ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ
Browsing Category

ଅପରାଧ

ସାଙ୍ଗ ସାଜିଲା ସୈତାନ

ନୃଶଂସତାର ସବୁ ସୀମା ଟପିଗଲେ ଦୁର୍ବୃତ୍ତ । ବଲାଙ୍ଗୀରରୁ ଆସିଛି ଏଭଳି ଏକ ଛାତିଥରା ଦୃଶ୍ୟ ଏହାକୁ ଯେକେହିବି ଦେଖିଲେ ବିଚଳିତ ହୋଇଯିବ । ସାଙ୍ଗ ସାଜିଲା ସୈତାନ । ଦୁଇ ଜଣ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ପେଟ୍ରୋଲ ଢାଳି ପୋଡିଦେଇଛନ୍ତି । ଆଉ ପୋଡିବାର ଲାଇଭ ଭିଡିଓ ମଧ୍ୟ କରିଛନ୍ତି ।
Read More...

୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୩ ବର୍ଷ; ଆଜି ବି ଥରିଉଠେ ଛାତି

ନୂଆଦିଲ୍ଲୀ: ୨୬/୧୧ । ଏଇଟା ଏମିତି ଏକ ଦିନ ଯାହାକୁ ଭୁଲିପାରିବନି ଭାରତ। ୧୩ ବର୍ଷ କ'ଣ ୧୦୦ ବର୍ଷ ବିତିଗଲେ ସେଦିନ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣର ଚିତ୍ରକୁ ଭୁଲିପାରିବେନି କେହି ବି ଭାରତୀୟ। ଚାରିଆଡେ ଆତଙ୍କର ଭୟ ଓ ଭୂଇଁରେ ମରିପଡିଥିଲା ଲୋକଙ୍କ ମୃତଦେହ। ଆତଙ୍କୀଙ୍କ ହାତରେ
Read More...

ନରେନ୍ଦ୍ର ଗିରି ମୃତ୍ୟୁ: ସିବିଆଇ ଚାର୍ଜସିଟରେ ସତ!

ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ଆଚାର୍ଯ୍ୟ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜିସିଟରେ ଏକ ବଡ଼ ଖୁଲାସା ହୋଇଛି । ନରେନ୍ଦ୍ର ଗିରିଙ୍କୁ ହତ୍ୟା କରାଯାଇନି, ବଂର ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି ବୋଲି ସିବିଆଇ ଚାର୍ଜସିଟରେ ଉଲ୍ଲେଖ ରହିଛ ।
Read More...

ପଠାନ୍‌କୋଟରେ ଗ୍ରେନେଡ୍ ବିସ୍ଫୋରଣ

ନୂଆଦିଲ୍ଲୀ: ପଞ୍ଜାବର ପଠାନ୍‌କୋଟ୍ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ୍ ବିସ୍ଫୋରଣ। ଆର୍ମି କ୍ୟାମ୍ପ ଗେଟ ଉପରେ ଗ୍ରେନେଡ୍‌ରେ ଆକ୍ରମଣ କରାଯାଇଛି। କ୍ୟାମ୍ପର ତ୍ରିବେଣୀ ଗେଟ ଉପରେ ଗ୍ରେନେଡ୍ ଫିଙ୍ଗିକି ବିସ୍ଫୋରଣ କରାଯାଇଛି। ତେବେ ବାଇକରେ ଆସି ଗ୍ରେନେଡ୍ ମାଡ଼ କରିଥିବା ସୂଚନା ରହିଛି।
Read More...

ଆତଙ୍କୀଙ୍କୁ ଧରିବାକୁ ଘେରାବନ୍ଦୀ..ଜଣେ ନିହତ

ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ମୃତ ଆତଙ୍କବାଦୀର ପରିଚୟ ଜଣାପଡିନି । ମିଳିଥିବା ସୂଚନା ଅନୁସାରେ, ଏହି ଅ ଳରେ ଆଉ ଆତଙ୍କବାଦୀ ଲୁଚି କି ରହିଛନ୍ତି । ବହୁ ସଂଖ୍ୟାର ଯବାନ
Read More...

ମଣିପୁର ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏହି ସଂଗଠନ

ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୭ ଜଣ ଆଖିବୁଜିଛନ୍ତି । ଜଣେ କର୍ଣ୍ଣେଲଙ୍କ ସମେତ ୪ ଯବାନ ସହିଦ ହୋଇଛନ୍ତି। ଏବଂ କର୍ଣ୍ଣେଲଙ୍କ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣକୁ ନେଇ ସାରା ଦେଶ କ୍ରୋଧିତ। ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚର୍ଚ୍ଚା
Read More...

ଭୟଙ୍କର ଆତଙ୍କୀ ହମ୍‌ଲା

ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଆତଙ୍କୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସରଙ୍କ ସମେତ ୬ ଜଣ ସହିହ ହୋଇଛନ୍ତି । ଆକ୍ରମଣରେ କମାଣ୍ଡିଙ୍ଗ ଅଫିସରଙ୍କ ସ୍ତ୍ରୀ ଓ ପୁଅର ମଧ୍ୟ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ମଣିପୁର ଚୁରାଚନ୍ଦ୍ରପୁର ସିଘାଂଟାେ ରେ ଏହି ଆକ୍ରମଣ
Read More...

ଏନସିବି ଅଫିସରେ ବିତିଲା ଆର୍ଯ୍ୟନଙ୍କ ଜନ୍ମଦିନ

ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ନଭେମ୍ବର ୧୨ ଅର୍ଥାତ୍‌ ଶୁକବ୍ରାର ଜନ୍ମଦିନ ଥିଲା । କିନ୍ତୁ ଜନ୍ମଦିନରେ ସେଲିବ୍ରେସନ ବଦଳରେ ଏନସିବି ଅଫିସରେ ବିତିଥିଲା । ଜନ୍ମଦିନରେ ଏନସିବି ଆର୍ଯ୍ୟନ ଖାନଙ୍କୁ ପାଖାପାଖି ୬ ଘଣ୍ଟ। ଧରି ପଚରାଉଚରା କରିଥିଲା । ଦିନ ୪ଟା ୪୫ରେ
Read More...

ଏନକାଉଣ୍ଟରରେ ଟଳିଲା ଆତଙ୍କୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କୁଲଗାମର ଏନକାଉଣ୍ଟର। ଶ୍ରୀନଗର ଓ କୁଲଗାମରେ ଭିନ୍ନ ଭିନ୍ନ ସ୍ଥାନରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଧିକାରୀ ମାନେ କହିଛନ୍ତି ଯେ, ବେମିନା ଅଞ୍ଚଳର ହାମଦାନିଆ କଲୋନୀ ଅ ଳରେ ସନ୍ଧ୍ୟାରେ ଗୁଳିବିନିମୟ
Read More...

ଫିଲ୍ମରେ ଲାଗିଛି ପ୍ରତାପଙ୍କ ଟଙ୍କା

କୁବେର ସରକାରୀ ବାବୁ ଚାକିରି କରି କୋଟି କୋଟି ଟଙ୍କା ରଖିବା ସହ ଫିଲ୍ମ କରିବାର ବି ସ୍ୱପ୍ନ ଦେଖୁଥିଲେ । କୋଟିପତି ପ୍ରତାପ ସାମଲଙ୍କର ଏବେ ସାମନାକୁ ଆସିଛି ଓଲିଉଡ ଲିଙ୍କ । ଅସତ ଉପାୟରେ ଟଙ୍କା ଅର୍ଜନ କରିବା ସହ ଫିଲ୍ମରେ ଟଙ୍କା ଲଗାଉଥିଲେ ପତାପ । ଭିଜିଲାନ୍ସ ପକ୍ଷରୁ ଆଜି ଏନେଇ
Read More...