ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ
Browsing Category

ସଂସ୍କୃତି

ମଙ୍ଗଳନାଥଙ୍କୁ ପୂଜା କଲେ ଦୂର ହୋଇଥାଏ ମଙ୍ଗଳ ଦୋଷ

ଉଜ୍ଜୟିନୀ; ଉଜ୍ଜୟିନୀକୁ ମହାକାଳଙ୍କ ନଗରୀ କୁହାଯାଇଥାଏ । ଏହି ପବିତ୍ର ସ୍ଥାନରେ ବହିଯାଇଛି ସିପ୍ରା ନଦୀ । ଏହି ପବିତ୍ର ତଟର ପାଦ ଦେଶରେ ଅମଙ୍ଗଳକୁ ମଙ୍ଗଳରେ ପରିବର୍ତ୍ତନ କରିବା ପାଇଁ ପୂଜା ପାଇଥାନ୍ତି ଭଗବାନ ମଙ୍ଗଳନାଥ । ଦେଶରେ ମଙ୍ଗଳ ଭଗବାନଙ୍କର ଅନେକ ମନ୍ଦିର ରହିଛି କିନ୍ତୁ ଭଗବାନ…
Read More...

ଶ୍ମଶାନର ଚିତା ଉପରେ ଠିଆ ହୋଇଛନ୍ତି ମା ଶ୍ୟାମାକାଳୀ

ବିହାର; ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି। ରହସ୍ୟ ବି ଏମିତି ଯାହା ଶହ ଶହ ବର୍ଷ ପୁରୁଣା । ନିଜର ସ୍ବତନ୍ତ୍ର ମାନ୍ୟତାକୁ ନେଇ ମନ୍ଦିରମାନ ପ୍ରସିଦ୍ଧି ଲାଭ ମଧ୍ୟ କରିଛନ୍ତି । ଦେଶର ଭିନ୍ନ ଭିନ୍ନ ମନ୍ଦିର ମାନଙ୍କ ମଧ୍ୟରୁ ବିହାର ମଧ୍ୟ ବାଦ୍‌ ପଡ଼ିନି । ବିହାରର ଦରଭଙ୍ଗାରେ ଶବର ଚିତା…
Read More...

ନୂଆ ରୂପ ପାଇବ ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମାଷ୍ଟରପ୍ଲାନ ଅନୁମୋଦିତବର୍ଷକ ମଧ୍ୟରେ ଉଭୟ କାମ ସଂପୂର୍ଣ୍ଣ ହେବଉଭୟ ମନ୍ଦିରର ସେବାୟତମାନେ ଖୁସି, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପୁରୀ; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି…
Read More...

ଆଜିଠୁ ଆରମ୍ଭ ହେଲା କଟକ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା

କଟକ: ଆଜିଠୁ ଆରମ୍ଭ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । କରୋନା ଯୋଗୁଁ ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବ। ମହାନଦୀ ପଠାରେ ୯ ଦିନ ଧରି ଚାଲିବ ଏହି ମେଳା ।ଏଥର ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଏହି ବାଲିଯାତ୍ରା…
Read More...

ଆସନ୍ତା କାଲି ଚନ୍ଦ୍ରଗ୍ରହଣ, କଣ କହୁଛି ଜ୍ୟୋତିଷଶାସ୍ତ୍ର..

ପୁରୀ; ଆସନ୍ତା କାଲି ଅର୍ଥାତ୍ ତା୦୮-୧୧-୨୦୨୨ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ହେଉଥିବା ରାହୁଗ୍ରସ୍ତ ପୂର୍ଣ୍ଣଗ୍ରାସ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଓଡ଼ିଶା ଓ ଭାରତକୁ ଦୃଶ୍ୟ ହେବ । କିନ୍ତୁ ଆଂଶିକ ଓ ସଂପୂର୍ଣ୍ଣ ଗ୍ରହଣର ଆରମ୍ଭ ପର୍ଯ୍ୟାୟ ଚନ୍ଦ୍ରୋଦୟ ପୂର୍ବରୁ ଘଟୁଥିବାରୁ ଭାରତରେ…
Read More...

ବୈକୁଣ୍ଠ ଚତୁର୍ଦ୍ଦଶୀରେ ଶ୍ରୀଜିଉଙ୍କ ଡାଳିକିଆ ବେଶ ସହ ଧବଳେଶ୍ବରଙ୍କ ରାଜାରାଜେଶ୍ବର ବେଶ

ପୁରୀ; ଆଜି କାର୍ତ୍ତିକ ମାସ ଚତୁର୍ଦ୍ଦଶୀରେ ରେ ଶ୍ରୀଜିଉଙ୍କର ଚିତାକର୍ଷକ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ ହୋଇଛି ।ବାଙ୍କଚୁଡ଼ା ଓ ତ୍ରିବିକ୍ରମ ବେଶ ବେଳେ ମହାପ୍ରଭୁଙ୍କ ଠାରେ ଲାଗି ହୋଇଥିବା ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ଲକ୍ଷ୍ମୀନୃସିଂହ ବେଶରେ ମଧ୍ୟ ଲାଗିଥାଏ। ଏହି ବେଶରେ…
Read More...

ବଡସିଂହାର ବେଶରେ ଦର୍ଶନ ଦେଲେ ବାବା ଧବଳେଶ୍ବର

ଆଠଗଡ଼: ବିଶେଷ ରୀତିନୀତି ସହ ଆଠଗଡ଼ ଧବଳେଶ୍ବରଙ୍କ ପୀଠରେ ପାଳନ ହେଉଛି ପବିତ୍ର ବଡ଼ଓଷା। ବଡ଼ସିଂହାର ବେଶରେ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ବର । ଆଜି ମଧ୍ୟରାତ୍ରରେ ବାବାଙ୍କ ନିକଟରେ ଗଜଭୋଗ ଲାଗି କରାଯିବ । ତ୍ରୟୋଦଶୀ ତିଥି ତୃତୀୟ ପ୍ରହର ଓ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ଗଜଭୋଗ ଲାଗି…
Read More...

ଆଜିଠୁ ପଞ୍ଚୁକ ବ୍ରତ, ଭର୍ଚ୍ଚୁଆଲରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଆଠଗଡ; ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ। ପଞ୍ଚକ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଜି ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ।…
Read More...

ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ

ସାକ୍ଷୀଗୋପାଳ; ଆଜି ପବିତ୍ର ଅଁଳା ନବମୀ। ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ । ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଲମ୍ବା ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରୁଛନ୍ତି। କରୋନା ପାଇଁ ଦୁଇ ବର୍ଷ ପରେ…
Read More...

ଅଁଳାନବମୀରେ ଶ୍ରୀରାଧାଙ୍କ ପାଦ ଛୁଇଁପାରିବେନି ଶ୍ରଦ୍ଧାଳୁ

ସାକ୍ଷୀଗେପୋଳ; ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ସାକ୍ଷୀଗୋପାଳର ଶ୍ରୀରାଧାଙ୍କ ପାଦ ଦର୍ଶନ ବା ଅଁଳା ନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧାରାଣୀ । ଏଥିପାଇଁ ବୋହୂ ପରି ସଜେଇ ହୋଇଛି ପୁରୀ ଜିଲ୍ଲା ସାକ୍ଷୀଗୋପଳରେ ଥିବା ସାକ୍ଷୀଗୋପୀନାଥ ମନ୍ଦିର । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କୁ…
Read More...