ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଫେକ୍ ଭୋଟର ସାବଧାନ

ଫେକ ଭୋଟର ସାବଧାନ। କେହି ଯଦି ମତଦାନ ବେଳେ ଫେକ ଭୋଟର ବୋଲି ଜଣାପଡିନ୍ତି । ତେବେ ତୁରନ୍ତ ତାଙ୍କୁ ପୁଲିସର ଜିମା ଦିଆଯିବ । ଏଭଳି ସତର୍କବାଣୀ ଶୁଣାଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ଆସନ୍ତା ୨ ଦିନ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ପଡିବ । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ…
Read More...

ଫୋନରେ ଘଣ୍ଟାଏ ଆଲୋଚନା, ପୁଟିନଙ୍କୁ ଚେତାଇଲେ ବାଇଡେନ

ୟୁକ୍ରେନ ସଙ୍କଟ ଭିତରେ ଦୁଇ ମହାଶକ୍ତି ମୁହାଁମୁହିଁ ହୋଇଛନ୍ତି । ଏହି ବିବାଦ ଏପରି ସ୍ତରରେ ପହଞ୍ଚିଛି ଯେ,ବିଶ୍ୱ ସାମନାରେ ଏକ ମହାଯୁଦ୍ଧର ବିପଦ ଦେଖାଦେଇଛି । ଏହି ସଙ୍କଟର ଗମ୍ଭୀରତା ଏଥିରୁ ଅନୁମାନ କରିହେଉଛି ଯେ,ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍…
Read More...

ଖସୁଛି ସଂକ୍ରମଣ, ଆଣୁଛି ଆଶ୍ୱସ୍ତି

ଦେଶରେ ୫୦ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ରେ ୪୪ ହଜାର ୮୭୭ ନୂଆ ମାମଲା ସାମନାକୁ ଆସିଛି । ଗତକାଲି ୫୦ ହଜାର ୪୦୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦୈନିକ ସଂକ୍ରମଣ ହାର ରହିଛି ୩.୧୭ ପ୍ରତିଶତ । ସେହିପରି ଦିନକରେ ୬୮୪ ଜଣ କରୋନାରେ ଆଖି ବୁଜିଛନ୍ତି ।…
Read More...

ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ, ୨୨ ହଜାର କୋଟିରୁ ଅଧିକ ଠକେଇ

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ । ଚାରି ବର୍ଷ ପରେ ଦେଶରେ ବ୍ୟାକିଂ ସେକ୍ଟରରେ ଆଉ ଏକ ବଡ଼ ଘାଟାଲା ସାମନାକୁ ଆସିଛି । ଏବିଜି ଗ୍ରୁପ((ଏବିଜି ସିପୟାର୍ଡ) ଗୋଟିଏ କିମ୍ବା ଦୁଇଟି ନୁହେଁ ପାଖାପାଖି ୨୮ଟି ବ୍ୟାଙ୍କରୁ ଠକେଇ କରିଛି ୨୨, ୮୪୨ କୋଟି । ଏହି ସଂଖ୍ୟା ଏତେ ବଡ଼ ଯେ, ଏହା ସମସ୍ତ…
Read More...

ଆଜି ଆଇପିଏଲ ନିଲାମର ଦ୍ୱିତୀୟ ଦିନ, କେଉଁ ଖେଳାଳିଙ୍କ ଉପରେ ରହିବ ନଜର?

ଆଇପିଏଲ-୨୦୨୨ ପାଇଁ ନିଲାମର ଆଜି ଦ୍ୱିତୀୟ ଦିନ । ଶନିବାର ହୋଇଥିବା ଖେଳାଳିଙ୍କ ନିଲାମୀରେ ବହୁ ଆଶ୍ଚର୍ଯ୍ୟ କଲା ଭଳି ନାଁ ଆସିଥିଲା । ଅଭେସ ଖାନ୍‌, ଦୀପକ ଚହର ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଥିଲେ । ଅଭେଶ ଖାନଙ୍କୁ ଲକ୍ଷ୍ନୌ ଟିମ ୧୦ କୋଟିରେ ଓ ଦୀପକ ଚହରଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୪…
Read More...

ଆଇପିଏଲ ନିଲାମ ମଝିରେ ଟଳିପଡିଲେ ଅକ୍ସନର

ଆଇପିଏଲ ନିଲାମ ବେଳେ ଅଘଟଣ । ନିଲାମ ଚାଲିଥିବା ବେଳେ ହଠାତ ଟଳିପଡିଲେ ଅକ୍ସନର । ନିଲାମ କରୁଥିବା ଅକ୍ସନର ହଗ୍ ଏଡମୀଡସ୍ ହଠାତ ବେହୋସ ହୋଇପଡିଥିଲେ । ଯେଉଁ କାରଣରୁ ନିଲାମକୁ ସ୍ଥଗିତ ରଖାଯାଇଛି । ଶ୍ରୀଲଙ୍କାର ସ୍ପିନ ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗାଙ୍କୁ ନିଲାମ ପାଇଁ ଡାକ ଚାଲିଥିଲା ।…
Read More...

ଭୋଟ ଗ୍ରହଣର ୩୬ ଘଣ୍ଟା ପୂର୍ବରୁ ଗାଁ ଛାଡିବାକୁ ନିର୍ଦ୍ଦେଶ

ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ । ନିର୍ବାଚନ ପ୍ରସ୍ତୁତି ନେଇ ଆଜି ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀ ବୈଠକ କରିଛନ୍ତି । ବୈଠକରେ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା ହୋଇଛି । ନିର୍ବାଚନ କମିସନ କହିଛନ୍ତି, ପ୍ରଚାର ସରିବା…
Read More...

ପ୍ରଶାନ୍ତ କିଶୋରଙ୍କ ଅଫିସରେ ଚଢାଉ, ଜଣକୁ ଉଠାଇନେଲା ପୁଲିସ

ଗୋଆରେ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ ୧୪ରେ ଭୋଟ ଗ୍ରହଣ ହେବ । ଅର୍ଥାତ ମତଦାନକୁ ଆଉ ଦୁଇ ଦିନ ବାକି ଅଛି । ହେଲେ ତା ପୂର୍ବରୁ ଗୋଆରେ ତୃଣମୂଳ କଂଗ୍ରେସ ପାଇଁ ସଂଗଠନ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କାର୍ଯ୍ୟାଳୟରେ ଚଢାଉ ।…
Read More...

ଖସୁଛି ସଂକ୍ରମଣ, ବଢୁଛି ମୃତ୍ୟୁ

ଆଶ୍ୱସ୍ତି ଆଣୁଛି ଫେବୃଆରୀ । ଧୀରେ ଧୀରେ ଦେଶରେ କରୋନା ସଂକ୍ରମଣ ଏବେ ଖସିବାରେ ଲାଗିଛି । ଦେଶରେ ଗତ ୨୪ ଘ ।ରେ ୫୦ ହଜାର ୪୦୭ ନୂଆ ମାମଲା ସାମନାକୁ ଆସିଛି । ଗତକାଲି ୫୮ ହଜାର ୭୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୩.୪୮ ପ୍ରତିଶତ । କେନ୍ଦ୍ର…
Read More...