ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀରେ ପହଞ୍ଚିଲା କେନ୍ଦ୍ରାପଡା ରସାବଳୀ କଥା

ଭୁବନେଶ୍ବର: ରସାବଳୀ ଓଡିଶାର। ବଳଦେବୀଜୀଉଙ୍କ ମୁଖ୍ୟ ପ୍ରସାଦ ହେଉଛି ରସାବଳୀ । ତେଣୁ ରସାବଳୀଜୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ସାଂସଦ। ତିନି ସାଂସଦ ସୁବାସ ସିଂ, ମୁନ୍ନା ଖା୍ଁ, ଏବଂ ମମତା ମହନ୍ତ ଆଜି ଦିଲ୍ଲୀରେ…
Read More...

କେବେ ପୂର୍ବତନ ଡିଜି, ମୁଖ୍ୟସଚିବ ତ ଆଉ କେବେ ପୂର୍ବତନ ଜିଲ୍ଲାପାଳ

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ଅଫିସ କେଳେଙ୍କାରୀ-୨ ଭୁବନେଶ୍ବର: ପ୍ରାରମ୍ଭିକ ଆକଳନ କରି ରାଜ୍ୟ ଭିଜିଲାନ୍ସ ଟିମ୍ ଯେଉଁ ତଥ୍ୟ ପାଇଛନ୍ତି, ତାହା ଦର୍ଶାଉଛି ଯେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ୍ ବା ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ ନିଜ ରୋଜଗାର ଠାରୁ ପ୍ରାୟ…
Read More...

ସଂକ୍ରମଣ ହାର ୨% ତଳକୁ ଖସିଲା

ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ କରାଯାଇଥିବା କେବଳ କଟକ, ପୁରୀ,ଖୋର୍ଦ୍ଧା ଉପରେ ସରକାର ନଜର ରଖିଛନ୍ତି। କାରଣ ଏହି ୩ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିିଁ। ଗତ ୨୪ ଘଣ୍ଟା ମଧ୍ୟରେ ଏହି ୩ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନେକ ଦିନ…
Read More...

ସରକାରୀ ବାବୁମାନେ ସବୁ ଆଇନକୁ ଦଳିଚକଟି ଦେବେ କି?

କୋଭିଡ୍ ଗାଇଡ୍ ଲାଇନରେ ବିଚିତ୍ର ବ୍ୟବସ୍ଥା, ଏଣେ ରାତ୍ରିକାଳୀନ କର୍ଫ୍ୟୁ, ସେଣେ ଯାତ୍ରାକୁ ଅନୁମତିଯାତ୍ରା, ଫିଲ୍ମ ହଲରେ ଶତାଧିକ ବସିପାରିବେ: ରାଜନୈତିକ, ସାମାଜିକ ସଭା ପାଇଁ କିନ୍ତୁ ନିର୍ଦିଷ୍ଟ କଟକଣା ପ୍ରଶାସନ କଟକଣା ଜାରି କରିବା ବେଳେ ଦେଖାଉଥିବା ତତ୍ପରତା ଲୋକ ଭାଙ୍ଗିବା ବେଳେ…
Read More...

ଡଃ ମହାପାତ୍ରଙ୍କ ବହି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ସ୍ୱର୍ଗତ ମହାପାତ୍ରଙ୍କ ସପରିବାର ଉପସ୍ଥିତିରେ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟଗଳ୍ପ’ ପୁସ୍ତକ ଉନ୍ମୋଚନ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିବା ବେଳେ ଭାବୁକ ହେଲେ କେନ୍ଦ୍ରମନ୍ତ୍ରୀ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’କୁ ଉନ୍ମୋଚନ କରି କୃତଜ୍ଞ କୋଭିଡ୍ ସମୟରେ…
Read More...

ବିନା ପରୀକ୍ଷାରେ ରେକର୍ଡ ପାସହାର

ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ବିଜ୍ଞାନରେ ପାସ ହାର ରହିଛି ୯୫.୧୫% । ୯୪ ହଜାର୫୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୮୯ ହଜାର୯୫୧ ଜଣ । ୫୦ ହଜାର ୧୯୮ ଜଣ ଛାତ୍ର ପାସ କରିଥିବା ବେଳେ ୩୯…
Read More...

ସବୁ ଖୋଲିଲା, ଅଳ୍ପ କିଛି ବନ୍ଦ ରହିଲା

ଭୁବନେଶ୍ବର: ଆସିଲା ଅଗଷ୍ଟ ମାସର ନିୟମାବଳୀ। ରାଜ୍ୟ ସରକାର ତାଲା ଖୋଲା ଆରମ୍ଭ କରିଛନ୍ତି। ଏ ଓ ବି କାଟାଗୋରି ଜିଲ୍ଲା ହିସାବକୁ ବି ହଟାଇ ଦିଆଯାଇଛି। ସେପ୍ଟେମ୍ବର ପହିଲା ଅର୍ଥାତ୍ ମାସକ ପାଇଁ ଜାରି ନିର୍ଦେଶନାମାରେ ଅନେକ କୋଭିଡ଼ କଟକଣାକୁ କୋହଳ କରାଯାଇଛି। ସୂଚନା ଦେଇ ସ୍ବତନ୍ତ୍ର…
Read More...

ରାସନ ସାମଗ୍ରୀ ବଣ୍ଟନରେ ୩୦୦ କୋଟିର ଦୁର୍ନୀତି

କଂଗ୍ରେସ ଦଳ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେବିଜେପିର ନିରବତା ନେଇ ପ୍ରଶ୍ନ କଲା ଦଳ, ସମୁଦାୟ କେଳେଙ୍କାରୀର ସିବିଆଇ ତଦନ୍ତ ଦାବି ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଣ୍ଟନରେ ୩୦୦କୋଟି ଟଙ୍କାର ଦୁର୍ନୀତି କରିଛନ୍ତି।…
Read More...

ବିଜେପିର ଚାଷୀ ପ୍ରସଙ୍ଗର କଡ଼ା ପ୍ରତିଜବାବ ଦେଲା ବିଜେଡି

ଧାନ କିଣା ପରେ ସାର ପ୍ରସଙ୍ଗରେ ଚାପ କୌଶଳ ପ୍ରୟୋଗ କଲା ଦଳମୁଖ୍ୟମନ୍ତ୍ରୀ ଚିଠି ଲେଖିବାର ଅଳ୍ପ କିଛି କ୍ଷଣ ପରେ ବିଜେଡି ସାଂସଦ ଭେଟିଲେପୂର୍ବରୁ ଧାନ କିଣା ପ୍ରସଙ୍ଗରେ ଏଫସିଆଇ ଗୋଦାମ ଆଗରେ ବିକ୍ଷୋଭ ହୋଇଥିଲା ଭୁବନେଶ୍ବର: ଚାଷୀ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ଦ୍ବିତୀୟ କାର୍ଡ…
Read More...

ଚାଷୀ ବିଲ ମୁଣ୍ଡରେ; ସାର କୁଆଡେ ଗଲା?

କେନ୍ଦ୍ର ସରକାରଙ୍କୁ କଡା ଚିଠି ଲେଖି ଅସନ୍ତୋଷ ଜଣାଇଲେ ନବୀନ ଭୁବନେଶ୍ବର: ତିରୋଟ ସମୟରେ ସାର ନାହିଁ। ଆଉ କେବେ ମିଳିବ? ଚାଷ ଉପରେ ପ୍ରଭାବ ପଡିଲାଣି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିିତ ସୃଷ୍ଟି ହେଲାଣି। ଚାଷୀ ସ୍ଥିତି ବେହାଲ୍। ଏଭଳି ଢଙ୍ଗରେ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ…
Read More...