ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ
Browsing Category

ବୈଦେଶିକ ବ୍ୟାପାର

ଆମେରିକା ସବୁବେଳେ ଏମିତି: ଆତଙ୍କୀ କହୁଥିଲା, ଏବେ…

ଆତଙ୍କୀ କହି ଗର୍ଜୁଥିଲା। ଏବେ ସହାୟତାର ହାତ ବଢାଇବାକୁ ବି ତର ତର। ଆମେ ଆମେରିକାର କଥା କହୁଛୁ। ଆଫଗାନିସ୍ତାନକୁ ସହାୟତାର ହାତ ବଢାଇବାକୁ ଆମେରିକା ସୂଚନା ଦେଲାଣି। ତାଲିବାନ ଆଫଗାନିସ୍ତାନରେ ଅଖଣ୍ଡ କ୍ଷମତା ହାତେଇବାରେ ସିନା ସଫଳ ହୋଇଗଲା ହେଲେ ଦେଶ ଚଳାଇବା ପାଇଁ ସବୁଠୁ ବଡ଼ ସମସ୍ୟା
Read More...

ସାଂଘାଇ ସମ୍ମିଳନୀରେ ସାମିଲ ହେବେ ମୋଦୀ

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଏସସିଓ(ସାଂଘାଇ ସହଯୋଗ ସମ୍ମିଳନୀ)ରେ ସାମିଲ ହେବେ । ସାଂଘାଇର ୧୬ ତମ ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ହେବ। ଏଥର ସାଂଘାଇ ସମ୍ମିଳନୀର ନେତୃତ୍ୱ ନେବ ତାଜାକିସ୍ତାନ। ଏସସିଓ ସମ୍ମିଳନୀରେ ଆଠଟି ଦେଶ ସାମିଲ
Read More...

ଚାପରେ ଶପଥ ସମାରୋହ ଘୁଞ୍ଚାଇଲା ତାଲିବାନ!

ଆଫଗାନିସ୍ତାନ: ଆଫଗାନିସ୍ତାନକୁ ସଂପୂର୍ଣ୍ଣ କବଜାରେ କରିବା ପରେ ଆମେରିକାର ପୁରୁଣା ଆଘାତକୁ ତାଜା କରିବାକୁ ଚାହୁଁଥିବା ତାଲିବାନ ନିଜର ନୂଆ ସରକାରର ଶପଥ ଗ୍ରହଣ ଉତ୍ସବକୁ ପୁଣି ଘୁଞ୍ଚାଇ ଦେଇଛି। କତାର ଚାପରେ ୯/୧୧ ଆତଙ୍କୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଆଫାଗାନିସ୍ତାନରେ ନୂଆ
Read More...

୯/୧୧ ଆକ୍ରମଣ: ୨୦ବର୍ଷ ପରେ ବି…

ଆଜି ସେପ୍ଟେମ୍ବର ୧୧ ତାରିଖ। ଠିକ୍ ୨୦ବର୍ଷ ତଳେ ଆମେରିକାରେ ଆଜିର ଦିନରେ ବିଶ୍ବ ବାଣିଜ୍ୟ କେନ୍ଦ୍ର ଏବଂ ପେଣ୍ଟାଗନ୍ ଉପରେ ଆକ୍ରମଣ ହୋଇଥିଲା। ଆଜି ଦିନରେ ଏହି ଘଟଣାଟି ଅଧିକ ଉଲ୍ଲେଖନୀୟ ଓ ଚର୍ଚ୍ଚାକୁ ଆସିବାର କାରଣ ହେଉଛି, ଇତିମଧ୍ୟରେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର
Read More...

ଆଫଗାନିସ୍ତାନ ସଂପର୍କରେ କ’ଣ କହିଲେ ମୋଦୀ?

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଲଗାତର ବଦଳୁଥିବା ସ୍ଥିତି ମଧ୍ୟରେ ବ୍ରିକ୍ସ ଦେଶର ବୈଠକ ବସିଛି। ବିଶ୍ୱର ୫ଟି ଦେଶକୁ ନେଇ ଗଠିତ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଋଷ, ଚୀନ, ଦକ୍ଷିଣ ଆଫ୍ରିକା,ବ୍ରାଜିଲ ଓ ଭାରତର ନେତା ଏହି ସମ୍ମିଳନୀରେ
Read More...

ସତର୍କ କଲା ଭାରତ: ତାଲିବାନ ଯାହା କହିଥିଲା, ପାଳନ କରୁ

‘ଆତଙ୍କବାଦୀଙ୍କ ପାଇଁ ବ୍ୟବହାର ନହେଉ ଆଫଗାନିସ୍ତାନ ମାଟି’ ଆଫଗାନିସ୍ତାନର ସ୍ଥି୍‌ତି ଉପରେ ପୁଣି ଥରେ ଚିନ୍ତା ପ୍ରକଟ କରିଛି ଭାରତ। ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବର୍ତମାନର ସ୍ଥିତି ନେଇ ମିଳିତଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଜରୁରୀକାଳୀନ ବୈଠକ ବସିଥିଲା। ମିଳିତ
Read More...

ବର୍ବରତା ସୀମା ଟପିଲା: ମହିଳା, ସାମ୍ବାଦିକଙ୍କୁ ପିଟିଲେ

ଆଫଗାନିସ୍ତାନ: ଆଫଗାନିସ୍ତାନରେ ତାଲିବାନ ସରକାର ପୂର୍ଣ୍ଣ ରୂପ ରେଖ ନେବା ପରେ ସାଧାରଣ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ସରକାର ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳୁଛି। ମୁଖ୍ୟ କଥା ହେଉଛି ଏହି ପ୍ରଦର୍ଶନର ନେତୃତ୍ୱ ମହିଳା
Read More...

ଗୃହ ମନ୍ତ୍ରୀ ପଦରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ

ଆଫଗାନିସ୍ତାନ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ନେଇ ଘୋଷଣା କରିଛନ୍ତି। ମୁଲ୍ଲା ହସନ ଅଖୁନ୍ଦ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ହେବା ନେଇ ଘୋଷଣା ହୋଇଛି। ସେହିପରି ଅବଦୁଲ ଘନି ବରାଦର ହେବେ ଉପ ପ୍ରଧାନମନ୍ତ୍ରୀ । ତେବେ ଆଫଗାନିସ୍ତାନର ଆମେରିକାର
Read More...

କେମିତି ରହିଲା ତାଲିବାନ ସରକାରର ରୂପରେଖ

ଆଫଗାନିସ୍ତାନ: ତାଲିବାନ ଆଫଗାନିସ୍ତାନରେ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରି ଦେଶକୁ ଇସଲାମିକ ଏମିରେଟ୍ ଘୋଷଣା କରିଛି। ଜାତିସଂଘର କଳା ତାଲିକାରେ ଥିବା ଏହି ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ମଲ୍ଲିକ ମହମ୍ମଦ ହାସନ ଅଖଣ୍ଡ ଏହାର ନେତୃତ୍ୱ ନେବେ। ତାଲିବାନ ପୂର୍ବ ନିର୍ବାଚିତ ନେତୃତ୍ୱକୁ
Read More...

ଆକଶମାର୍ଗରୁ ତାଲିବାନୀଙ୍କୁ ଆକ୍ରମଣ

କାବୁଲ: ଆଫଗାନିସ୍ତାନର ପଞ୍ଜଶୀର ଘାଟିକୁ କବଜା ନେଇ:ଛନ୍ତି ବୋଲି ତାଲିବାନ ମାନେ ଦାବି କରୁଥିଲେ ମଧ୍ୟ ଏଯାଏ ଲଢେଇ ଶେଷ ହୋଇନାହିଁ। ବରଂ ପଞ୍ଜଶୀର ଘାଟିରେ ଜୋରଦାର ଲଢେଇ ଚାଲିଛି। ପଞ୍ଜଶୀର ଘାଟିରେ କିଛି ଅଜଣା ସୈନ୍ୟ ବିମାନ ଦ୍ୱାରା ଆକ୍ରମଣ କରାଯାଉଥିବାର ଖବର ଆସିଛି। ଏହି ଆକ୍ରମଣ
Read More...