ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ଚାଲିଗଲା ୩୦ ଜୀବନ

ପାକିସ୍ତାନ ପେଶାୱରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ମସଜିଦ୍‌ରେ ନମାଜ ପାଠ ସମୟରେ ଏହି ଭୟଙ୍କର ବିସ୍ପୋରଣ ହୋଇଛି । ଏଥିରେ ୩୦ ଜଣ ଆଖିବୁଜିଛନ୍ତି । ୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀ ମାନେ ଏହି ବିସ୍ଫୋରଣ କରିଥିବା ଜଣାପଡିଛି।…
Read More...

ବାପା ହେଲେ ଆଦିତ୍ୟ ନାରାୟଣ, ଘରକୁ ଆସିଲେ ଲକ୍ଷ୍ମୀ

ବଧାଇ ହୋ..ବଧାଇ ହୋ… । ଘରକୁ ଲକ୍ଷ୍ମୀ ଆସିଛନ୍ତି । ଆଜ୍ଞା ହଁ ଆମେ କହୁଛୁ ଅଭିନେତା ତଥା ସିଙ୍ଗର ଆଦିତ୍ୟ ନାରାୟଣଙ୍କ କଥା । ଏହାରି ମଧ୍ୟରେ ବାପା ହୋଇଛନ୍ତି ଆଦିତ୍ୟ ନାରାୟଣ । ଆଦିତ୍ୟଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଦିତ୍ୟ ବାପା ହେବାର ଖୁସି ଖବର…
Read More...

ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ ଭକ୍ତ, ଉଠିଲା କଟକଣା

ଏଣିକି ଆଉ ରହିବନି କଟକଣା । ଭକ୍ତମାନେ ଘଟଗାଁ ପୀଠରେ ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ । କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ମା’ଙ୍କ ପାଖରେ ଭୋଗଲାଗି ଉପରେ କଟକଣା ଜାରି କରାଯାଇଥିବା ବେଳେ ଏବେ ଏହାକୁ ହଟାଯାଇଛି । ଏବେ କଟକଣା ହଟିବା ପରେ ମା’ଙ୍କ ଦର୍ଶନ ସହିତ ଭୋଗ ଲାଗି…
Read More...

୩ ମହଲା କୋଠାରେ ଭୟଙ୍କର ବିସ୍ଫୋରଣ, ୮ ମୃତ

ବିହାର ଭାଗଲପୁରରେ ବଡ଼ ଅଘଟଣ ଘଟିଛି । ତିନି ମହଲା କୋଠାରେ ବିସ୍ପୋରଣ ହେବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ମହିଳା ଅଛନ୍ତି । ୮ ଜଣ ଗୁରୁତର ଥିବା ମଧ୍ୟ ଜଣାପଡିଛି । ତେବେ ବିସ୍ଫୋରଣ ହେଉଥିବା କୋଠାରେ ବୋମା ତିଆରି ହେଉଥିବା ପଡୋଶୀ କହିଛନ୍ତି । ଭାଗଲପୁର ଜିଲ୍ଲା…
Read More...

ମୋଦୀ ରଖିଲେ ପ୍ରସ୍ତାବ, କହିଲେ କୂଟନୀତି ଓ ଆଲୋଚନା ମାଧ୍ୟମରେ ସମାଧାନ ହେଉ

ୟୁକ୍ରେନ ଉପରେ ଋଷ ଘମାଘୋଟ ଆକ୍ରମଣ ଜାରି ରଖିଛି । ଗୋଟିଏ ପରେ ଗୋଟିଏ ସହରକୁ ବିସ୍ଫୋରଣ କରି ଧ୍ୱଂସବିଧ୍ୱସ୍ତ କରିଦେଉଛି । ଏହାରି ମଧ୍ୟରେ କ୍ୱାର୍ଡ ବୈଠକରେ ଭାରତ ନିଜର ପକ୍ଷ ରହିଛି । ମୋଦୀ କହିଛନ୍ତି, ଆଲୋଚନା ଓ କୂଟନୀତି ମାଧ୍ୟମରେ ବିବାଦରେ ସମାଧାନ ହେବା ଉଚିତ । ବିବାଦର ସମାଧାନ…
Read More...

କିଭରୁ ଆସୁଥିବା ଭାରତୀୟ ଛାତ୍ରଙ୍କ ଦେହରେ ବାଜିଲା ଗୁଳି..

ଋଷ-ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଆଜି ନବମ ଦିନ। ଏବଂ ଦୁଇ ଦେଶ ମଧ୍ୟରେ ଲଢେଇ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏବେ କି କିଛି ଭାରତୀୟ ଛାତ୍ର ୟୁକ୍ରେନ ରାଜଧାନୀ କିଭ ଓ ଖାରକିଭରେ ଫସି ରହିଛନ୍ତି। ଋଷ ସେନା ଗତ ୨୪ ଘଣ୍ଟା ରେ ଖାରକିଭ,ଚେର୍ନାହିବ,ମାରିୟୁପୋଲ, ବୋରଦୟାଙ୍କାରେ…
Read More...

ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟରେ ଆକ୍ରମଣ

ୟୁକ୍ରେନ ଉପରେ ଋଷର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଆଜିକୁ ନବମ ଦିନ ହେବ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ଋଷ ଆକ୍ରମଣ କରିଛି । ଝେପୋରଜିଆ ଓ ଏନୋହର୍ଦ୍ଦର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ରେ ଋଷର ଆକ୍ରମଣ ପରେ ପ୍ଲାଣ୍ଟ ରେ ନିଆଁ…
Read More...

ଭୂକମ୍ପରେ ଥରିଲା ଓଡିଶା

ଭୂକମ୍ପରେ ଥରିଲା ଓଡିଶା । କଳାହାଣ୍ଡି ଓ ନବରଙ୍ଗପୁରରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି । ଆଜ ଦିନ ପ୍ରାୟ ସାଢେ ୨ଟା ସମୟରେ ଏହିଭୂକମ୍ପର ଝଟକା ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ହଠାତ ବଡ ଜୋରରେ ଶଦ୍ଦ ହେବା ସହ ଘରର ଆସବାବପତ୍ର ହଲିବାକୁ ଲାଗିଥିଲା । ଫଳରେ ଲୋକମାନେ…
Read More...