Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
ଅର୍ଥନୀତି
ଚିନି ଦରରେ ରେକର୍ଡ ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ ଚିନି ଦର ଅପ୍ରତ୍ୟାଶିତ ଭାବେ ବଢ଼ିବା ସହ ଖାଦ୍ୟ ବନାମ ଇନ୍ଧନକୁ ନେଇ ବିବାଦ ତୀବ୍ର ହୋଇଛି। ଗତ ଏକ ମାସ ମଧ୍ୟରେ ସମ୍ବଲପୁର ସମେତ ଓଡ଼ିଶା ଓ ଦେଶର ବିଭିନ୍ନ ବଜାରରେ ଚିନି ଦରରେ ବଡ଼ ବୃଦ୍ଧି ଘଟିଛି। ସମ୍ବଲପୁରରେ ମାସକ ପୂର୍ବରୁ କିଲୋପ୍ରତି ପ୍ରାୟ ୪୫ ଟଙ୍କା ଥିବା!-->…
Read More...
Read More...
୧ ଅକ୍ଟୋବରରୁ ବଦଳିବ ଏସ୍ବିଆଇର ନଗଦ ଉଠାଣ ନିୟମ
୪ ଥର ପରେ ଲାଗିବ ଚାର୍ଜନ୍ୟୁଜ୍ ବ୍ୟୁରୋ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବେସିକ୍ ସେଭିଙ୍ଗ୍ସ ବ୍ୟାଙ୍କ ଡିପୋଜିଟ୍ ଆକାଉଣ୍ଟଧାରୀଙ୍କ ପାଇଁ ନୂଆ ନିୟମ ଆସୁଛି। ୧ ଅକ୍ଟୋବର ୨୦୨୬ରୁ ଏହି ଆକାଉଣ୍ଟରୁ ବ୍ରାଞ୍ଚ ଜରିଆରେ ନଗଦ ଉଠାଣ ଉପରେ ନୂଆ ଶୁଳ୍କ ବ୍ୟବସ୍ଥା ଲାଗୁ ହେବ।
ନୂଆ ନିୟମ!-->!-->!-->…
Read More...
Read More...
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ନ୍ୟୁଜ୍ ବ୍ୟୁରୋ: ରୁଷର ତୈଳ ଓ ଗ୍ୟାସ ବିକ୍ରୟ ଉପରେ କଟକଣା ଲଗାଇବାକୁ ଆମେରିକା ସିନେଟ୍ରେ ଏକ ବିଲ୍କୁ ମଞ୍ଜୁରି ମିଳିଛି। ବିଲ୍ଟି ୮୬-୧୧ ଭୋଟରେ ପାସ୍ ହୋଇଛି। ଏହା ଆଇନରେ ପରିଣତ ହେଲେ ରୁଷଠାରୁ ତୈଳ ଓ ଗ୍ୟାସ କିଣୁଥିବା ଭାରତ, ଚୀନ୍, ଜାପାନ ସମେତ କିଛି ଦେଶ ଉପରେ ବଡ଼ ପ୍ରଭାବ!-->…
Read More...
Read More...
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦର ଏବଂ ତେଲ କମ୍ପାନୀଗୁଡ଼ିକର ରପ୍ତାନି ଲାଭକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ଲାଗୁ ହେଉଥିବା ‘ୱିଣ୍ଡଫଲ ଟ୍ୟାକ୍ସ’ରେ ପୁଣିଥରେ ସଂଶୋଧନ କରିଛନ୍ତି। ନୂଆ ହାର ଅଗଷ୍ଟ ୩ରୁ ଲାଗୁ ହୋଇଛି। ସରକାରଙ୍କ ନୂତନ!-->…
Read More...
Read More...
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର
ନୂଆଦିଲ୍ଲୀ: ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଆଶ୍ୱସ୍ତିର ଖବର। ଅଗଷ୍ଟ ୧ରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦରରେ ବଡ଼ ହ୍ରାସ କରାଯାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ପ୍ରାୟ ୧୯୨ ଟଙ୍କା ପର୍ଯ୍ୟନ୍ତ!-->…
Read More...
Read More...
ଜୁଲାଇରୁ ବଦଳିଲା ୧୦ ବଡ଼ ଆର୍ଥିକ ନିୟମ
ଆଇଟିଆର୍, ପିଏଫ୍, କ୍ରେଡିଟ୍ କାର୍ଡ ଓ ପାସପୋର୍ଟ ଫି’ରେ ପ୍ରଭାବ
ନୂଆଦିଲ୍ଲୀ: ଜୁଲାଇ ମାସ ଆରମ୍ଭ ସହିତ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ଲାଗୁ ହୋଇଛି। ଆଇଟିଆର୍ ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଣ, କ୍ରେଡିଟ୍ କାର୍ଡ ସୁବିଧାରେ!-->!-->!-->…
Read More...
Read More...
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
ନ୍ୟୁଜ୍ ବ୍ୟୁରୋ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଭାରତୀୟ ଟଙ୍କା ପୁଣି ଚାପରେ ପଡ଼ିଛି। ଆମେରିକୀୟ ଡଲାର ଆହୁରି ଶକ୍ତିଶାଳୀ ହେବା ସହ ବିଦେଶୀ ମୁଦ୍ରା ବଜାରରେ ଡଲାରର ଚାହିଦା ବଢ଼ିଥିବାରୁ ଟଙ୍କାର ମୂଲ୍ୟରେ ଲକ୍ଷଣୀୟ!-->…
Read More...
Read More...
ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ ପଡ଼ିଛି। ତେଲ କମ୍ପାନୀମାନେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି। ନୂଆ ଦର ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୪୨ ଟଙ୍କା ବୃଦ୍ଧି ପାଇ ୩,୧୧୩.୫୦ ଟଙ୍କାରେ ପହଞ୍ଚିଛି। କଲକାତାରେ ଏହା ୫୩!-->…
Read More...
Read More...
ଓଡ଼ିଶା ହେବ ‘ଇସ୍ପାତ ରାଜଧାନୀ’
ପାରାଦ୍ୱୀପରେ ଜେଏସଡବ୍ଲ୍ୟୁର ମେଗା ଷ୍ଟିଲ୍ ପ୍ଲାଣ୍ଟ
ପାରାଦ୍ବୀପ: ପାରାଦ୍ୱୀପର ଏରସମା ଅଞ୍ଚଳରେ ଜେଏସଡବ୍ଲ୍ୟୁ ଷ୍ଟିଲର ବୃହତ୍ ‘ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ’ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବୁଧବାର ଢିଙ୍କିଆରେ ଆୟୋଜିତ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ!-->!-->!-->…
Read More...
Read More...
ଇପିଏଫଓ ପେନସନ ବୃଦ୍ଧିକୁ ସଂସଦୀୟ କମିଟିର ସୁପାରିଶ
ନୂଆଦିଲ୍ଲୀ: ଇପିଏଫଓ ପେନସନ୍ ଯୋଜନାରେ ଶୀଘ୍ର ପରିବର୍ତ୍ତନ ଆସିପାରେ। ମାସିକ ସର୍ବନିମ୍ନ ପେନସନ ବୃଦ୍ଧି ପାଇଁ ସଂସଦୀୟ କମିଟି ସରକାରଙ୍କୁ ସୁପାରିଶ କରିଛି। ଇପିଏଫଓ କର୍ମଚାରୀ ପେନସନ୍ ଯୋଜନା-୧୯୯୫ ଅନୁଯାୟୀ ବର୍ତ୍ତମାନ ସର୍ବନିମ୍ନ ପେନସନ ୧୦୦୦ ଟଙ୍କା ରହିଛି। କମିଟି କହିଛି ଯେ, ଏହି!-->…
Read More...
Read More...