ନୂଆଦିଲ୍ଲୀ: ଜିଏସଟି ଲାଗୁ ପରେ ମହଙ୍ଗା େହାଇଯାଇଥିଲା ଘର। ଲକ୍ଷ ଲକ୍ଷ ଟଙ୍କା ତଣ୍ଡ ଗଣୁଥିଲେ େଲାକେ। ନିର୍ବାଚନରେ ପୂର୍ବରୁ ମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ଜିଏସଟି ପରିଷଦ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନିର୍ମାଣାଧୀନ ଘର ଉପରେ ଜିଏସ୍ଟି ହାରକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ସେହିଭଳି ସୁଲଭ ଗୃହ କ୍ରୟରେ ଜିଏସଟି ହାରକୁ ୮ ପ୍ରତିଶତରୁ ୧ ପ୍ରତିଶତକୁ କମାଇ ଦିଆଯାଇଛି। କେବଳ ସେତିକି ନୁେହଁ, ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହକୁ ସୁଲଭ ମୂଲ୍ୟ ଗୃହ ଭାବେ ବିବେଚନା କରାଯିବ। ଆସନ୍ତା ଏପ୍ରିଲ ପହିଲାରୁ ଏହା ଲାଗୁ କରାଯିବ। ଫଳରେ ଆସନ୍ତା ଦିନରେ ଘର କିଣିବା ଶସ୍ତା େହବ।
ପ୍ରମୁଖ ଖବର
ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ