ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ସଂସ୍କୃତି

ଆଜିଠୁ ପଞ୍ଚୁକ ବ୍ରତ, ଭର୍ଚ୍ଚୁଆଲରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଆଠଗଡ; ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ। ପଞ୍ଚକ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଜି ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ।
Read More...

ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ

ସାକ୍ଷୀଗୋପାଳ; ଆଜି ପବିତ୍ର ଅଁଳା ନବମୀ। ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ । ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଲମ୍ବା ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରୁଛନ୍ତି। କରୋନା ପାଇଁ ଦୁଇ ବର୍ଷ ପରେ
Read More...

ଅଁଳାନବମୀରେ ଶ୍ରୀରାଧାଙ୍କ ପାଦ ଛୁଇଁପାରିବେନି ଶ୍ରଦ୍ଧାଳୁ

ସାକ୍ଷୀଗେପୋଳ; ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ସାକ୍ଷୀଗୋପାଳର ଶ୍ରୀରାଧାଙ୍କ ପାଦ ଦର୍ଶନ ବା ଅଁଳା ନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧାରାଣୀ । ଏଥିପାଇଁ ବୋହୂ ପରି ସଜେଇ ହୋଇଛି ପୁରୀ ଜିଲ୍ଲା ସାକ୍ଷୀଗୋପଳରେ ଥିବା ସାକ୍ଷୀଗୋପୀନାଥ ମନ୍ଦିର । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କୁ
Read More...

ଚନ୍ଦ୍ରଗ୍ରହଣରେ ପାକତ୍ୟାଗ, ଦେବନୀତି ନିଷେଧକୁ ନେଇ ଦ୍ୱନ୍ଦ୍ୱ

ପୁରୀ; ଚଳିତବର୍ଷ ୮ ତାରିଖରେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣ। ଏହି ଦିନ ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିର ପ୍ରଶାସନ ସକାଳ ୮ଟା ୨୯ରେ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ନୀତିକାନ୍ତିରେ ଉଲ୍ଲେଖ କରିଛି । ଜ୍ୟୋତିର୍ବିଦମାନେ
Read More...

୨୦୨୪ରେ ଖୋଲିବ ଅଯୋଧ୍ୟା ରାମ ମନ୍ଦିର

ଅଯୋଧ୍ୟା; ଖୁବଶୀଘ୍ର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର । ୨୦୨୪ ମକର ସଂକ୍ରାନ୍ତିରୁ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏନେଇ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି। ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ କହିଛନ୍ତି,
Read More...

କାହା ପାଇଁ ଗ୍ରହଣ, କାହା ପାଇଁ ପରାଗ ଶୁଭ? ଜାଣନ୍ତୁ, କଣ କହୁଛନ୍ତି ଜ୍ୟୋତିଷ..

କାର୍ତ୍ତିକ ଅମାବାସ୍ୟାରେ ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗପୂର୍ବଦିନ ପୟା ଶ୍ରାଦ୍ଧ ଓ ବଡ଼ବଡ଼ୁଆ ଡାକକାର୍ତ୍ତିକ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ସମ୍ପୂର୍ଣ୍ଣ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣଗ୍ରହଣ/ଉପରାଗ ଦିନ ବାର୍ଷିକ ଶ୍ରାଦ୍ଧ ଆମ-ବିଧିରେ କରଣୀୟ ପୁରୀ; ଚଳିତବର୍ଷ କାର୍ତ୍ତିକ ମାସରେ ଦୁଇଦୁଇଟି
Read More...

ଦୀପାବଳି ପାଇଁ ଉତ୍ସବମୁଖର ଗାଁ ଠୁ ସହର

ଭୁବନେଶ୍ବର; ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଦୀପ ଆଲୋକରେ ସଜେଇ ହେବ ଘର ଠାରୁ ବାହାର । ବିଶ୍ବାସ ରହିଛି ଯେ ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଗଲେ ସେମାନେ ମୁକ୍ତି ଲାଭ କରିଥାନ୍ତି । ପୌରାଣିକ କଥା ଅନୁଯାୟୀ ଖୁସିର ପର୍ବ, ଦୀପାବଳିରେ ଲଙ୍କା ଉପରେ ଭଗବାନ ରାମଙ୍କ ବିଜୟର
Read More...

ସତ୍ୟବାଦୀ ଗସ୍ତରେ ସୁରେଶ, ଐତିହ୍ୟ ପ୍ରକଳ୍ପର ସମୀକ୍ଷା

ମୁଖ୍ୟ ଶାସନ ସବିଙ୍କର ସୁଆଣ୍ଡୋ ଗ୍ରାମ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ ଡିସେମ୍ବର ଶେଷ ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ନିର୍ଦ୍ଦେଶ ସାକ୍ଷୀଗୋପାଳ, ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସତ୍ୟବାଦୀ ଗସ୍ତରେ ଆସି ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପର କ୍ଷେତ୍ର
Read More...

୧୭ ଲକ୍ଷ ଦୀପରେ ଝଲସିବ ରାମନଗରୀ

ଅଯୋଧ୍ୟା; ଦିପାବଳୀରେ ଆଲୋକ ମାଳରେ ଝଲସିବ ରାମନଗରୀ। ଚଳିତ ବର୍ଷ ଦୀପୋତ୍ସବରେ ୧୭ ଲକ୍ଷରୁ ଅଧିକ ଦୀପ ଜଳିବ ଅଯୋଧ୍ୟାରେ । ଏଥିପାଇଁ ସରକାରଙ୍କ ତରଫରୁ ୧୭.୫୦ ଲକ୍ଷ ଦିପ କିଣାଯାଇଛି । ଏହି ଦୀପକୁ ଜଳାଇବା ପାଇଁ ସରକାର ୩ହଜାର ୫୦୦ ଲିଟର ସୋରିଶ ତେଲ କିଣିଛନ୍ତି । ତେବେ ଦିପାବଳୀରେ ଷଷ୍ଠଥର
Read More...

ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗକୁ ନେଇ କଣ କହୁଛି ଜ୍ୟୋତିଷ ଶାସ୍ତ୍ର?

ପୁରୀ : ଆସନ୍ତା ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣମୀ ଦିନ ପଡୁଛି ଉଭୟ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ। ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ଦେବ ନୀତି କିଭଳି ହେବ, ରାଜ୍ୟବାସୀ କିଭଳି ପାଳିବେ ତାହା ଉପରେ ଏବେ ସବୁଠି ଚର୍ଚ୍ଚା। ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଂପାଦକ ପ୍ରଫୁଲ୍ଲ
Read More...