କାଲିଠୁ କଟକରେ ଖୋଲିବ ଧର୍ମାନୁଷ୍ଠାନ
ଧୀରେ ଧୀରେ ଅନଲକ ମୁହାଁ ହେଉଛି ଓଡିଶା । ଅଗଷ୍ଟ ଗାଇଡଲାଇନ କୋହଳ ପରେ ମଲ , ମନ୍ଦିର , ପାର୍କ ଖୋଲିବା ଆରମ୍ଭ ହୋଇଛି । ସବୁ ଜିଲ୍ଲାରେ ଧର୍ମାନୁଷ୍ଠାନ ଗୁଡିକୁ ଖୋଲାଯାଉଛି । ଆସନ୍ତାକାଲଠୁ କଟକ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ଭବାନୀ!-->…
Read More...
Read More...