ଭୁବନେଶ୍ୱର: ଶୁକ୍ରବାର ପ୍ରଶ୍ନକାଳରେ ରାଗିଯାଇଥିଲେ ବିଜେଡି ବିଧାୟକ । ସେମାନେ ପ୍ରଶ୍ନ ପଚାରିବାକୁ ହାତ ଟେକୁଥିଲେ ବି ବାଚସ୍ପତି ସୁଯୋଗ ଦେଉନଥିବାରୁ ଖୋର୍ଧା ବିଧାୟକ ରାଜେନ୍ଦ୍ର ସାହୁ ଓ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିଭଳି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବି ପ୍ରତିକ୍ରିୟା ପ୍ରକାଶ କରିଥିଲେ ।
ପ୍ରଶ୍ନକାଳ ସମସ୍ତଙ୍କର । ଏଣୁ ସେମାନଙ୍କୁ କାହିିଁକି ସୁଯୋଗ ମିଳିବନାହିଁ ବୋଲି ଆପତ୍ତି ଉଠାଇଥିଲେ ବିଧାୟକ । ସେହିପରି ଗୁରୁବାର ଦିନ କଂଗ୍ରେସ ବିଧାୟକ ଦଳ ନେତା ସନ୍ତୋଷ ସାଲୁଜା ମଧ୍ୟ ଗୃହକୁ ଆସିବେ ନାହିଁ ବୋଲି ଧମକ ଦେଇଥିଲେ । ଶୂନ୍ୟକାଳରେ ବାଚସ୍ପତି ତାଙ୍କୁ ସୁଯୋଗ ନ ଦେବାରୁ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।
ପ୍ରମୁଖ ଖବର
ଭାରତୀୟ ପାଇଲଟ୍ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍ ଟ୍ରେନ୍ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍ଆର୍ସିଙ୍କ ପରାମର୍ଶ