ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା
Browsing Category

ଦେଶ-ବିଦେଶ

ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ, ଏବଂ କ୍ୟାବିନେଟ ସଚିବାଳୟ କୋଠା କମ୍ପ୍ଲେକ୍ସର ନାମ "ସେବା ତୀର୍ଥ"କୁ ଉଦଘାଟନ କରିଛନ୍ତି।ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ
Read More...

ଫେବୃଆରୀ ୧୨ରେ ଭାରତ ବନ୍ଦ, ଦେଶବ୍ୟାପୀ ପ୍ରଭାବର ଆଶଙ୍କା

ନ୍ୟୁଜ୍ ବ୍ୟୁରୋ: ଆସନ୍ତା ଫେବୃଆରୀ ୧୨ ତାରିଖରେ ଦେଶବ୍ୟାପୀ ଭାରତ ବନ୍ଦ ଆହ୍ୱାନ ଦିଆଯାଇଛି। କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ କୃଷକ ସଂଗଠନମାନଙ୍କ ସମର୍ଥନ ସହ ଏହି ଧର୍ମଘଟର ଡାକରା ଦେଇଛନ୍ତି। ଭାରତୀୟ କମ୍ୟୁନିଷ୍ଟ ଶ୍ରମିକ ସଂଘ (ସିଟୁ), ସର୍ବଭାରତୀୟ ଶ୍ରମିକ ସଂଘ (ଏଆଇଟିୟୁସି), ଭାରତୀୟ
Read More...

ସଂସଦ ଭବନକୁ ବୋମାରେ ଉଡ଼ାଇଦେବାକୁ ଧମକ

ଦିଲ୍ଲୀରେ ହାଇଆଲର୍ଟ ଜାରି ନୂଆ ଦିଲ୍ଲୀ: ସଂସଦ ଭବନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିବାରୁ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଆସନ୍ତା ୧୩ ତାରିଖ ରାତି ୧ଟା ୧୧ ମିନିଟରେ ବିସ୍ଫୋରଣ କରାଯିବ ବୋଲି ଧମକ ଦିଆଯାଇଛି। ସଂସଦ ଭବନ ସହିତ ଦିଲ୍ଲୀର ୯ଟି ସ୍କୁଲକୁ ମଧ୍ୟ
Read More...

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗସ୍ତକାଳୀନ ସମୟରେ କୁଆଲାଲମ୍ପୁରରେ ପ୍ରଧାନମନ୍ତ୍ରୀ ମାଲେସିଆର ପ୍ରଧାନମନ୍ତ୍ରୀ ଅନ୍ୱାର ଇବ୍ରାହିମ୍‌ଙ୍କ ସହ ବିସ୍ତୃତ ଦ୍ୱିପକ୍ଷୀୟ ଆଲୋଚନା କରିଥିଲେ। ଏଥିରେ
Read More...

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି

୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ ନ୍ୟୁଜ୍ ବ୍ୟୁରୋ: ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତାକୁ ଆହୁରି ମଜବୁତ କରିବା ପାଇଁ ଭାରତ ଫ୍ରାନ୍ସ ଠାରୁ ଆଉ ୧୧୪ଟି ରାଫେଲ ଫାଇଟର ଜେଟ୍ କିଣିବା ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ମାସ ଶେଷରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭାରତ
Read More...

ସୁନେତ୍ରା ପାୱାର ହେବେ କି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ?

ମହାରାଷ୍ଟ୍ର: ଦିବଂଗତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଅଜିତ ପାୱାରଙ୍କ ନିଧନ ପରେ, ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବା ପାଇଁ ଦାବି ଉଠିଛି। ଏନସିପି ନେତା ଏବଂ ମନ୍ତ୍ରୀ ନରହରି ଜିରୱାଲ କହିଛନ୍ତି ଯେ, ସୁନେତ୍ରା ପାୱାରଙ୍କୁ ଏହି
Read More...

ପଞ୍ଚଭୂତରେ ବିଲୀନ ହେଲେ ଅଜିତ୍ ପାୱାର

ମହାରାଷ୍ଟ୍ର: ପଞ୍ଚଭୂତରେ ଲୀନ ହେଲେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାର। ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପୱାରଙ୍କ ଶେଷକୃତ୍ୟ ବାରାମତିରେ
Read More...

ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା

ନୂଆଦିଲ୍ଲୀ; ଲାଲକିଲ୍ଲା ପରିସର ମଧ୍ୟରେ ସୁରକ୍ଷା ଏବଂ ନିରୀକ୍ଷଣ ପାଇଁ ପ୍ରଥମ ଥର ପାଇଁ ସିସିଟିଭି କ୍ୟାମେରା ସ୍ଥାପନ କରାଯାଉଛି। ଐତିହାସିକ ସ୍ଥାପତ୍ୟକୁ କ୍ଷତି ପହଞ୍ଚାଇବା ଭୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆପତ୍ତି କରିଥିବାରୁ ଏହି ନିଷ୍ପତ୍ତି ପ୍ରାୟ ସାତ ବର୍ଷ ଧରି ଅଟକି
Read More...

ଇରାନ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ, ଜାରି ହେଲା ହେଲ୍ପ ଲାଇନ୍ ନଂ

ନୂଆଦିଲ୍ଲୀ: ଇରାନରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଇରାନରେ ସରକାରୀ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟ ୨୫୦୦ ଅତିକ୍ରମ କଲାଣି।ଇରାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ଦେଖି ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଭାରତ ନିର୍ଦ୍ଦେଶନାମା
Read More...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ବାଂଲାଦେଶ: ବାଂଲାଦେଶରେ ଗତ ୨୪ ଘଣ୍ଟାରେ ୨ ଜଣ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏକାକୁ ମିଶାଇ ୧୮ ଦିନରେ ୬ ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲାଣି। ଗତକାଲି ରାଣା ପ୍ରତାପ ବୈରାଗୀ (୪୫)ଙ୍କୁ ହତ୍ୟା କରାଯାଇଥିବେଳେ, ଏବେ ମଣି ଚକ୍ରବର୍ତ୍ତୀ ନାମଙ୍କ ଜଣେ
Read More...