ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଆୟତ୍ତ ବାହାରେ ଦକ୍ଷିଣ କୋରିଆ, ‘ହୁ’ ପୁଣି ଦେଲା ବଡ ବୟାନ

ସିଓଲ: କରୋନାକୁ ନେଇ ଭୟ ବଢ଼ିବାରେ ଲାଗିଲାଣି। ପୂରା ଦକ୍ଷିଣ କୋରିଆ ଏବେ ବିପଜ୍ଜନକ ସ୍ଥିତିକୁ ଚାଲିଯାଇଛି। ସଂକ୍ରମଣ ଏତେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି ଯେ ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ ଏବେ ଆଉ ଶଯ୍ୟା ଖାଲି ନାହିଁ। ମିଳୁଥିବା ସୂଚନା ଅନୁସାରେ, ରୋଗୀ ଶଯ୍ୟା ନପାଇ ପ୍ରାଣ
Read More...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ରେ ସାମିଲ ହେଲା ଦୁଇ ଜିଲ୍ଲା

ସାରା ରାଜ୍ୟର ୨୮ଟି ଜିଲ୍ଲା ସାମିଲନୟାଗଡର ୭.୭୦ ଲକ୍ଷ ଓ ଜଗତସିଂହପୁରର ୯ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧାସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହି ରୂପାନ୍ତର ଗରିବ ଲୋକମାନଙ୍କୁ ବାସ୍ତବରେ ସଶକ୍ତ କରିବ - ମୁଖ୍ୟମନ୍ତ୍ରୀନୟାଗଡରେ ୧୦୦୦ କୋଟି ଓ ଜଗତସିଂହପୁରରେ ୮୦୦ କୋଟି ଟଙ୍କାର
Read More...

ରାଜ୍ୟରେ ଖୋଲିବ ସାଇବର ଅପରାଧ ଥାନା

ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ।ସମ୍ବଲପୁର ,ରାଉରକେଲା ଓ ବ୍ରହ୍ମପୁର ସାଇବର ଥାନା ମିଶି ହେଲା ୧୪୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ ଭୁବନେଶ୍ବର: ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି । ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ
Read More...

ଶେଷରେ କେନ୍ଦ୍ରୀୟ ପ୍ରତିନିଧି ନୂଆ କଥାଟେ କହି ଫେରିଲେ

ଭୁବନେଶ୍ବର: ବାତ୍ୟା ଜଓ୍ବାଦ ଜନିତ ଲଗାଣ ବର୍ଷାରେ ପୁରୀ ଓ ଗଂଜାମ ଜିଲ୍ଲାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି। ଚାଷୀଙ୍କୁ ଉପଯୁକ୍ତ ସହାୟତା ମିଳିବା ପାଇଁ ରିଲିଫ କୋଡ଼ରେ ସଂଶୋଧନର ଆବଶ୍ୟକତା ରହିଛି। ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ। ରିଲିଫ କୋଡ଼ ସଂଶୋଧନ କରିବାକୁ
Read More...

ଓମିକ୍ରନର ନୂଆ ଲକ୍ଷଣ ସାମ୍ନାକୁ ଆସିଲା

ନୂଆଦିଲ୍ଲୀ: ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ହେବା ପରେ ସାରା ବିଶ୍ବରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି। ଏ ସଂପର୍କରେ ଜଣାପଡିବା ପରେ ବିଟ୍ରେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ତତ୍ପରତା ଦେଖାଇଛନ୍ତି। ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ନେବାକୁ
Read More...

ବଡ କଥାଟେ କହିଦେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ

ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ଓମିକ୍ରନର ପ୍ରଭାବକୁ ଦେଖି ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି ଅନେକ ମତ ଦେଲେଣି। ଠିକ୍ ଏମିତି ସମୟରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବର୍ଷ ୫ ବିଲିୟନ କୋଭିଡ ଡୋଜ ଉତ୍ପାଦନ
Read More...

ଚମକେଇଦେବା ଭଳି ଜଣେ ନେତା ହେବେ ପିସିିସି ସଭାପତି

୨୦୨୪ ନିର୍ବାଚନ ବର୍ଷ କଂଗ୍ରେସ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ସମୟ ହେବପଟ୍ଟନାୟକ ଓ ବିଶ୍ବାଳ ପରିବାର ଆଗକୁ ଆହୁରି ସକ୍ରିୟ ହେବେନେତାଙ୍କ ଦଳବଦଳ ପରେ ବି କଂଗ୍ରେସ ଚର୍ଚ୍ଚାରେ ରହୁଛି, ସକ୍ରିୟ ହେଉଛିରାଜନୀତି ପାଣିପାଗ ବଦଳିଲେ, କଂଗ୍ରେସ ଅଧିକ ଫାଇଦାରେ ରହିବ ଭୁବନେଶ୍ବର: ଜଟଣୀ
Read More...

ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ କଟକ, ଖୋର୍ଧା ସାମିଲ

ସାରା ରାଜ୍ୟର ଏଯାଏ ୨୬ଟି ଜିଲ୍ଲା ଯୋଜନାରେ ସାମିଲ ହେଲେଣିକଟକର ୧୮ ଲକ୍ଷ ଓ ଖୋର୍ଦ୍ଧାର ୧୪ ଲକ୍ଷ ଲୋକ ପାଇବେ ସୁବିଧାଓଡିଆ ସ୍ୱାଭିମାନର ସୁରକ୍ଷା ପାଇଁ ଲଢେଇ ଜାରି ରହିବ : ମୁଖ୍ୟମନ୍ତ୍ରୀବିଶ୍ୱନାଥ ପଣ୍ଡିତ ପାଠାଗାରକୁ ଅତ୍ୟାଧୁନିକ କରାଯିବାକୁ ଘୋଷଣାକଟକରେ ୨୫୦୦ କୋଟି ଓ ଖୋର୍ଦ୍ଧାରେ
Read More...

ନବୀନ ହେଲଥ କାର୍ଡ: ମାଲକାନଗିରିରୁ ଆରମ୍ଭ, ଯାଜପୁରରେ ଶେଷ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଖେଳିଦେଲା ବଡଧରଣର ରାଜନୈତିକ ଖେଳସରକାରଙ୍କ କାର୍ଯ୍ୟକ୍ରମ ଧରି ଅଧା ଓଡ଼ିଶା ବୁଲିଆସିଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ, ଶହ ଶହ କୋଟିର ପ୍ରକଳ୍ପ ଭେଟିଦେଲେ ଲୋକଙ୍କୁଏପଟେ ରାଜ୍ୟର ୩୦ ଜିଲ୍ଲାରେ ସଂଗଠନକୁ ସକ୍ରିୟ
Read More...

ମୋଦୀ ବଦଳାଇଦେଲେ ଚେହେରା

ଆଜି କାଶୀ ବିଶ୍ବନାଥ କରିଡର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ୨ବର୍ଷ ୯ମାସ ମଧ୍ୟରେ ୫ଲକ୍ଷ ବର୍ଗଫୁଟ ଅଞ୍ଚଳର ବିକାଶ କରାଗଲା ବାରାଣାସୀ: ୨୦୧୯ ମାର୍ଚ୍ଚ ୮ ତାରିଖରେ ଶିଳାନ୍ୟାସ ହୋଇଥିଲା। ପାଖାପାଖି ୨ବର୍ଷ ୯ମାସ ପରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ। ଆମେ ପ୍ରଧାନମନ୍ତ୍ରୀଙ୍କ
Read More...