ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାଞ୍ଚ ନମ୍ବରରେ ଓଡ଼ିଶା

୧୦ ପ୍ରତିଶତ ସଂକ୍ରମଣ ହାରରେ ଓଡ଼ିଶାର ଗୋଟିଏ ଜିଲ୍ଲା ରହିଥିବା ସୂଚନାଦୁନିଆକୁ ତୃତୀୟ ଲହର ଆସିଗଲାଣି, ବ୍ରିଟେନ, ଋଷିଆ ସବୁଠି ଚିହ୍ନଟ ହେଲେଣିକେବେ ଆସିବ ନୁହେଁ କେମିତି ନ ଆସିବ ସେ ନେଇ ଆଲୋଚନା ହେଉ: ଡ. ପଲ୍ ଭୁବନେଶ୍ବର: ଦେଶରେ କରୋନାର ଦ୍ୱିତୀୟ ପ୍ରବାହର ସଂକ୍ରମଣ ଏବେ ଧୀରେ…
Read More...

ମୋଦୀଙ୍କ ନଜରରେ ଉତ୍ତର-ପୂର୍ବ ରାଜ୍ୟ କାହିଁକି?

ବଡ଼ ଭୋଟ ବ୍ୟାଙ୍କ ଭାବେ ଉଭା ହେଉଛିଏକାଥରକେ ପାଞ୍ଚ ମନ୍ତ୍ରୀ ଦେଇଛନ୍ତି ମୋଦୀ୮ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେକୋଭିଡ ତୃତୀୟ ଲହର ପାଇଁ ସତର୍କ କଲେ ନୂଆଦିଲ୍ଲୀ: ଉତ୍ତର ପୂର୍ବାଞ୍ଚଳ ଉପରେ ଏବେ ପ୍ରଧାନମନ୍ତ୍ରୀଙ୍କ ନଜର। ମନ୍ତ୍ରିମଣ୍ଡଳ ଅଦଳବଦଳ କରିବା ପରେ ଆଜି…
Read More...

ମୋଦୀଙ୍କ ଅର୍ଥନୈତିକ ବ୍ୟାପାର କମିଟିରେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଦ୍ୟ ଗଠିତ କ୍ୟାବିନେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କମିଟି ଭାବରେ ଜଣାଶୁଣା “କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଆଫେୟାର୍ସ” ବା ଅର୍ଥନୈତିକ ବ୍ୟାପାର କମିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ ଦିଆଯାଇଛି। ଏହି କମିଟି ଦେଶର…
Read More...

ଅଶ୍ବିନୀଙ୍କ ଗୁରୁତ୍ବ ବଢାଇଲେ ପ୍ରଧାନମନ୍ତ୍ରୀ

କ୍ୟାବିନେଟ କମିଟିରେ ବଡ଼ ପରିବର୍ତ୍ତନ ଆଣିଲେ ମୋଦୀସିନ୍ଧିଆ, ଯାଦବ, ସ୍ମୃତି ଏବଂ ସର୍ବାନନ୍ଦଙ୍କୁ ସାମିଲ କରାଗଲା ନୂଆଦିଲ୍ଲୀ: କ୍ୟାବିନେଟ୍ ଅଦଳବଦଳ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ପାଦେ ଆଗକୁ ଯାଇ ବିଭିନ୍ନ କ୍ୟାବିନେଟ୍ କମିଟିରେ ବଡ଼ ପରିବର୍ତ୍ତନ…
Read More...

ଭୁବନେଶ୍ବର କ୍ଲବରେ ଇଏ କି ଫାର୍ସ ଚାଲିଛି?

ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ନିଜର କନିଷ୍ଠ ଅଫିସର, ବ୍ୟବସାୟୀଙ୍କୁ ଭୋଟ ମାଗିବେ?ଅସିତ ତ୍ରିପାଠୀ ନିଜ ପଦବିର ଗୁରୁତ୍ବ ବୁଝିପାରୁନାହାନ୍ତି କି?ତାଙ୍କ ପଦବି ପ୍ରଭାବିତ ହେବ କି ନାହିଁ?ରାଜ୍ୟ ସରକାରଙ୍କ ଅଫିସରମାନେ ଏଠି ନିର୍ବାଚନ ଲଢି ବାହାର ଲୋକଙ୍କୁ ସହଯୋଗ…
Read More...

ପୁରୀରେ କେଉଁଠି ରହିଲା, କେଉଁଠାରୁ ହଟିଲା କର୍ଫ୍ୟୁ

୧୨ ଘଣ୍ଚା ପୂର୍ବରୁ ହଟିଲା, କିଛି ଅଞ୍ଚଳରେ ୧୪ ତାରିଖ ସକାଳ ଯାଏ ରହିବ ପୁରୀ: ଗତକାଲି ଶାନ୍ତିଶୃଙ୍ଖଳାର ସହିତ ରଥଯାତ୍ରା ସମାପନ ପରେ ପୁରୀରୁ କର୍ଫ୍ୟୁ ହଟାଇଲା ଜିଲ୍ଲା ପ୍ରଶାସନ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ନିମନ୍ତେ ଆଜି ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପୂର୍ବରୁ…
Read More...

ପୁଣି ବଢିଲା କରୋନା ସଂକ୍ରମଣ ହାର

ଆଉ କେତେ ଲମ୍ବିବ ମୃତ୍ୟୁ ତାଲିକା? ଭୁବନେଶ୍ବର: ଅନେକ ଦିନ ବ୍ୟବଧାନ ପରେ ସଂକ୍ରମଣ ଗତକାଲି ୩ ପ୍ରତିଶତ ତଳକୁ ଖସି ଆସିଥିଲା। ଆଜି ପୁଣି ଏହା ଉପରମୁହାଁ ହୋଇଛି। ପରୀକ୍ଷା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଉପକୂଳବର୍ତୀ ଜିଲ୍ଲାରେ ପଜିଟିଭ ହାର ଅଧିକ ରହିଛି ।…
Read More...

ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ

ପୁରୀରେ ସାମାନ୍ୟ କୋହଳ ହେଲା କର୍ଫ୍ୟୁ ପୁରୀ: ଶରଧାବାଲିରେ ତିନି ରଥ। ମହାମାରୀ କଟକଣା ଓ କର୍ଫ୍ୟୁ ଭିତରେ ବିନା ଭକ୍ତରେ ତିନି ରଥ ଶରଧା ବାଲିରେ ନିର୍ଦିଷ୍ଟ ସମୟ ପୂର୍ବରୁ ପହଞ୍ଚିଥିଲେ ମହାପ୍ରଭୁ। ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ। ଆଡପମଣ୍ଡପ ବିଜେ ପାଇଁ ଆରମ୍ଭ ହୋଇଯାଇଛି…
Read More...

ରାମାୟଣ ସଂପର୍କରେ କିଛି ଅନାଲୋଚିତ ତଥ୍ୟ

ରାମାୟଣର ପ୍ରତି ୧୦୦୦ ପଦ ପରେ ଆସୁଥିବା ପ୍ରଥମ ଅକ୍ଷରରୁ ଗାୟତ୍ରୀ ମନ୍ତ୍ର ଗଠିତ। ଏହି ମନ୍ତ୍ର ହେଉଛି ରାମାୟଣ ଭଳି ପବିତ୍ର ମହାକାବ୍ୟର ମୂଳ ବିଷୟ। ଗାୟତ୍ରୀ ମନ୍ତ୍ର ବିଷୟରେ ପ୍ରଥମେ ଋକ୍ ବେଦରେ ଉଲ୍ଲେଖ କରାଯାଇଥିଲା। ରାମ ଏବଂ ତାଙ୍କ ଭାଇମାନଙ୍କ ସଂପର୍କରେ ସମସ୍ତେ ଜାଣନ୍ତି।…
Read More...

ତୃତୀୟ ତରଙ୍ଗ ଅନିବାର୍ଯ୍ୟ, ଚେତାବନୀ ଦେଲା ଆଇଏମ୍‌ଏ

ନୂଆଦିଲ୍ଲୀ: ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଆଜି କୋଭିଡ୍ ପ୍ରସଙ୍ଗରେ ଏକ ବଡ଼ ସତର୍କବାଣୀ ଶୁଣାଇଛି। ଗୋଟିଏ ସମୟରେ ଯେବେ ଅନେକ ପର୍ଯ୍ୟଟନ କେନ୍ଦ୍ରରେ କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ ହୁଏ, ତେବେ ସେମାନେ ସୁପର୍ ସ୍ପ୍ରେଡର ସାଜିପାରନ୍ତି ବୋଲି ଚେତାବନୀ ଦେଇଛି ଆଇଏମଏ । ତୃତୀୟ…
Read More...