ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

ବଡ ଖବର

କାହାକୁ ଦେଖାଇବା ପାଇଁ ଅଶ୍ବିନୀ ଏମିତି କଲେ

ଭୁବନେଶ୍ବର: ରାଜନୀତିରେ କ୍ଷମତାର ଶୀର୍ଷରେ ରହି ସର୍ବେସର୍ବା ସାଜୁଥିବା ଲୋକଟି ହାତରୁ ଯେତେବେଳେ ଦୁଧିଆଳୀ ବିଭାଗ ଚାଲିଯାଏ ତାଙ୍କର ପ୍ରଭାବ କମିଯାଏ କି? ଓଜନିଆ ବିଭାଗ ଚାଲିଗଲେ ସଂପୃକ୍ତ ନେତାଙ୍କ ପ୍ରଭାବ ରାଜନୀତିରେ ଗୌଣ ହୋଇଯାଏ କି? ଏମିତି କିଛି ପ୍ରଶ୍ନ ଏବେ ଓଡ଼ିଶା ରାଜନୀତିରେ
Read More...

ଘରେ ପଶିଲାଣି କେନ୍ଦ୍ର ; ବିଜେଡି ସରକାର ଚୁପ୍

ସମବାୟ ରାଜ୍ୟ ବିଷୟ, ଏଥିରେ କେନ୍ଦ୍ର ସରକାରଙ୍କ କାମ କଣ?ସଂଘୀୟ ବ୍ୟବସ୍ଥା ଉଲ୍ଲଂଘନ ପରିସ୍ଥିତିରେ ବିଜେଡି ଚୁପ୍ କାହିଁକି?ଗାଁ ଗାଁରେ ପଶିଯାଇପାରେ ବିଜେପି, କୃଷକ, ଦୁଗ୍ଧ ଚାଷୀଙ୍କୁ ଲକ୍ଷ୍ୟକଂଗ୍ରେସ ନେତାମାନଙ୍କ ମୁହଁ ଖୋଲୁନି, ବାମଦଳ ବି ରାଜ୍ୟରେ ନିରବ ଭୁବନେଶ୍ବର: କେନ୍ଦ୍ର
Read More...

ବିଜେଡିରେ ଉତ୍ସାହ: ବଡ ସଫଳତା ପାଇଁ ବଡ କାର୍ଯ୍ୟକ୍ରମ

ଦଳକୁ ୨୫ବର୍ଷ ଛୁଇଁବ, ନବୀନଙ୍କ ରାଜନୀତିକୁ ବିଓଡ଼ିଶା ରାଜନୀତିରେ ଆଞ୍ଚଳିକ ଦଳ ତିଷ୍ଠି ପାରୁନଥିଲାଖୁବ୍ ଶୀଘ୍ର ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ବି ଛୁଇଁବ ୨୫ବର୍ଷତିନିବର୍ଷ ଧରି ପାଳନ କରିବାକୁ ବଡ ଯୋଜନା ଚାଲିଛିସବୁ ରାଜ୍ୟରେ ପହଞ୍ଚିବ ନବୀନଙ୍କ ସଫଳତାର ଗାଥାପ୍ରତି ଘରେ ୨୫ବର୍ଷର ହିସାବ
Read More...

ମନ୍ତ୍ରୀ ନବ ଦାସଙ୍କୁ ଚାରିଖୁଣ ମାଫ୍!

ଯିଏ ପ୍ରଦର୍ଶନ ନ କରିବେ, ତାଙ୍କର ମନ୍ତ୍ରିମଣ୍ଡଳରେ ସ୍ଥାନ ନାହିଁ: ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀସରକାରଙ୍କ ସ୍କାନରରେ ନାହିଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, କୋଭିଡରେ ପୋକମାଛି ଭଳ ଲୋକ ମଲେ, ନବ ବେଫିକର ଭୁବନେଶ୍ବର: କୋଭିଡ୍ ମୁକାବିଲାରେ କେନ୍ଦ୍ର
Read More...

ଡାକ୍ତର ସମ୍ବିତ ପାତ୍ର! ଏତେ ବଡ଼ ଭୁଲ୍ ତୁମେ କେମିତି କଲ?

ଭୁଲ୍ ଶ୍ରୀଜଗନ୍ନାଥାଷ୍ଟକମ୍ ଗାଇ ପୁରୀ ସାଂସଦ ପ୍ରାର୍ଥୀ ବିବାଦ ଘେରରେସାରା ଭାରତବର୍ଷରେ ବାଣ୍ଟିଦେଲେ ଭୁଲ୍ ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକମ୍ ମୋବାଇଲରେ ଧରି ବୁଲୁଛନ୍ତି ବିଜେପି ନେତା, ଅକଳରେ ପଡିଗଲେଣି ଭୁବନେଶ୍ବର: ୨୦୧୯ ନିର୍ବାଚନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀରେ
Read More...

ଭୁବନେଶ୍ବର କ୍ଲବରେ ଇଏ କି ଫାର୍ସ ଚାଲିଛି?

ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ନିଜର କନିଷ୍ଠ ଅଫିସର, ବ୍ୟବସାୟୀଙ୍କୁ ଭୋଟ ମାଗିବେ?ଅସିତ ତ୍ରିପାଠୀ ନିଜ ପଦବିର ଗୁରୁତ୍ବ ବୁଝିପାରୁନାହାନ୍ତି କି?ତାଙ୍କ ପଦବି ପ୍ରଭାବିତ ହେବ କି ନାହିଁ?ରାଜ୍ୟ ସରକାରଙ୍କ ଅଫିସରମାନେ ଏଠି ନିର୍ବାଚନ ଲଢି ବାହାର ଲୋକଙ୍କୁ ସହଯୋଗ
Read More...

ଓଡ଼ିଶାରେ ରାଜନୈତିକ ଦଳଙ୍କୁ କି ରୋଗ ହୋଇଛି?

କେଉଁ ରାସ୍ତାରେ ଯାଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସଓଡ଼ିଶା ଲୋକଙ୍କ ପାଇଁ କିଏ ଲଢ଼ିବ? ସେମାନଙ୍କ ପାଇଁ କିଏ କହିବ? ଭୁବନେଶ୍ବର: ରାଜ୍ୟରେ ସମବାୟ ନିର୍ବାଚନ ହେଲାନି। ଇତିମଧ୍ୟରେ ବର୍ଷାଧିକ ସମୟ ବିତିଗଲାଣି। ରାଜ୍ୟର ସବୁ ସମବାୟ ସଂସ୍ଥା ଏବେ ପ୍ରଶାସନିକ ଅଧିକାରୀଙ୍କ
Read More...

ମୋଦୀଙ୍କ ବିଜେପି ଏବେ ସୁରକ୍ଷିତ!

ଅଧାରୁ ଅଧିକ ଲୋକଙ୍କ ସମର୍ଥନ ଥାଇ ବି ବିରୋଧୀ ବିଭାଜିତଆଞ୍ଚଳିକ ଦଳ ମଧ୍ୟରେ ଏକତା ନାହିଁ, ନିଜ ରାଜ୍ୟ ପାଇଁ ବ୍ୟସ୍ତନିଜକୁ ନିଜେ ଦୁର୍ବଳ କରୁଛି କଂଗ୍ରେସ, ଘର ମୁରବି କଳି ତୁଟିନିକଂଗ୍ରେସକୁ ଛାଡ଼ି ବିରୋଧୀ ଶକ୍ତି ଅସମ୍ଭବ, ବାମ ଦଳ ନିଷ୍ପ୍ରଭ ଭୁବନେଶ୍ବର: ନିକଟରେ ଏନ୍‌ସିପିର
Read More...

ମୋଦୀଙ୍କ ଲେନ୍‌ସକୁ ଏବେ ଓଡ଼ିଶା ଆସିଲା

ୟୁ ଟର୍ଣ୍ଣ ମାରିଲା ଧର୍ମେନ୍ଦ୍ରଙ୍କ ରାଜନୈତିକ କ୍ୟାରିଅରପ୍ରଥମଥର ପାଇଁ ଓଡ଼ିଶା ହାତରେ ଲାଗିଲା ରେଳ ବିଭାଗଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଜେଡି ହାତରୁ ଚାଲିଗଲାଅଶ୍ବିନୀଙ୍କୁ ପ୍ରଭାବିତ କରିବ କିଏ, ବିଜେଡି ନା ବିଜେପିକେନ୍ଦ୍ର ସହିତ ସଂପର୍କ ବଢିପାରେ,କିନ୍ତୁ ଘାତକ ହେବ
Read More...

୧୫ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ

୧. ନାରାୟଣ ଟାଟୁ ରାଣେ(ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା, ୬ ଥର ବିଧାୟକ ନିର୍ବାଚିତ)୨. ସର୍ବାନନ୍ଦ ସୋନୱାଲ(ଆସାମରୁ ୨ ଥର ଲୋକସଭା ସାଂସଦ ନିର୍ବାଚିତ,୨୦୧୬ରୁ ୨୦୨୧ ଯାଏ ଆସାମ ମୁଖ୍ୟମନ୍ତ୍ରୀ)୩. ଡକ୍ଟର ବୀରେନ୍ଦ୍ର କୁମାର (ମଧ୍ୟପ୍ରଦେଶ ଟିକମଗଡରୁ ଲୋକସଭା ସାଂସଦ,୭ ଥର ସାଂସଦ ଭାବେ
Read More...