ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଦେଶ ଓ ରାଜ୍ୟରେ ପୁଣି ବଢିଲା ସଂକ୍ରମଣ

ଆଜି ଦେଶ ଓ ରାଜ୍ୟରେ ପୁଣି ବଢିଛି ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟରେ ୫ ହଜାରକୁ ସଂକ୍ରମଣ ଖସିଯାଇଥିବା ବେଳେ ଆଜି ପୁଣି ୭ ହଜାରକୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ମଧ୍ୟ ବଢିଛି ରାଜ୍ୟରେ । ଦେଶରେ ବି ମଙ୍ଗଳବାର ଅପେକ୍ଷା ବୁଧବାର…
Read More...

ବାପା ହେଲେ ଯୁବରାଜ

ପୂର୍ବତନ ଭାରତୀୟ ଷ୍ଟାର କ୍ରିକେଟର ଯୁବରାଜ ସିଂ ବାପା ହୋଇଛନ୍ତି ।ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ମଙ୍ଗଳବାର ପତ୍ନୀ ହେଜେଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି ଯୁବରାଜ। ଯୁବରାଜ ଲେଖିଛନ୍ତି ଯେ, ମୋର…
Read More...

କନିକା ରାଜପରିବାରରେ ହତ୍ୟାକାଣ୍ଡ..ମା’କୁ ମାରିଲା ପୁଅ..

ମାଆକୁ ମାରିଲା ପୁଅ । କନିକା ରାଜପରିବାରରେ ବୀଭତ୍ସ ହତ୍ୟାକାଣ୍ଡ । କଟକ କନିକା ଛକ ସ୍ଥିତ ଶ୍ରୀବିହାର କଲୋନୀରେ ରହୁଥିବା କନିକା ରାଜାଙ୍କ ନାତୁଣୀବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ହତ୍ୟା କରିଛି ତାଙ୍କ ପୁଅ । ୭୫ ବର୍ଷୀୟା ମାଆଙ୍କୁ ହତ୍ୟା କରିଛି ପୁଅ ଗୋପାଳ ଭଞ୍ଜଦେଓ । ପରିବାର ଲୋକଙ୍କ…
Read More...

କୋଟିଆ: ସିଲେକ୍ସନ ନୁହେଁ ଇଲେକ୍ସନ ହେବ

ଫେଲ୍ ମାରିଲା ସର୍ବଦଳୀୟ କମିଟିର ରଣନୀତି । କୋଟିଆରେ ସିଲେକ୍ସନ ନୁହେଁ ଇଲେକ୍ସନ ହେବ । ଜିଲ୍ଲା ପରିଷଦ ପାଇଁ ଲଢେଇ କରିବେ ଦୁଇ ପ୍ରାର୍ଥୀ । ସ୍ୱାଧୀନ ପ୍ରାର୍ଥୀ ଭାବେ ଟିକା ଗେମେଲ ଓ ସବିନା ଗୁଡିଆ ନାମାଙ୍କନ ଦାଖଲ କରିଥିଲେ । ଆଉ ସର୍ବଦଳୀୟ ନେତାଙ୍କ ସମ୍ମତିରେ ମମତା ଜାନି…
Read More...

ସାମ୍ବାଦିକଙ୍କ ଉପରେ କାହିଁକି ଚିହିଁକି ଉଠିଲେ ବାଇଡେନ ?

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ଏକ ଭିଡିଓ ଆସିଛି । ଯେଉଁଥିରେ ଜଣେ ସାମ୍ବାଦିକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ପଚାରିବା ପରେ ଆପତ୍ତି ଜନକ ଭାଷାରେ ବାଇଡେନ ଗାଳିଦେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ…
Read More...

ବ୍ରିଜରୁ ଖସିଲା କାର..ବିଧାୟକଙ୍କ ପୁଅ ସମେତ ୭ ମୃତ

ମହାରାଷ୍ଟ୍ର ୱାର୍ଦ୍ଧାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବିଧାୟକଙ୍କ ପୁଅ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ସେଲସୁରା ବ୍ରିଜ ଉପରେ ଯିବା ସମୟରେ ଛାତ୍ରଙ୍କ ଗାଡି ସାମନାକୁ ଜଙ୍ଗଲୀ ପଶୁ…
Read More...

କରୋନା ସଂକ୍ରମଣରେ ବଡ଼ ହ୍ରାସ..ଆଣିଲା ଆଶ୍ୱସ୍ତି

ଭୁବନେଶ୍ବର; ରାଜ୍ୟରେ ଓ ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପରେ ଏବେ ଏଥିରେ ସାମାନ୍ୟ ବ୍ରେକ ଲାଗିଛି । ତଳମୁହାଁ ହୋଇଛି କରୋନା ଗ୍ରାଫ୍ । ରାଜ୍ୟରେ ୫ ହଜାରକୁ ଖସିଛି ସଂକ୍ରମଣ । ଯାହା ରାଜ୍ୟ ପାଇଁ ଭଲ ଖବର । ସେହିପରି ଦେଶରେ ଗତ କିଛି ଦିନରେ ୩ ଲକ୍ଷ ଉପରେ ଦୈନିକ ସଂକ୍ରମିତଙ୍କ…
Read More...

ଓମିକ୍ରନ କରୋନା ମହାମାରୀର ଅନ୍ତ ନୁହେଁ, ’ହୁ’ ଦେଲା ଚେତାବନୀ

ସମଗ୍ର ବିଶ୍ୱ କରୋନା ମହାମାରୀକୁ ନେଇ ଚିନ୍ତିତ । ଓମିକ୍ରନ ଭ୍ୟାରିଆଣ୍ଟର ସଂକ୍ରମଣ ବିଶ୍ୱର ଅନେକ ଦେଶରେ ଏବେ ବି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ଭିତରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ(ହୁ) ଚେତାବନୀ ଦେଇଛି ଯେ, ଓମିକ୍ରନ ଭ୍ୟାରିଆଣ୍ଟ ମହାମାରୀର ଅନ୍ତ ନୁହେଁ । ହୁ କହିଛି, କରୋନା…
Read More...

ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ । ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହା ସହ ପ୍ରାର୍ଥୀଙ୍କୁ ଚିହ୍ନ ମଧ ମିଳିବ । ଏହା ପରେ ଆସନ୍ତାକାଲିଶଠୁ ଜୋରଦାର ହେବ ନିର୍ବାଚନ ପ୍ରଚାର ।…
Read More...

ଆଇଆଇଟି ମାଡ୍ରାସର ଆକଳନ, ଏଇ ଦିନ ଭାରତରେ ଶୀର୍ଷ ଛୁଇଁବ ସଂକ୍ରମଣ

ଭାରତରେ ଗତ କିଛି ଦିନ ହେବ ଦେଶରେ ୩ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଧିକାଂଶ ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତରେ କରୋନାର ତୃତୀୟ ଲହର ଆସିସାରିଛି । ଏହାରି ଭିତରେ ଆଇଆଇଟି ମାଦ୍ରାସ ପକ୍ଷରୁ ଆଶ୍ୱସ୍ତି ଖବର ଆସିଛି । ଆଇଆଇଟି ମାଡ୍ରାସର ବିଶେଷଜ୍ଞଙ୍କ ଅନୁଯାୟୀ, କ୍ରମାଗତ…
Read More...