ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ବିସ୍ଫୋରଣରେ ଉଡିଲା ଆଇଏସଆଇଏସର ମୁଖ୍ୟ

ଆଇଏସଆଇଏସ ମୁଖ୍ୟ ଅବୁ ଇବ୍ରାହିମ ଅଲ ହାସମି ଅଲ କ୍ୟୁରେସିକୁ ଆମେରିକା ସୈନ୍ୟ ନିପାତ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ସିରିଆରେ ଆମେରିକା ସୈନ୍ୟ ଓ ଆଇଏସଆଇଏସ ମଧ୍ୟରେ ଜାରି ସଂଘର୍ଷରେ ଆଇଏସଆଇଏସ ଉପରେ ଏହା ବଡ଼ ବିଜୟ ବୋଲି ଦାବି
Read More...

ଓଡିଶାରେ କେବେ ଖୋଲିବ ସ୍କୁଲ?

ଏବେ ଦେଶରେ ଓ ରାଜ୍ୟରେ ଧୀରେ ଧୀରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ସ୍ଥିତିକୁ ଦେଖି କରୋନା କଟକଣା ମଧ୍ୟ ବିଭିନ୍ନ ରାଜ୍ୟରେ କୋହଳ କରାଯାଉଛି । ପଶ୍ଚିମବଙ୍ଗରେ ଆଜିଠୁ ସ୍କୁଲ ଖୋଲିବା ଆରମ୍ଭ ହୋଇଥିବା ବେଳେ ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା, ତେଲେଙ୍ଗାନା, ଦିଲ୍ଲୀରେ
Read More...

ପୁଣି ପଦାରେ ପଡିଲା ଚୀନର ମିଛ । ପୂର୍ବ ଲଦାଖ ଗଲୱାନ ଘାଟିରେ ଜୁନ ୨୦୨୦ରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସଂଘର୍ଷରେ କର୍ଣ୍ଣେଲ ସନ୍ତୋଷ ବାବୁ ସମେତ ଭାରତର ୨୦ ଯବାନ ସହିଦ ହୋଇଥିଲେ । କିନ୍ତୁ ଚୀନ ନିଜ ସୈନିକଙ୍କ ମୃତ୍ୟୁକୁ ଲୁଚାଉଥିବା ଅଭିଯୋଗ ହୋଇଆସୁଥିଲା । ଏବେ
Read More...

ରାଜ୍ୟରେ ଓ ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୩ହଜାର ୬୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨୧୧୫ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୫୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୫୧୫
Read More...

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା । ଭରତୀୟ କ୍ରିକେଟ ଟିମରେ ପଶିଲା କରୋନା । ଟିମ ଇଣ୍ଡିଆର ୪ କ୍ରିକେଟର କରୋନା ଆକ୍ରାନ୍ତ ହୋଇଛନ୍ତି । ଓପନର ଶିଖର ଧାୱନ, ରିଜର୍ଭ ଓପନର ଋତୁରାଜ ଗାଏକୱାଡ, ମିଡିଲ ଅର୍ଡର ବ୍ୟାଟସମ୍ୟାନ ଶ୍ରେୟସ
Read More...

ତଳକୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲା। ତଳ କୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଲେ ହାଇକୋର୍ଟ। ପ୍ରତିମାସ ୧୦ ତାରିଖ ସୁଦ୍ଧା ଭରଣ ପୋଷଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଳକୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ସୁମିତ୍। ଆଜି ଏହି
Read More...

ଦୁଇ ମାସ ଭିତରେ ସ୍କୁଲ ଖୋଲ’

ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲ । ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯାଇ ପିଲାଙ୍କ ପାଠପଢା ହୋଇପାରିବ ସେ ନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ । କୋଭିଡ କଟକଣାରେ ସ୍କୁଲ ଖୋଲିବା ନେଇ
Read More...