ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ
Browsing Tag

odisha politics

କାହିଁକି ଆଗ ହାଇସ୍କୁଲରୁ ରୂପାନ୍ତରୀକରଣ ପ୍ରକ୍ରିୟା?

ନବୀନଙ୍କ ରଣନୀତି ବିରୋଧୀଙ୍କ ପାଇଁ ଅବୁଝା ଭୁବନେଶ୍ବର: ବିଦ୍ଯାଳୟର ରୂପାନ୍ତରୀଣକରଣ ଆରମ୍ଭ ହୋଇଛି; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ। ଗୋଟିଏ କି ଦୁଇଟି ନୁହେଁ, ପାଖାପାଖି ୮ ହଜାର ହାଇସ୍କୁଲର କଳେବର ରାଜ୍ୟ ସରକାର ବଦଳାଇବାକୁ ମନସ୍ଥ କରିଛନ୍ତି।…
Read More...

ନ ବଦଳିଲେ, ଆଗକୁ ଅପରାଜିତାଙ୍କୁ ବିପଦ!

ଭୁବନେଶ୍ବର: ଉଭୟ ଅଣଓଡ଼ିଆ। ଗୋଟିଏ ବର୍ଷରେ ଦୁଇଜଣ ଯାକ ଆଇଏଏସ୍ ପାଇଥିଲେ। ଉଭୟ ଓଡ଼ିଶାକୁ ନିଜ କର୍ମଭୂମି ବାଛିଥିଲେ। ଉଭୟ ଅଧାରୁ ଚାକିରି ଛାଡିଲେ। ସଂଯୋଗବଶତଃ ଉଭୟ ଗୋଟିଏ ଦଳରେ ଯୋଗଦେଲେ ଏବଂ ଜଣେ ନିର୍ବାଚିତ ହେଲେ ଲୋକସଭାକୁ ଆଉ ଜଣେ ଏବେ ରାଜ୍ୟସଭାରେ। ଆପଣମାନେ…
Read More...

ବିଜୟଙ୍କୁ ଖବର ଦିଆଗଲା…

ଭୁବନେଶ୍ବର: କିଛି ଦିନ ତଳେ ବିଜେପି ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମଧ୍ୟରେ ଗୁପ୍ତ ବୈଠକ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା। ନିଜର ଚାରିଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ଫେରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…
Read More...

କ’ଣ ସଙ୍କେତ ଦେଇ ଫେରିଲେ ଅଶ୍ବିନୀ, ଧର୍ମେନ୍ଦ୍ର?

ଭୁବନେଶ୍ବର: ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କର ଓଡ଼ିଶା ଗସ୍ତ ଆଜି ଶେଷ ହେଉଛି। ୧୯ ତାରିଖରୁ ଚାରିଦିନିଆ ଗସ୍ତରେ ଆସିଥିଲେ ଉଭୟ କେନ୍ଦ୍ର ଶିକ୍ଷା ଏବଂ ରେଳ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ…
Read More...

ବିଜେଡିକୁ କାହାର ବେଶୀ ଆବଶ୍ୟକତା; ଯୁବ ନା ବରିଷ୍ଠ

୮୨ ନିର୍ବାଚନମଣ୍ଡଳୀରେ ବିଜେଡି ଭିତରେ ବିବାଦ ବଢୁଛିବରିଷ୍ଠ ନେତା କନିଷ୍ଠଙ୍କୁ ରାସ୍ତା ଛାଡିବାକୁ ନାରାଜ ଅଛନ୍ତିଅସନ୍ତୁଷ୍ଟ ନେତାଙ୍କ ଘରେ ପ୍ରତିଦିନ ମେଳି ବାନ୍ଧୁଛନ୍ତିଯୁବ ନେତାଙ୍କର ବି ଧୈର୍ଯ୍ୟ ଚ୍ୟୁତି, ଏଥର ନିଶ୍ଚୟ ଲଢିବେବିଜେଡିକୁ ଦୁର୍ବଳ କରୁଛନ୍ତି ଖବ୍‌ରି, ଏଘର ମାଉସୀ...ସେଘର…
Read More...

ଭର୍ତ୍ତୃହରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ!

ପୁଣି ଜଣେ ବରିଷ୍ଠ ବିଜେଡି ନେତାଙ୍କୁ ମହଙ୍ଗା ପଡିଲେ ବୋହୂ, ରାଜନୀତି କ୍ୟାରିଅରକୁ ବିପଦ ସାଂସଦ ଭର୍ତ୍ତୃହରିଙ୍କ ସମେତ ସ୍ବାମୀ ଏବଂ ଶାଶୁଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗଅଧିକ ଯୌତୁକ ଦାବି କରି ଜୀବନରେ ମାରିଦେବାକୁ ବି ଧମକ ଦେଉଥିଲେ ବୋଲି ଲେଖିଛନ୍ତିବୋହୂ ସାକ୍ଷୀଙ୍କ…
Read More...

ଖେ​ଳ ଆରମ୍ଭ ହେବ ନା ଡେରି ଅଛି?

ଆଜିଠାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଧରି ବିଜେପି ବଜାଇବ ନିର୍ବାଚନୀ ବିଗୁଲ୍ନବୀନ ବି ବାହାରୁଛନ୍ତି ଜିଲ୍ଲା ଗସ୍ତରେ, ପଞ୍ଚାୟତ ନିର୍ବାଚନକୁ ଆଖିକଂଗ୍ରେସର କୌଣସି ଯୋଜନା ନାହିଁ କି ପ୍ରସ୍ତୁତି ପାଇଁ ତନାଘନା ଭୁବନେଶ୍ବର: ଜଣେ କି ଦୁଇଜଣ ନୁହେଁ, ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ଏକାଠି…
Read More...

‘ହକି’କୁ ହାଇଜାକ୍ କରିନେଲେ ନବୀନ

ଅନାହାରକୁ ନେଇ ପରିଚିତ ଥିଲା ଓଡ଼ିଶା, ପରିଚୟ ବଦଳାଇଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭାରତର ଜାତୀୟ ଖେଳର ପୃଷ୍ଠପୋଷକତା କରି ଓଡ଼ିଶା କେନ୍ଦ୍ର ସରକାରକୁ ବି ଛୋଟ କରିଦେଲାହକିର ଉତ୍ତରଣ ସହିତ କାଳ କାଳ ପାଇଁ ଯୋଡି ହୋଇଗଲେ ନବୀନ, ସବୁଦିନ ପାଇଁ ଚର୍ଚ୍ଚାରେ ରହିବେରାଜନୀତିରେ ଖେଳ ବି…
Read More...

ନିଜ ପାଇଁ ବି ଏକାଠି ହୋଇପାରୁନାହାନ୍ତି ପଶ୍ଚିମ ଓଡ଼ିଶା ନେତା

ଭୁବନେଶ୍ବର: ଆରମ୍ଭ (୧୯୯୯ ଜୁଲାଇ)ରୁ ୨୦୦୦ ଡିସେମ୍ବର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ତତ୍କାଳୀନ ଜନତା ଦଳ ନେତା ତଥା ଆଜିର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ପରବର୍ତୀ ସମୟରେ ଯୋଜନା ଓ ସଂଯୋଜନ ବିଭାଗ ଦାୟିତ୍ବ ପଶ୍ଚିମ ଓଡ଼ିଶାର ଅନେକ ନେତା…
Read More...

ସାଙ୍ଗରେ କ’ଣ ଆଣି ଆସୁଛନ୍ତି ଧର୍ମେନ୍ଦ୍ର, ବୈଷ୍ଣବ?

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ଲାଗି ବିଜେପି ଜୋରଦାର ପ୍ରସ୍ତୁତି କରୁଛି, ଅପେକ୍ଷା କରୁଛି ଓଡ଼ିଶାବିଜେଡି ସମର୍ଥନରେ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଛନ୍ତି ଅଶ୍ବିନୀ, କିଛି ପ୍ରତିଦାନ ରହିବ ନା ନାହିଁ?ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାବାସୀ ସେମାନଙ୍କର ବହୁ ଦିନର ପ୍ରକଳ୍ପ କଥା ଜାଣିବାକୁ…
Read More...