ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

କେଉଁ ଖେଳାଳି କେତେ ଟଙ୍କାରେ ବିକ୍ରି ହେଲେ?

ଆରମ୍ଭ ହୋଇଛି ଆଇପିଏଲ ମହାନିଲାମୀ । ପ୍ରଥମ ଦିନରେ ମୋଟା ଅଙ୍କରେ ଖେଳାଳିଙ୍କୁ କିଣିଛନ୍ତି ଫ୍ରା ।ଇଜି । ମୋଟ ୬୦୦ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ନିଲାମୀରେ ପ୍ରଥମ ଦିନରେ ୧୬୧ ଖେଳାଳିଙ୍କର ନିଲାମ ହେବ । ତେବେ ଆସନ୍ତୁ ଜାଣିବା…
Read More...

ଥରିଲା ଉତ୍ତରାଖଣ୍ଡ, ସକାଳୁ ସକାଳୁ ଭୂକମ୍ପର ଝଟ୍‌କା

ଥରିଲା ଉତ୍ତରାଖଣ୍ଡ । ଶନିବାର ସକାଳୁ ଉ ରାଖଣ୍ଡରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେ ର ଫଓ ସିସମୋଲୋଜି ଅନୁଯାୟୀ, ଉ ରାଖଣ୍ଡର ଉତ୍ତରକାଶୀରେ ରିକ୍ଟର ସ୍ଲେଲରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଉତ୍ତରକାଶୀର ୩୯ କିଲୋମିଟର ପୂର୍ବରେ ଥିବା ତେହେରୀ ଗରୱାଲ…
Read More...

ପ୍ରଶ୍ନ ଉଠାଇଲେ ଜାଗୃତି

ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକି ବିବାଦ ଥମିବାର ନାଁ ନେଉନି । ତେବେ ଏହି ମାମଲା ଏବେ ନୂଆ ମୋଡ଼ ନେଇଛି। ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବନାମ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା । ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ସୋସିଆଲ…
Read More...

ଆଜିଠୁ ଆଇପିଏଲ ନିଲାମ

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବେଙ୍ଗାଲୁରୁରେ ଆରମ୍ଭ ହେବ ଆଇପିଏଲ ମହାନିଲାମି । ଆଜି ଦିନ ୧୧ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଏଥର ଆଇପିଏଲରେ ଯୋଡି ହୋଇଛନ୍ତି ଦୁଇଟି ନୂଆ ଦଳ । ଗୁଜୁରାଟ ଟାଇଟନ୍ସ ଓ ଲଖନର ସୁପରିଜିଆ ଓ ଏଥର ନୂଆ ଦଳ ଭାବେ ଆଇପିଏଲରେ ଯୋଗ ଦେବେ। ବଡ଼ ବଡ଼…
Read More...

ଘନଉଛି ସଙ୍କଟ, ୟୁକ୍ରେନ ଛାଡିବାକୁ ଆମେରିକୀୟଙ୍କୁ ନିବେଦନ କଲେ ବାଇଡେନ

ୟୁକ୍ରେନରେ ଘନଉଛି ଯୁଦ୍ଧ ଆଶଙ୍କା । ୟକ୍ରେନ ବିବାଦକୁ ନେଇ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଋଷ ମୁହାଁମୁହିଁ ସ୍ଥିତିରେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନରେ ରହୁଥିବା ଆମେରିକୀୟଙ୍କୁ ତୁରନ୍ତ ଦେଶ ଛାଡିବାକୁ ନିବେଦନ କରିଛନ୍ତି । ସେ କହଛନ୍ତି, ସ୍ଥିତି କୌଣସି…
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ

ଭୁବନେଶ୍ବର: ଚାକିରିରୁ ଅବସର ନେବା ପାଇଁ ଆଉ ଦିନ କେଇଟା ବାକି ଥିଲା। କିନ୍ତୁ ତା ପୂର୍ବରୁ ଘରେ ପଶିଲା ଭିଜିଲାନ୍ସ । ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ଚାକିରିକୁ ଆଉ ୧୭ ଦିନ ବାକି ଥିବା ବେଳେ ଆଜି ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ବିଶ୍ୱଜିତ ମହାପାତ୍ରଙ୍କ ଘର,ଅଫିସ ସମେତ ୭ଟି…
Read More...

ତଳମୁହାଁ ହେଲାଣି କରୋନା ସଂକ୍ରମଣ

ଭୁବନେଶ୍ବର: କରୋନାର ତୃତୀୟ ଲହରର ପ୍ରକୋପ ଏବେ ଦେଶରେ କମ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୫୮ ହଜାର ୭୭ ନୂଆ ମାମଲା ଆସିଛି। ଗୁରୁବାର ତୁଳନାରେ ଏହା ୧୩.୪% କମ। ଗୁରୁବାର ତୁଳନାରେ ଶୁକ୍ରବରେ ମୃତ୍ୟୁ ସଂଖ୍ୟା ମଧ୍ୟ କମ ଆସିଛି। ଗୁରୁବାର ୧୨୪୧ ଲୋକ କରୋନାରେ ଆଖିବୁଜିଥିବା ବେଳେ…
Read More...

କାହିିଁକି ଆତ୍ମହତ୍ୟା କଲେ ମହିଳା ପ୍ରଫେସର?

ଭୁବନେଶ୍ବର: ଫ୍ୟାନରେ ଲୁଗା ଲଗାଇ ଝୁଲିପଡିଲେ ପ୍ରଫେସର। ଭୁବନେଶ୍ୱର ଓୟୁଏଟି କ୍ୟାମ୍ପସରେ ମହିଳା ପ୍ରଫେସରଙ୍କ ଆତ୍ମହତ୍ୟା। କ୍ୟାମ୍ପସ ପରିସରରେ ପ୍ରଫେସରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ କାହିଁକି ପ୍ରଫେସର ଜଣକ ଏଭଳି ପଦକ୍ଷେପ ନେଲେ ତାହା ଜଣାପଡିନାହିଁ। …
Read More...