ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇଡି କରିବ ତଦନ୍ତ

ପିଏସ ବିରଞ୍ଚି ସାହୁଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ କରିବ ପ୍ରବ ର୍ନ ନିର୍ଦ୍ଦେଶାଳୟ । ବେଆଇନ ଆର୍ଥିକ କାରବାର ନେଇ ତଦନ୍ତ କରିବ ଇଡି । ବେଆଇନ ଟଙ୍କା କାରବାରର ଖୋଳତାଡ଼ କରିବ ପ୍ରବ ର୍ନ ନିର୍ଦ୍ଦେଶାଳୟ । ଏତେ ଟଙ୍କା କେଉଁଠୁ ଆସିଲା । ସେ ନେଇ ସତ ବାହାର କରିବ ଇଡି । ଇଡି…
Read More...

ବ୍ରୋଞ୍ଜ ଆଣିଲେ ଲଭଲିନା

ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ମିଳିଛି ଆଉ ଏକ ପଦକ । ଭାରତ ପଦକ ସଂଖ୍ୟା ୩ରେ ପହ ିଛି । ଭାରତୀୟ ମହିଳା ବକ୍ସର ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ବକ୍ସିଂର ୬୯ କେଜି ବର୍ଗରେ ଲଭଲିନାଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ବକ୍ସିଂ ସେମିଫାଇନାଲ କଡା ଟକ୍କର ସତ୍ୱେ ତାଙ୍କୁ…
Read More...

କମିଥିଲା ପୁଣି ବଢିଲା

ସେପଟେ ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମଣ । ସୋମବାର ହଠାତ ହଜାରକୁ ସଂକ୍ରମିତଙ୍କ ସଂଖ୍ୟା ଖସିଆସିଥିଲା । ଏହା ପରେ ଗତ ଦୁଇ ଦିନ ହେବ ପୁଣି ସଂକ୍ରମଣ ବଢିଛି ।ଦୁଇଟି ଜିଲ୍ଲା କଟକ ଓ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ଥିବା ବେଳେ ଖୋର୍ଦ୍ଧାରେ ପୁଣି ୪୦୦ ଟପିଛି । ତେବେ…
Read More...

କୁସ୍ତିରେ କମାଲ

ଟୋକିଓ ଅଲିମ୍ପିକ୍ସରେ ଭାରତ ଦମଦାର ପ୍ରଦର୍ଶନ କରିଛି । ରେସଲିଂରେ ସେମିଫାଇନାଲକୁ ଗଲେ ରବି ଦାହିଆ ଓ ଦୀପକ ପୁନିଆ । କ୍ୱାର୍ଟର ଜିତି ସେମିଫାଇନାଲରେ ଏଂଟ୍ରି କରିଛନ୍ତି ଦୀପକ ପୁନିଆ ଓ ରବି ଦାହିଆ । ୮୬ କେଜି ଫ୍ରି ଷ୍ଟାଇଲରେ ଚାଇନା ପ୍ରତିଦ୍ୱନ୍ଦୀଙ୍କୁ ହରାଇଲେ ଦୀପକ । ୬-୩ରେ ସେ ଚାଇନ…
Read More...

ଏଇ ମାସରେ ଖୋଲିବ ଶ୍ରୀମନ୍ଦିର?

ଅଗଷ୍ଟ ମାସରେ କଟକଣା କୋହଳ ହେବା ପରେ ଧିରେ ଧିରେ ସମସ୍ତ ଜିଲ୍ଲାର ଖୋଲୁଛି ଧର୍ମାନୁଷ୍ଠାନ । ତେବେ ଆଜି ଶ୍ରୀମନ୍ଦିର ଖୋଲିବା ନେଇ ବଡ଼ ନିଷ୍ପତି ଆସିପାରେ ।ଶ୍ରୀମନ୍ଦିର କେବେ ଖାଲିବ ସେ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ବସିବ । ବୈଠକରେ ମନ୍ଦିର…
Read More...

ଭାରତର ବଢୁଛି ପଦକ ଆଶା

ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ବଢୁଛି ପଦକ ଆଶା । ଆଜି ଜାଭଲିନ ଥ୍ରୋରେ ରୋମାଞ୍ଚକ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ ଚୋପ୍ରା । ଗ୍ରୁପ ‘ଏ’ର ପ୍ରଥମ ସ୍ଥାନରେ ସେ ରହିଛନ୍ତି । ଫାଇନାଲରେ ପହ ିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ଟାର୍ଗେଟ ୮୩.୫ ମିଟର ଥିବା ବେଳେ ୮୬.୬୫…
Read More...

ଭିଜିଲାନ୍ସ ବାହାର କରିବ ଭିତିରି କଥା

ଭିଜିଲାନ୍ସ ବାହାର କରିବ ଭିତିରି କଥା । ପିଏସ ବିରଞ୍ଚି ସାହଙ୍କୁ ଗିରଫ ସହ ଚାକିରିରୁ ବାଧ୍ୟତାମୂଳକ ଅବସର ଦେବା ପରେ ଭିିଜିଲାନ୍ସ ରାଡାରରେ ଆସିଛି ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଅଫିସ । ଆଜି ଓଏସଏସସି ଅଫିସରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ । ଭିଜିଲାନ୍ସର ୨ ଜଣିଆ ଟିମ୍…
Read More...

ସିବିଏସଇ ଦଶମ ଫଳ ପ୍ରକାଶ

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ । ବିନା ପରୀକ୍ଷାରେ ରେକର୍ଡ ପାସହାର । ପାସହାର ରହିଛି ୯୯.୦୪% । ୨ଟି ୱେବସାଇଟରେ ରେଜଲ୍ଟ ଉପଲବ୍ଧି ହେଉଛି ।ସିବିଏସଇ ଡଟ ଏନଆଇସି ଡଟ ଇନ ଓ ସିବିଏସଇ ଡଟଜ ଜିଓଭି ଡଟ ଇନରେ ରେଜଲ୍ଟ ଉପଲବ୍ଧହେଉଛି । ପାସ ହାର ରହିଛି । ଦଶମ ପରୀକ୍ଷା ପାଇଁ…
Read More...

ରୁସା ଯୋଜନାରେ ଓଡିଶାକୁ ମିଳିଛି ୩୯୫.୪୨ କୋଟି

ରୁସା ଯୋଜନାରେ ଓଡିଶାକୁ ମିଳିଛି ୩୯୫.୪୨ କୋଟି ଟଙ୍କାର ଅନୁଦାନ । ଆର୍ଥିକ ଅନୁଦାନ ନେଇ ଗୃହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତର ରଖିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଦିଆଯାଇଛି ଟଙ୍କା । କେନ୍ଦ୍ରୀୟ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ…
Read More...

ସିଧାପ୍ରସାରଣକୁ ବାରର ବିରୋଧ

ହାଇକୋର୍ଟରେ ମାମଲାର ସିଧାପ୍ରସାରଣ ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଏହାକୁ ବିରୋଧ କରାଯାଇ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିଛନ୍ତି ଆଇନଜୀବୀ । ପ୍ରତିବାଦରେ ବୁଧବାର ଯାଏ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ…
Read More...