ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ସୋମବାର କାଶୀବିଶ୍ବନାଥଙ୍କୁ ଧ୍ୟାନ କରନ୍ତୁ

ଓଁ ବିଶ୍ବେଶ୍ବରାୟ ନରକାର୍ଣ୍ଣବତାରଣାୟ।ଭକ୍ତିପ୍ରଦାୟ ଭବରୋଗବିମୋଚନାୟ।।ଗୌରୀପ୍ରିୟାୟ ବରଦାୟ ତ୍ରିଲୋଚନାୟ।ସଂସାର ଦୁଃଖହରଣାୟ ନମଃ ଶିବାୟ।।
Read More...

ସିଦ୍ଧୁଙ୍କ ମୁଣ୍ଡରେ କଂଗ୍ରେସ ମୁକୁଟ, ତଥାପି ବିବାଦ ଟଳିନି

ନୂଆଦିଲ୍ଲୀ: ପଞ୍ଜାବରେ ବହୁ କଳ୍ପନାଜଳ୍ପନା ଏବଂ ବିବାଦ ପରେ ଏଆଇସିସି ସଭାପତି ସୋନିଆ ଗାନ୍ଧୀ ରବିବାର ଦିନ ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ସୋନିଆ ରାଜ୍ୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ସିଦ୍ଧୁଙ୍କ
Read More...

ପୁଣି ସଫଳତା: ସଂଗଠନ ଛାଡୁଛନ୍ତି ଦୁର୍ଦାନ୍ତ ମାଓବାଦୀ

ଭୁବନେଶ୍ବର: ମାଓ ସଂଗଠନକୁ ଶକ୍ତ ଝଟକା ଲାଗିଛି। ଦୁର୍ବଳ ହେଉଛି ଲାଲ ସଂଗଠନ। ଡିଜିପି ଅଭୟଙ୍କ ମାଲକାନଗିରି ଓ କୋରାପୁଟ ଗସ୍ତ ସମୟରେ ୩ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ଡିଜିପିଙ୍କ ଉପସ୍ଥିତିରେ ୨ ଜଣ ଆତ୍ମସମର୍ପଣ କରିଥିବା ବେଳେ
Read More...

ବିଜୟ-ବୈଜୟନ୍ତ ଏକାଠି ବସିଥିଲେ , କଣ ଚର୍ଚ୍ଚା କଲେ?

ଭୁବନେଶ୍ବର: ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ପଶ୍ଚିମ ଓଡ଼ିଶାକୁ ଯେଭଳି ଗୁରୁତ୍ବ ମିଳିବା କଥା ମିଳିଲା ନାହିଁ। କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ବରଗଡ, ସୁନ୍ଦରଗଡ ସବୁ ଲୋକସଭା ଆସନରୁ ଦଳ ଜିତିଥିଲେ ବି ପ୍ରଧାନମନ୍ତ୍ରୀ କାହାକୁ ଜଣକୁ ବି ମନ୍ତ୍ରିମଣ୍ଡଳକୁ ନେଲେ ନାହିଁ। ଏପଟେ
Read More...

ଦିଲ୍ଲୀରେ ଉଠିବ ଓଡିଶା ଦାବି

ବିଧାନ ପରିଷଦ ବିଲ୍, ମହିଳା ସଂରକ୍ଷଣ ଓ ଅନୂସୂଚିତ ଜନଜାତି ତାଲିକା ଦାବି କରିବ ଓଡ଼ିଶା ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ବିଶ୍ୱାସ ଜିତିବାକୁ ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
Read More...

ବଡ଼ଦାଣ୍ଡରେ ପୁଲିସର ଫ୍ଲାଗମାର୍ଚ୍ଚ

ନିୟମ ଉଂଲଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ବାହୁଡା ଯାତ୍ରା ଆଗରୁ ପୁରୀ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରିଛି ପୁଲିସ।ଅମାନିଆଙ୍କ ଉପରେ କଡ଼ା ନଜର ରଖିବାକୁ ୨୦ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ବଡ଼ଦାଣ୍ଡରେ ୨୦ ମିଟର ଦୂରତା ମଧ୍ୟରେ ଗୋଟିଏ ଲେଖାଁଏ ସ୍କ୍ୱାର୍ଡ ରହିବେ । ପ୍ରତ୍ୟେକ
Read More...

କଟକ ବିକାଶ ସମୀକ୍ଷା କଲେ ପାଣ୍ଡିଆନ୍

ତାଳଦଣ୍ଡା କେନାଲ, ନେତାଜୀ ବସ ଟର୍ମିନାଲ, ଏସ୍‌ସିବି ରୂପାନ୍ତରୀକରଣ କାର୍ଯ୍ୟ ଅନୁଧ୍ୟାନ କଲେ ଭୁବନେଶ୍ବର: ଆଜି ସକାଳେ ସଚିବ (୫ଟି) ଭି କେ ପାଣ୍ଡିଆନ୍ କଟକସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି।
Read More...

ସୌମ୍ୟ ମର୍ଡରରେ ଟ୍ଵିଷ୍ଟ

ସୌମ୍ୟରଂଜନଙ୍କ ମୃତ୍ୟୁର ବାହାରିବ ସତ୍ୟଖୋଜା ଚାଲିଛି ଗୋଟି ଗୋଟି କରି ଖିଅବାଲଶ୍ୱର, ମୟୁରଭଂଜରେ ୬ ଜଣିଆ ଟିମସୌମ୍ୟଙ୍କ ମାଆ ଓ ପତ୍ନୀଙ୍କ ପଚରାଉଚରା କରିବ ପୁଲିସସାଇଟିଂଫିକ ଟିମ ହାତରେ ଡାଏରୀ ଓ ଲାପଟପ ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁକୁ ଯେତିକି ଦିନ ଗଡୁଛି,
Read More...

କାହା ପାଖକୁ ଆସୁଥିଲା ବନ୍ଧୁକ?

ବନ୍ଧୁକ ରାକେଟର ପର୍ଦ୍ଦାଫାଶ, ଏସଟିଏଫ କବ୍‌ଜାରେ ବେପାରୀ ଭୁବନେଶ୍ବର: ଏସଟିଏଫ୍ କବ୍‌ଜାରେ ଚୋରା ବନ୍ଧୁକ ବେପାରୀ। ବନ୍ଧୁକ ବିକ୍ର୍ରି ପାଇଁ ଡିଲ ଚାଲିଥିଲା। ଖବର ପାଇଁ ଘଟଣା ସ୍ଥଳରେ ହଠାତ ପହଞ୍ଚିଗଲା ଏସଟିଏଫ୍। ଖୋର୍ଦ୍ଧାରେ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟରେ ପର୍ଦ୍ଦାଫାଶ କରିଛି
Read More...

ପୁଣି ଉପରମୁହାଁ ହେଲା କରୋନା

୫ ହଜାର ଟପିଲା ମୃତ୍ୟୁସଂଖ୍ୟା, ଖୋର୍ଦ୍ଧାକୁ ଆୟତ୍ତକୁ ଆଣିପାରୁନାହାନ୍ତି ଭୁବନେଶ୍ବର: କରୋନା ଡରାଉଛି। ରାଜ୍ୟରେ ପୁଣି ସଂକ୍ରମଣ ଉପରମୁହାଁ ହୋଇଛି। ଗତ ୪ ଦିନ ଧରି ସଂକ୍ରମଣ ହାର ୩ ପ୍ରତିଶତ ପାଖାପାଖି ରହୁଥିବା ବେଳେ ଖୋର୍ଦ୍ଧା,କଟକରେ ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ। ମୃତ୍ୟୁହାର
Read More...