ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଅପରାଜିତାଙ୍କ ସହ ବାଲକୋନିରେ ଦେଖାଦେଲେ ବାବୁସାନ୍

ଭୁବନେଶ୍ବର: ବାବୁସାନ୍ ଆଜି ନିଜ ଘର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଦେଖା କରିଛନ୍ତି। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୁଁ ପରିବାର ପାଖରେ ଅଛି। ସେଥିପାଇଁ ବହୁତ ଖୁସି ଅଛି। ଠିକ୍ ସମୟରେ ଠିକ୍ କଥା କହିବି। ଏଇ ଅଳ୍ପ କଥା କହି ବାବୁସାନ୍ ଘର ଭିତରକୁ…
Read More...

ଏମିିତି ଜଣେ ମାଲିକ, ଯିଏ…

ଭୁବନେଶ୍ବର: ନିକଟରେ ରାଜ୍ୟରେ ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଘରେ ରଖାଯାଇଥିବା ପୋଷା କୁକୁର ମାଲିକ ପାଇଁ ଜୀବନ ଦେଇଛନ୍ତି। କେଉଁଠି ବିଷାକ୍ତ ସାପ କବଳରୁ ମାଲିକଙ୍କୁ ଉଦ୍ଧାର କରିଛନ୍ତି, ଆଉ କେଉଁଠି ପରିବାରର ଆଉ କାହାକୁ ସୁରକ୍ଷା ଦେବାକୁ ଯାଇ କୁକୁର ଜୀବନ ଦେଇଛି। ହେଲେ…
Read More...

ତାଗିଦ୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଙ୍କି ପକ୍ସକୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ଏହାକୁ ନେଇ ଭାରତ ତନାଘନା ଆରମ୍ଭ କରିଦେଇଛି। ଗୋଟିଏ ପଟେ କେନ୍ଦ୍ର ସରକାର ଏଥିପାଇଁ ଟିକା ପ୍ରସ୍ତୁତି ଲାଗି ଟେଣ୍ଡର ଆହ୍ବାନ କରିଥିବା ବେଳେ ଅନ୍ୟପଟରେ ଏହାର ମୁକାବିଲା ଲାଗି ବିଭିନ୍ନ…
Read More...

ଅର୍ପିତାଙ୍କ ଅଡ଼ୁଆ ବଢିବାରେ ଲାଗିଛି

ଦୁଇଟି ଚଢାଉରେ ଏଯାଏ ୪୫ କୋଟିର ସଂପତ୍ତି ଜବତ ହେଲାଣିବୁଧବାର ଚଢାଉରେ ସୁନା ମିଶି ୨୨କୋଟିର ସଂପତ୍ତି ଠାବ, ଗଣତି ଚାଲିଛିପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ଅର୍ପିତାଙ୍କ ପାଇଁ ଅଡୁଆ ବଢ଼ୁଛି କୋଲକାତା: ପଶ୍ଚିମବଙ୍ଗ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା…
Read More...

ପ୍ରକାଶ ପାଇଲା ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ବିଜ୍ଞାନରେ ୯୪…
Read More...

ଚୀନକୁ ଫେରିଲା କରୋନା

ଚୀନକୁ ପୁଣିଥରେ ଫେରିଛି ମହାମାରୀ କରୋନା। ଉହାନ ସହରକୁ କରୋନା ଫେରିଥିବା ବେଳେ କିଛି ସ୍ଥାନରେ ସଟଡାଉନ କରାଯାଇଛି । ଚୀନର ଉହାନ ସେହି ସହର ଯେଉଁଠି କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଆଉ ଏହାପରେ ପୂରା ଦୁନିଆକୁ ପରିବ୍ୟାପ୍ତ ହୋଇଥିଲା କରୋନା । ତେବେ ଏଥର କରୋନା କାୟା…
Read More...

ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ

କେନ୍ଦ୍ରାପଡ଼ା:ଆଉ ତିନି ଦିନ ପରେ ନେଇଥାଆନ୍ତେ ଅବସର। ହେଲେ ତା’ ପୂର୍ବରୁ ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଶିକ୍ଷା ଅଧିକାରୀ। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା…
Read More...

ବାହାରିଲା ଓଜେଇଇ ରେଜଲ୍ଟ

ଆଜି ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଫଳାଫଳ। ୪୭ ହଜାର ୭୬୧ ଜଣ ପରୀକ୍ଷା ଦେଇଥିବା ବେଳେ ୪୭ ହଜାର ୭୨୯ ଜଣଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ ମିଳିଛି । ଫଳାଫଳ  ପୁସ୍ତିକା ଉନ୍ମୋଚନ କରିଥିଲେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ଜୁଲାଇ ୪ରୁ ଜୁଲାଇ…
Read More...

ଜେଲ୍‌ରୁ ମୁକୁଳିଲେ ବିଧାୟକ ପ୍ରଶାନ୍ତ ଜଗଦେବ

ବାଣପୁର: ସୁପ୍ରିମକୋର୍ଟରୁ ସର୍ତମୂଳକ ଜାମିନ ମିଳିବା ପରେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ବାଣପୁର ଉପକାରାଗାରରୁ ବାହାରିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ। ଜେଲରୁ ବାହାରି ପୁଲିସର କଡା ସୁରକ୍ଷାରେ ଭୁବନେଶ୍ୱର ସ୍ଥିତ ବାସଭବନକୁ ଆସିଛନ୍ତି ଚିଲିକା ବିଧାୟକ । ସୁପ୍ରିମକୋର୍ଟଙ୍କ ସର୍ତ୍ତ…
Read More...

ରହସ୍ୟ ଖୋଲିବ କଳା ଡାଏରି

କୋଲକାତା: ପଶ୍ଚିମବଙ୍ଗ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହାୟକ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ଏନଫୋର୍ସମେଣ୍ଟ ନିର୍ଦେଶାଳୟ ଗୋଟିଏ କଳା ଡାଏରି ଜବତ କରିଛି। ୪୦ ପୃଷ୍ଠାର ଏହି କଳା ଡାଏରି ପଶ୍ଚିମବଙ୍ଗ ସରକାରଙ୍କ ବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗର ନିଯୁକ୍ତି…
Read More...