ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ
Browsing Tag

odisha politics

ବିଜେପି ପାଇଁ ଆଗକୁ ମାଡ଼ିଆସୁଛି ବିପଦ!

ସାଧାରଣ ନିର୍ବାଚନ ପରେ କୌଣସି ନିର୍ବାଚନ ଜିତିନିପିପିଲି ଉପନିର୍ବାଚନ ଆଣିଲା ରାଜନୈତିକ ଉଷ୍ଣତାବିଜେପି କୁରୁଳୁଛି, ବିଜେପି ନେତାଙ୍କ ତୁଣ୍ଡରେ ଭାଷା ନାହିଁଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ ଲଢେଇମୋଦୀଙ୍କ ଲୋକପ୍ରିୟତା ରାଜ୍ୟ ବିଜେପିର ଏକମାତ୍ର ସମ୍ବଳଚାହିଁବସିଛନ୍ତି…
Read More...

ଦକ୍ଷିଣ ଭାରତରେ ସଫଳ, ଓଡ଼ିଶାରେ କିନ୍ତୁ ବିଫଳ

ଦୁଇ ଦଶନ୍ଧି ମଧ୍ୟରେ ଅନେକ ଅଭିନେତା ରାଜନେତା ପାଇଁ ମନ ବଳାଇଛନ୍ତିହାତଗଣତି ଅଳ୍ପ କେତେଜଣଙ୍କୁ ଛାଡିଦେଲେ ଅନ୍ୟମାନେ ସମସ୍ତେ ଫେଲ୍ସରକାରରେ ଥିବାରୁ ବିଜେଡି ଅଳ୍ପ କେତେଜଣଙ୍କୁ ଥଇଥାନ କରିପାରିଛିନିର୍ବାଚନରେ ଫେଲ୍ ମାରିବା ପରେ ବିଜେପି ମଞ୍ଚରେ ଆଉ ଦିଶୁନାହାନ୍ତିପ୍ରଶାନ୍ତ, ସିଦ୍ଧାନ୍ତ…
Read More...

କିଏ ହେବେ ପରବର୍ତ୍ତୀ ମୁଖ୍ୟଶାସନ ସଚିବ?

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ହୋଇପାରନ୍ତି ସୁରେଶ ମହାପାତ୍ରମୁଖ୍ୟଶାସନ ସଚିବ ପଦକୁ ନେଇ ପ୍ରଶାସନିକ କରିଡରରେ ଅଙ୍କକଷା ଜାରିପଞ୍ଚାୟତ ନିର୍ବାଚନ ପୂର୍ବରୁ ବଦଳିଯିବେ ରାଜ୍ୟ ପ୍ରଶାସନିକ ଓ ପୁଲିସ ମୁଖିଆଜିଭିଭିଙ୍କୁ ନେବେ ନା କେନ୍ଦ୍ରରୁ ଫେରିବେ ତୁହିନକାନ୍ତ ପାଣ୍ଡେ, ରାଜେଶ…
Read More...

ବିଜୟ ଘରୁ ଗୋଡକାଢିଲେ: କେନ୍ଦ୍ରାପଡା ପରେ ପୁରୀ ଯୋଜନା

ଭୁବନେଶ୍ବର: ଘଣ୍ଟାଏ ଧରି ରୁଦ୍ଧ ଦ୍ବାର ବୈଠକରେ କି ଚର୍ଚ୍ଚା ହେଲା, ସେ ନେଇ ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଲେ, ନା ବିଜେପି ନେତା ବିଜୟ ମହାପାତ୍ର। ଉଭୟ ଏହି ଭେଟଘାଟକୁ ସୌଜନ୍ୟମୂଳକ ବୋଲି କହି ହାଲୁକା କରିବାକୁ ଚାହିଁଲେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା…
Read More...

ଖୁବ୍ ଶୀଘ୍ର ବଦଳିଯାଇପାରେ ଓଡ଼ିଶା ବିଜେପିର ଚେହେରା

ଓଡ଼ିଶା ଦଖଲ ପାଇଁ ନୂଆଦିଲ୍ଲୀରେ ଚାଲିଛି ନକ୍ସା ପ୍ରସ୍ତୁତି, ଅନେକ ସଂସ୍ଥା ଲାଗିଛନ୍ତି କାମରେକାହାକୁ କବାଟ କିଳିବ, କାହାକୁ ପାଛୋଟି ନେବ ସେ ନେଇ ଖସଡା ପ୍ରସ୍ତୁତି ଆରମ୍ଭବିଜେଡି ନେତାଙ୍କୁ ବିଜେପି ଦୁଆର ମନା,କେବଳ ନିର୍ବିବାଦୀୟ ନେତାଙ୍କୁ ସ୍ବାଗତ କରିବପ୍ରଭାବହୀନ ଆମଦାନୀ ନେତାଙ୍କୁ…
Read More...

ଫେଲ୍ ମାରିଥିଲେ ପ୍ରତାପ, ବିଶେଶ୍ବର ବି ବିଫଳ

ବିଜେପିର ଉତ୍ତର ଓଡ଼ିଶା ରାଜନୀତିକୁ ଜବରଦସ୍ତ ଝଟ୍‌କାପଞ୍ଚାୟତ ନିର୍ବାଚନ ଆଗରୁ ଶୁଖି ଶୁଖି ଯାଉଛି ପଦ୍ମଏକାଥରକେ ୧୫ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡିଦେଲେଗୋଟିଏ ସମୟରେ ବିଜେପିର ଦୁର୍ଗ ଥିଲା ମୟୂରଭଂଜ ଜିଲ୍ଲାସାଂସଦ ବିଶେଶ୍ବରଙ୍କୁ ମନ୍ତ୍ରୀ ମୁକୁଟ ପିନ୍ଧାଇଥିଲେ ମୋଦୀ ପ୍ରତାପ କେନ୍ଦ୍ର…
Read More...

ମୋଦୀଙ୍କ ବିରୋଧରେ ଅସଲ ଖେଳ ଆରମ୍ଭ! (୧)

ସବୁ ଆଞ୍ଚଳିକ ଓ ଅଣବିଜେପି ରାଜନୈତିକ ଦଳ ଏକାଠି ହାତ ମିଳାଇଲେଜାତିଭିତ୍ତିକ ଜନଗଣନା, ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ବୃଦ୍ଧି ହେଲା ପ୍ରସଙ୍ଗଉତ୍ତରପ୍ରଦେଶରେ ଝଟ୍‌କା ଖାଇଲେ ଦୋହଲିବ ଦିଲ୍ଲୀ ଦରବାର ଆସନନୀତିଶ-ତେଜସ୍ବୀ ବି ଏକାଠି, ବିଜେଡି, ମମତା, ଜଗନ, ଡିଏମକେ ମଧ୍ୟବିଜେପି ହିନ୍ଦୁତ୍ବ…
Read More...

ପୁଣି କେନ୍ଦ୍ରକୁ ବାଣ ମାରିଲା ବିଜେଡି, ଏଥର ଜାତି କାର୍ଡ

ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ଲଢେଇରେ ସାମିଲ ହେବାକୁ ବିଜେଡିର ଆହ୍ୱାନଜାତିଭିତ୍ତିକ ଜନଗଣନା ଓ ୫୦% ସଂରକ୍ଷଣ ସୀମା ଉଠାଇବା ଦାବି ଜୋରଦାରନବୀନଙ୍କୁ ଅନୁସରଣ କରୁଛନ୍ତି ବିଭିନ୍ନ ରାଜ୍ୟର ନେତା ଓ ରାଜନୈତିକ ଦଳ ଓଡିଶାରେ ଏହି ଲଢେଇରେ ସାମିଲ ପାଇଁ ବିଜେପି ନେତାଙ୍କୁ ଆହ୍ୱାନଦାବି ହାସଲ ନ…
Read More...

ବିଜେଡିକୁ ବେଶୀ ଅଡୁଆ, ବିରୋଧୀଙ୍କୁ ଟିକେ କମ୍…

ଭୁବନେଶ୍ବର: ପୁରୀ ପୌରାଧ୍ୟକ୍ଷ ଥିଲେ ଜୟନ୍ତ ଷଡଙ୍ଗୀ। ବିଜେଡିର ଏହି ନେତା ୨୦୧୯ ନିର୍ବାଚନରେ ଟିକେଟ୍ ଆଶା କରିଥିଲେ। ବିଜେଡି ଦେଲାନି, ବିଜେପି ଯାଇ ସେଠାରୁ ବିଧାନସଭାକୁ ଜିତିଗଲେ। ଏହା ପୂର୍ବରୁ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ବିଧାନସଭା ଦଖଲ ମଧ୍ୟ ସମାନ ପ୍ରକ୍ରିୟାରେ…
Read More...

ଗର୍ଜିଲା ବିଜେଡି: ଚାଷୀ ହତାଶ; ବୀମା କଂପାନି ଲାଲେଲାଲ୍

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବିଜେଡିର ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ବର: ସେ ବରଗଡ ହେଉ କି ସମ୍ବଲପୁର। ସୋନପୁର, ଦେବଗଡ, ବଲାଙ୍ଗୀର, କଳାହାଣ୍ଡି ଅଥବା ନୂଆପଡା। ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନାକେଦମ…
Read More...