଁ, ୧୦ ତାରିଖ ଯାଏ ବର୍ଷା ସମ୍ଭାବନା କ୍ଷୀଣ ଭୁବନେଶ୍ବର: ରାଜ୍ୟରେ ମହାମାରୀ ସ୍ଥିତି ଗମ୍ଭୀର ରହିଛି। ଲୋକେ ଜୀବନ ଓ ଜୀବିକାକୁ ନେଇ ଚିନ୍ତାରେ ଅଛନ୍ତି।
Read More...

କରୋନା କଟକଣା କମିବ କି ? ଆସୁଛି ନୂଆ ଘୋଷଣା

ଅପରାହ୍ନ ସାଢେ ଦୁଇଟାରେ ମୁଖ୍ୟଶାସନ ସଚିବ କରିବେ ବଡ଼ ଘୋଷଣାଆଜି ସବୁଠାରୁ ଅଧିକ ନମୁନା ପରୀକ୍ଷା, ମୃତ୍ୟୁ ସଂଖ୍ୟାରେ ବି ରେକର୍ଡରାଜ୍ୟର ମୋଟ କରୋନା ମୃତ୍ୟୁ ୪୦୦୦ ଡେଇଁଲା, ଖୋର୍ଧାରେ ସର୍ବାଧିକକେବଳ ଜୁନ ମାସରେ ୧୨୬୪ଜଣଙ୍କ ମୃତ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ଭୁବନେଶ୍ବର:
Read More...

୨୦୨୪ରେ ନୂଆ ନେତା ଦେଖିବ ବିଜେପୁର!

ରୀତାଙ୍କ ପାଇଁ ବିପଦ ବଢୁଛି, ସୁଶାନ୍ତ ନାମକୁ ନେଇ ଜୋର ଧରୁଛି ଚର୍ଚ୍ଚାରୀତାଙ୍କ ବଡ଼ ପୁଅ ସୁମିତ କୋଣଠେସା, ଏବେ ମଇଦାନରେ ବୁଲୁଛନ୍ତି ସୌରଭନବୀନଙ୍କ ପ୍ୟାକେଜ୍ ଧରି ଜୋରଦାର କସରତ ଚଳାଇଛି ବିଜେଡିବିଜେପି ଶିବିରରେ ଫାଟ ସୃଷ୍ଟି କରି ବିଜେଡି ଆଗକୁ ବଢ଼ିବା ଅସମ୍ଭବ ନୁହେଁ
Read More...

ବିଧାୟକମାନଙ୍କ ପତିଆରା କ୍ଷୁଣ୍ଣ ପଛରେ କିଏ?

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ବିଧାନସଭାକୁ ୬୦ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ବିଜେଡିର ସର୍ବାଧିକ ୪୧ ଜଣ, ବିଜେପିର ୧୪, କଂଗ୍ରେସର ୪ ଓ ଜଣେ ସ୍ବାଧୀନ ବିଧାୟକ। ଗତବର୍ଷ ବିଜେପିର ଜଣେ ନବାଗତ ବିଧାୟକଙ୍କ ପରଲୋକ ଘଟିଛି ଓ ଦୁଇଟି
Read More...

ଏବର୍ଷ କଣ୍ଢେଇ ଖେଳିବ ଦୋଳି

ରଜ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଓଟିଡିସି ଆରମ୍ଭ କଲା 'ପିଠା ଅନ୍ ହ୍ୱିଲ୍‌'ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ମିଳିବ ପିଠା ଭୁବନେଶ୍ୱର : କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ
Read More...

ଅବସରପରେ ସରକାରୀବାବୁଙ୍କ ମୁହଁରେ ତୁଣ୍ଡି!

ଅବସରପରେ ବିଭାଗୀୟ ତଥ୍ୟ ପ୍ରକାଶ କଲେ ହରାଇପାରନ୍ତି ପେନସନ୍କେନ୍ଦ୍ର ସରକାରଙ୍କ କଟକଣା ପରେ ଭାରତବର୍ଷରେ ଆରମ୍ଭ ହେଲା ବିତର୍କକିଏ ଖୋଲାଚିଠି ଲେଖୁଥିଲେ, ଆଉ କିଏ ଗଣମାଧ୍ୟମରେ ବିଶେଷଜ୍ଞ ହେଉଥିଲେଉପଯୁକ୍ତ ଅଧିକାରୀଙ୍କ ଅନୁମତି ବିନା ପୁସ୍ତକ ବି ପ୍ରକାଶ କରିପାରିବେନି ଅଧିକାରୀ
Read More...

କେଉଁଠି କେତେ ପ୍ରବଳ ବର୍ଷା ହେବ ଜାଣନ୍ତୁ

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ମୁଣ୍ଡରେ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ଆଜି ଲଘୁଚାପ ସୃଷ୍ଟି ହୋଇଛି। ଏହା କ୍ରମଶଃ ଘନୀଭୂତ ଏବଂ ସାରା ରାଜ୍ୟରେ ଭାରି ବର୍ଷା ହେବ। ପାଣିପାଗ ସଂପର୍କରେ ଏଭଳି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ
Read More...