କାହିଁକି ପିଏମ୍ଓ ଛାଡିଲେ ଅମରଜିତ୍?
ନୂଆଦିଲ୍ଲୀ: କାର୍ଯ୍ୟକାଳ ଶେଷ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟକୁ 'ଗୁଡ୍ ବାଏ' କରିଛନ୍ତି ବରିଷ୍ଠ ପ୍ରଶାସକ ଅମରଜିତ୍ ସିହ୍ନା। ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ସରିବାର ସାତ ମାସ ପୂର୍ବରୁ ସେ ନିଜ ଦାୟିତ୍ବରୁ ଅବ୍ୟାହତି ନେଇଯାଇଛନ୍ତି। ୧୯୮୩!-->…
Read More...
Read More...