ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କିଏ ସେହି ପୁଲିସ; ଯିଏ ମନୀଷଙ୍କୁ ପିଟିପିଟି ମାରିଦେଲେ?

କାନପୁର: ସ୍ଥାନୀୟ କାନପୁରର ପ୍ରପର୍ଟି ଡିଲର ମନୀଷ ଗୁପ୍ତାଙ୍କୁ ଗୋରଖପୁର ପୁଲିସ ପିଟିପଟି ହତ୍ୟା କରିଥିବା ମାମଲାରେ କିଛି ଫଟୋ ସାମନାକୁ ଆସିଛି। ରାମଗଡ ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ଜଗତ ନାରାୟଣ ସିଂ,ଓ ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ର ହୋଟେଲ ରୁମରେ ପରିଚୟ ପତ୍ର ଯାଂଚ କରୁଥିବା…
Read More...

‘ହାତ ଛାଡିବି,ପଦ୍ମ ଧରିବିନି’

ନୂଆଦିଲ୍ଲୀ: ମୁଁ କଂଗ୍ରେସରେ ରହିବନି କିନ୍ତୁ ବିଜେପିରେ ବି ଯୋଗ ଦେବିନାହିଁ। ପ୍ରଥମେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ପରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ପରେ ଜାତୀୟ ଗଣମାଧ୍ୟରେ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ…
Read More...

ଭାରତ ସହ କାହିଁକି ସୁସମ୍ପର୍କ ରଖିବାକୁ ଚାହୁଁଛି ତାଲିବାନ?

କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ପରେ ଭାରତ ସହ ସୁସମ୍ପର୍କ ସ୍ଥାପନ କରିବାକୁ କରିବାକୁ ଚାହୁଁଛି ତାଲିବାନ ସରକାର। ତାଲିବାନ ଭାରତକୁ ଭଲ ସମ୍ପର୍କ ପାଇଁ ଇଚ୍ଛା ପ୍ରକାଶ କରି ଚିଠି ଲେଖିଛି। ବାସ୍ତବରେ ତାଲିବାନ ଏହି ଚିଠି ଲେଖି ଭାରତ ବିରୋଧରେ କୂଟନୈତିକ ଷଡଯନ୍ତ୍ର ଚଳାଇଛି। ତାଲିବାନ…
Read More...

ଆତଙ୍କବାଦୀ ବାବର ବଖାଣିଲା ଗହନ କଥା

ନୂଆଦିଲ୍ଲୀ: ଭାରତରେ ଗତ ୧୮ ତାରିଖରେ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ଅଲ୍ଲୀ ବାବର ପାତ୍ର ଆତଙ୍କବାଦ ଯୋଗଦାନ ପଛର ରହସ୍ୟ ଖୋଲିଛି। କାହିଁକି ସେ ଲସ୍କର ଏ ତୋଏବା ଭଳି ଆତଙ୍କବାଦ ସଙ୍ଗଠନରେ ଯୋଗଦେଇଥିଲା, ତାର କାରଣ ସେ ନିଜେ ଭାରତର ସୁରକ୍ଷା କର୍ତ୍ତୃପକ୍ଷଙ୍କ ସାମ୍ନାରେ…
Read More...

ହସ୍ପିଟାଲରେ ଭର୍ତ୍ତି ହେଲେ ଶ୍ୱେତା

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ଟେଲିଭିଜନ ଅଭିନେତ୍ରୀ ଶ୍ୱେତା ତିୱାରୀ। ମୁମ୍ବାଇର ଏକ ହସ୍ପିଟାଲରେ ଶ୍ୱେତାଙ୍କ ଚିକିତ୍ସା ଚାଲିଛି। ପାଣିପାଗ ପରିବର୍ତ୍ତନ ଯୋଗୁଁ ଦୁର୍ବଳତା ଓ ନିମ୍ନ ରକ୍ତଚାପ କାରଣରୁ ଯେ ଅସୁସ୍ଥ ଅନୁଭବ କରିଥଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ…
Read More...

ପଡୁଛି ଭୋଟ; ନେତା ବାଛୁଛନ୍ତି ପିପିଲିବାସୀ

ଭୁବନେଶ୍ବର: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡ଼ରେ କିଏ ମାରିବ ବାଜି? କିଏ ପିନ୍ଧିବ ବିଜୟ ମୁକୁଟ ? କାହାର ହେବ ପିପିଲି? ବିଜେଡିର ରୁଦ୍ର ମହାରଥୀ, ବିଜେପିର ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶସନ ହରିଚନ୍ଦନ ମହାପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର। ଆଜି ସକାଳ ୭ଟାରୁ ପିପିଲି…
Read More...

ଅଗ୍ନି ପରୀକ୍ଷାରେ ମମତା; ଭବାନୀପୁରରେ ସମ୍ମାନର ଲଢେଇ

କୋଲକାତା: ପଶ୍ଚିମବଙ୍ଗ ଭବାନୀପୁରରେ ଆଜି ସମ୍ମାନର ଲଢେଇ ଚାଲିଛି। ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଉପନିର୍ବାଚନ ପାଇଁ ଆଜି ସକାଳୁ ଆରମ୍ଭ ହୋଇଛି ମତଦାନ। ଏପଟେ ଭବାନୀପୁର ବିଧାନସଭା ଆସନ ଉପରେ ପୂରା ଦେଶର ନଜର ରହିଛି। କାରଣ ୩ ଲକ୍ଷରୁ ଅଧିକ ଭୋଟର ଆଜି ମମତା ବାନାର୍ଜୀଙ୍କ ଭାଗ୍ୟକୁ ସିଲ…
Read More...

ଜାଣନ୍ତୁ; କଟକ ଚଣ୍ଡୀଙ୍କୁ ନେଇ ଏମିତି କିଛି କଥା

ଷୋଳ ପୂଜାର ଆଜି ଦ୍ବିତୀୟ ଦିବସ, କମ୍ପୁଛି ଓଡ଼ିଶାର ସବୁ ଦେବୀ ପୀଠ ଭୁବନେଶ୍ୱର: ଦେବୀ ପୂଜା ଓ କଟକ ସହର କାହିଁ କେଉଁ କାଳରୁ ସ୍ୱତନ୍ତ୍ର ପରିଚିତି ଲାଭ କରିଛି। ସେଠାରେ ମାଆ କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀ ବିରାଜିତା। ବର୍ଷତମାମ ଦେବୀଙ୍କ ନିକଟରେ ଶ୍ରଦ୍ଧାଳୁ ଭିଡ ଲଗାଇଥାନ୍ତି।…
Read More...

କର୍ମଚାରୀଙ୍କ ପାଇଁ ଅଣ୍ଟା ଭିଡ଼ିଲେ ଧର୍ମେନ୍ଦ୍ର

ଏହି ଦୁଇଟି ପ୍ରସଙ୍ଗରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ଇସଆଇସିର ଆଂଚଳିକ କାର୍ଯ୍ୟାଳୟ ଥିବା କାରଣରୁ ପଶ୍ଚିମ ଓଡିଶାବାସୀଙ୍କୁ ଏହି କାର୍ଯ୍ୟାଳୟକୁ ଯିବା ପାଇଁ ଦୂରଦୂରାନ୍ତରରୁ ଯାତ୍ରା କରିବାକୁ…
Read More...

ଟିକା ନେଉଥିଲେ ମହିଳା, ଏପଟେ ଚୋର..

ଭୁବନେଶ୍ବର: ଟିକା ନେବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ରାଜଧାନୀରେ। ଭୁବନେଶ୍ୱର କଳିଙ୍ଗବିହାର ଅଞ୍ଚଳରେ ଜଣେ ମହିଳା ଟିକା ନେବାକୁ ଯାଇଥିଲେ। ଆଉ ଏହାର ଫାଇଦା ନେଇ କିଛି ଦୁର୍ବୃତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରିଥିବା…
Read More...