ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମାଆ ବିରଜାଙ୍କୁ ନେଇ ରହିଛି ଏମିତି କିଛି କଥା…

ଷୋଳପୂଜାର ଆଜି ହେଉଛି ଚତୁର୍ଥ ଦିବସ, ସବୁ ଦେବୀ ପୀଠ ଚଳଚଞ୍ଚଳ ଭୁବନେଶ୍ୱର: ଷୋଡଶ ଦିନାତ୍ମକ ଦୁର୍ଗାପୂଜାର ଆଜି ହେଉଛି ଚତୁର୍ଥ ଦିବସ। ପ୍ରମୁଖ ଦେବୀ ପୀଠ ଏବେ ଚଳଚଞ୍ଚଳ। ମନ୍ଦିର ପ୍ରଶାସନ ବ୍ରାହ୍ମଣଙ୍କୁ ବରଣ କରିବା ପରେ ସେମାନଙ୍କ ଦ୍ବାରା ପୂଜା ଜାରି ରରହିଛି। ପ୍ରତି ପୀଠରେ…
Read More...

ଭାଷା ଓ ନଦୀ ସୁରକ୍ଷା ପାଇଁ ଏକାଠି ହେଲେ

ଭାଷା ଆନ୍ଦୋଳନ ଓଡ଼ିଶା ପକ୍ଷରୁ ପ୍ରଦୀପ ପ୍ରଜ୍ବଳନ କରି ପ୍ରତିବାଦ ଭୁବନେଶ୍ୱର: ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଭାଷା ଆନ୍ଦୋଳନ ଓଡ଼ିଶା ଦୀର୍ଘ ୮୭୮ ଦିନର ଆନ୍ଦୋଳନ ଫଳରେ ସରକାର ଓଡ଼ିଆରେ ଓଡିଶା ଶାସନ ପାଇଁ ପଥ ପରିଷ୍କାର କରିଛନ୍ତି। ହେଲେ ସରକାରୀ ଅଫିସର ଏବେ ଏଥିରେ ବାଧକ…
Read More...

ଜେସପିଏଲ ଫାଉଣ୍ଡେସନ୍ ମହାତ୍ମା ସମ୍ମାନ ପୁରସ୍କାରରେ ସମ୍ମାନିତ

ନୂଆଦିଲ୍ଲୀ / ଭୁବନେଶ୍ୱର, ଅକ୍ଟୋବର ୦୧, ୨୦୨୧:କୋଭିଡ ମହାମାରୀ ମୁକାବିଲା ପାଇଁ ବହୁମୁଖୀ ସାମାଜିକ କାର୍ଯ୍ଯକ୍ରମ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନକୁ ସମ୍ମାନଜନକ ମହାତ୍ମା ପୁରସ୍କାରରେ ସମ୍ମାନିତ କରାଯାଇଛି | ପୁଡୁଚେରୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡ କିରଣ ବେଦୀ, ଆଇପିଏସ୍, ଆଜି…
Read More...

ମହଙ୍ଗା ହେବ ସାର, ବିଜୁଳି ଦର

ନୂଆଦିଲ୍ଲୀ, ୧/୧୦: ମାସ ଆରମ୍ଭରୁ କେନ୍ଦ୍ର ସରକାର ଖାଉଟିଙ୍କ ଉପରେ ମହଙ୍ଗା ବୋଝ ଲଦି ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇବା ସହିତ ଘରୋଇ ବଜାରରେ ପ୍ରାକୃତିକ ଗ୍ୟାସ୍ ଦର ଆଜି ୬୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହାକୁ ତୁରନ୍ତ ଲାଗୁ କରାଯାଇଛି। ଓଏନଜିସି ଏବଂ ଅଏଲ୍…
Read More...

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଉଚ୍ଚ କ୍ଷମତା ସମ୍ପନ୍ନ ପେଟ-ସିଟି ସ୍କାନ ସେବାକୁ ଏକ ବର୍ଷ ପୂରିଲା

ଭୁବନେଶ୍ୱର, ଅକ୍ଟୋବର ୧ : ସମ୍ ଅଲ୍ଟିମେଟ୍ ମେଡିକେୟାରର ନ୍ୟୁକ୍ଲିୟର୍ ମେଡିସିନ୍ ବିଭାଗ ଓ ଏହାର ଉଚ୍ଚ କ୍ଷମତା ସମ୍ପନ୍ନ ପେଟ୍‌-ସିଟି ସ୍କାନ୍ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଏକ ବର୍ଷ ପୂରଣ କରିଛି । ଗୋଟିଏ ବର୍ଷ ଭିତରେ ସହରରେ ସବୁଠାରୁ ଅଧିକ ସଂଖ୍ୟକ ପେଟ-ସିଟି…
Read More...

ତାଲିବାନ ଉପରେ କାହିଁକି ରାଗିଲା କତାର?

କାବୁଲ: ତାଲିବାନକୁ ଖୋଲାଖୋଲି ସମର୍ଥନ କରୁଥିବା କତାର ଏବେ ଏହି ସଂଗଠନ ଉପରେ ବର୍ଷିଛି । କତାରର ଜଣେ ବରିଷ୍ଠ କୁଟନୀତିଜ୍ଞ କହିଛନ୍ତି ଯେ, ମହିଳାଙ୍କ ପ୍ରତି ତାଲିବାନଙ୍କ ମନୋଭାବ ଅତ୍ୟନ୍ତ ନିରାଶାଜନକ। ଏହି ପଦକ୍ଷେପ ଆଫଗାନିସ୍ତାନକୁ ଆହୁରି ପଛକୁ ଠେଲି ଦେବ। କେବଳ ସେତିକି ନୁହେଁ,…
Read More...

ଆଜିଠୁ ବଦଳିଯିବ ଏସବୁ ନିୟମ..

ଭୁବନେଶ୍ବର: ଆଜି ଅକ୍ଟୋବର ୧ ତାରିଖ।ନୂଆ ମାସ ନୂଆ ନିୟମ। ଆଜିଠୁ ସାରାଦେଶରେ ଅନେକ ନିୟମ ବଦଳିଯିବ। ଯାହା ସାଧାରଣ ଜନତାଙ୍କ ଉପରେ ସିଧା ପ୍ରଭାବ ପକାଇପାରେ। ଏହି ପରିବର୍ତ୍ତନ ଗୁଡିକ ବ୍ୟାଙ୍କିଙ୍ଗ୍, ପେମେଣ୍ଟ ବ୍ୟବସ୍ଥା ଓ ସେୟାର ମାର୍କେଟ ସହିତ ଜଡ଼ିତ। ଆସନ୍ତୁ ଜାଣିବା ଆଜିଠୁ କେଉଁ…
Read More...

ଆଜି ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର..ଜାଣନ୍ତୁ କେଉଁଠି କେତେ?

ଭୁବନେଶ୍ବର: ମାସ ଆରମ୍ଭରୁ ବଢିଛି ତୈଳ ଦର> ଲଗାତର ଦ୍ୱିତୀୟ ଦିନରେ ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଦେଶରେ ପ୍ରାୟ ସବୁ ସହରରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଛି। କ୍ରମାଗତ ତୈଳ ଦର ବୃଦ୍ଧି ଯୋଗୁଁ ନିଜ ଜୀବିକା ଲାଗି ଗମନାଗମନ…
Read More...

ପୁରୀରେ ମାଆ ବିମଳାଙ୍କ ସଂପର୍କରେ କିଛି ଗୋପନ ତଥ୍ୟ

ଷୋଳ ପୂଜାର ତୃତୀୟ ଦିବସରେ ସବୁ ଦେବୀ ପୀଠ ଚଳଚଞ୍ଚଳ ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଦେବୀ ପୀଠରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସପ୍ତମୀ ଯୁକ୍ତ ଅଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ସମେତ, ମାଆ ବିରଜା, ମଙ୍ଗଳା, ହିଙ୍ଗୁଳା, ମଣିନାଗ ଦୁର୍ଗା ଆଦି ପୀଠମାନଙ୍କରରେ ସହସ୍ର…
Read More...

ସମ ହସ୍ପିଟାଲର ହୃଦରୋଗ ବିଭାଗ ଟିମ୍ ଦ୍ୱାରା ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର, ୩୦/୦୯ : ଜନ୍ମ ସମୟରୁ ଜୀବନ ସୃଷ୍ଟିକାରୀ ହୃଦରୋଗ ଥିବା ଜଣେ ୨୫ ବର୍ଷ ଯୁବକଙ୍କର ଶରୀରରେ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲର ହୃଦରୋଗ ବିଭାଗର ସର୍ଜନ । ସାରଦା ପ୍ରସନ୍ନ…
Read More...