ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଏବେ ବାତ୍ୟା ଆସିବ କି?

ଭୁବନେଶ୍ବର (ସାର୍ଥକ ମିଶ୍ର) : ପ୍ରତିବର୍ଷ ଅକ୍ଟୋବର ୧ରୁ ବାତ୍ୟା ଋତୁ ଆରମ୍ଭ ହୋଇଥାଏ। ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସରେ ଉଭୟ ବଙ୍ଗୋପସାଗର ଓ ଆରବସାଗରରେ ବାତ୍ୟା ପାଇଁ ଅନୁକୂଳ ପରିବେଶ ରହିଥାଏ। ବଙ୍ଗୋପସାଗର ଓ ଆରବ ସାଗରରେ ୨ଟି ଋତୁରେ ବାତ୍ୟା ଆସେ। ଗୋଟିଏ ପ୍ରି ମୌସୁମୀ…
Read More...

୫ରାଜ୍ୟ ଉପରେ ନଡ୍ଡାଙ୍କ ଆଖି

୨୦୨୪ ସୁଦ୍ଧା ବିଜେପିକୁ ସଶକ୍ତ ପାଇଁ ନକ୍ସା ପ୍ରସ୍ତୁତବହୁ ନେତା ଆଗକୁ ଆସିବେ, ପ୍ରଭାବ ନଥିଲେ ବିଦାସାଢେ ତିନିବର୍ଷ ସମୟ ଭିତରେ ବହୁ ପରିବର୍ତ୍ତନ ହେବ ନୂଆଦିଲ୍ଲୀ: ଦାୟିତ୍ବ ନେବାର ୮ମାସ ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଟିମ୍ ଗଠନ ପଛର ରହସ୍ୟ ଉପରେ ଜାତୀୟ…
Read More...

ମହିଳା ଓ ଶିଶୁ ନିରାପଦ ନୁହେଁ

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ-୨୦୧୯ ରିପୋର୍ଟରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟବରିଷ୍ଠ ନାଗରିକ ସୁରକ୍ଷିତ, ସାଇବର ଅପରାଧ ମାମଲାରେ ଦେଶରେ ଆଗରେବିଧାନସଭାରେ ଅସନ୍ତୋଷ ଝାଡ଼ିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୂଆଦିଲ୍ଲୀ: ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର…
Read More...

ମହିଳା ଶାଖାକୁ ଅଣଦେଖା କାହିଁକି?

୨୦ବର୍ଷ ବିିତିଗଲା, ଅଥଚ ବିଜେଡି ମହିଳା ଚେହେରା ସୃଷ୍ଟି କରିବାରେ ବିଫଳଶିକ୍ଷିତ ମହିଳା ବିଜେଡିକୁ ମୁହଁ ମୋଡିଲେଣି, ସୋସିଆଲ ମିଡ଼ିଆରୁ ମିଳୁଛି ସଙ୍କେତମହିଳା ଭୋଟରଙ୍କ ଉପରେ ବିଜେପି ନଜର, ବଡ଼ ଯୋଜନା ପାଇଁ କସରତ ଆରମ୍ଭ ଭୁବନେଶ୍ବର: ବିଜେଡି ପାଞ୍ଚ ପାଞ୍ଚ ଥର ନିର୍ବାଚନ…
Read More...

ଚିଡିଆଖାନା ପାଇଁ ଏତେ କଟକଣା

ଭୁବନେଶ୍ବର: ରାଜ୍ୟରେ ଚିଡ଼ିଆଖାନା ସମେତ ହରିଣ ପାର୍କ ଅକ୍ଟୋବର ୪ରୁ ଖୋଲିବ। ଆଜି ଏ ସଂକ୍ରାନ୍ତରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ ନିର୍ଦେଶନାମା ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ସାମାଜିକ ଦୂରତା ରଖି ପର୍ଯ୍ୟଟକ ଯେପରି ଛିଡା ହେବେ, ସେ ନେଇ ବ୍ୟବସ୍ଥା ହେବ। ପ୍ରବେଶ ପଥ…
Read More...

ଅନ୍‌ଲକ୍-୫: କେତେ କୋହଳ, ଜାଣନ୍ତୁ

● ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟର● ୫୦% ଦର୍ଶକରେ ଖୋଲିବ ସିନେମା ହଲ● ୩୧ ଅକ୍ଟୋବର ଯାଏ କଣ୍ଟେନମେଣ୍ଟ ଜୋନରେ କଠୋର ଲକଡାଉନ କଟକଣା ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନ୍ ବାହାରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦେବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶ…
Read More...

ଓଡ଼ିଶାକୁ ପ୍ରଶଂସାରେ ପୋତିଲା ‘ହୁ’

କୋଭିଡ୍ ମୁକାବିଲାରେ ଆଗୁଆ ନିଷ୍ପତ୍ତି ଓ ପଦକ୍ଷେପ ଓଡ଼ିଶାକୁ ସଫଳ କଲାପଞ୍ଚାୟତିରାଜ ପ୍ରତିନିଧିଙ୍କ ଅଂଶଗ୍ରହଣ ଓ ଆଗତୁରା ସଚେତନତାକୁ ବି ଠାରିଲେମୁଖ୍ୟମନ୍ତ୍ରୀ, ପଞ୍ଚାୟତ ପ୍ରତିନିଧି, ଅଧିକାରୀଙ୍କୁ ନେଇ ଟିମ୍ ଓ କୋଭିଡ୍ ଡାକ୍ତରଖାନା ସଫଳତା ଆଣିଲା ଭୁବନେଶ୍ବର: କୋଭିଡ୍…
Read More...

ଲାଭରେ ରହିବ ଅକାଳୀ!

ପଞ୍ଜାବରେ ଶକ୍ତି ବୃଦ୍ଧି ପାଇଁ ଅକାଳୀ ଦଳର ବଡ଼ ଚାଲ୍, କୃଷିକୁ ବଡ଼ ପ୍ରସଙ୍ଗ କରିବଆଞ୍ଚଳିକ ଦଳକୁ ଆୟୁଧ କରି ବିଜେପିର କ୍ଷମତା ବୃଦ୍ଧି ଚାଲ୍ ବି ପ୍ରଭାବିତ ହେଲାପୂର୍ବରୁ ବିଜେଡି, ଟିଡିପି, ଜେଡିୟୁ ପ୍ରମୁଖଙ୍କୁ ଧରି ବିଭିନ୍ନ ରାଜ୍ୟରେ ଶକ୍ତି ବଢାଇଛି ବିଜେପିବିଜେପି-ଅକାଳୀ ମେଣ୍ଟ…
Read More...

ଚଣ୍ଡିଖୋଲ ପେଟ୍ରୋ ଭଣ୍ଡାର ପାଇଁ ଅଣ୍ଟାଭିଡ଼ିଲେ ଧର୍ମେନ୍ଦ୍ର

ବିଦେଶୀ କଂପାନିକୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ୨୦୨୩ ସୁଦ୍ଧା ସବୁ ରେଳପଥକୁ ବିଦ୍ୟୁତକରଣ ୧୨ଟି ଟୁଜି ଜୈବ-ବିଶୋଧନାଗାର ପ୍ରତିଷ୍ଠା କରାଯିବ ୧୪ ହଜାର କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରହିଛି୧୫ଲକ୍ଷରୁ ଅଧିକ ସୋଲାର ପମ୍ପ ବି ସ୍ଥାପନ ଲକ୍ଷ୍ୟ ନୂଆଦିଲ୍ଲୀ/ଭୁବନେଶ୍ୱର:…
Read More...

ଦୁର୍ନାମ ବେଳେ ସୁନାମ ଆଣିଲେ ସୋନୁ

ପ୍ରଥମ ବଲିଉଡ୍ ତାରକା ଭାବେ ପାଇଲେ ୟୁଏନ୍‌ଡିପି ପୁରସ୍କାରକରୋନାରେ ସ୍ୱତନ୍ତ୍ର ମାନବିକ କାର୍ଯ୍ୟ ପାଇଁ ଜାତିସଂଘ ଦେଲା ପୁରସ୍କାରଲକ୍ଷ ଲକ୍ଷ ପ୍ରବାସୀଙ୍କୁ ଘରେ ପହଞ୍ଚାଇବା, ନିଯୁକ୍ତି, ଶିକ୍ଷାରେ ଲାଗିଛନ୍ତିସମସ୍ତଙ୍କ ହୃଦୟରେ ଏବେ ସୋନୁ, ନାମୀ ଓ ବିଦେଶରେ ବି ଚର୍ଚ୍ଚାରେନିଶା ସେବନ,…
Read More...