Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ
Browsing Category
ଅର୍ଥନୀତି
ସୁନା ଆମଦାନୀରେ ରେକର୍ଡ ଭାଙ୍ଗିଲା ଭାରତ
ସୁନା ଆମଦାନୀରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଭାରତ୨୦୨୧ରେ ସୁନାରେ ବ୍ୟୟ ହୋଇଛି ୫୬ ବିଲିୟନ ଡଲାରସୁନା କିଣାରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ
ଗତ ୨୦୨୧ ବର୍ଷ ଆରମ୍ଭରୁ ଦେଶରେ କୋଭିଡର ପ୍ରକୋପ ଥିଲା । କଟକଣା ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଥିଲା । ହେଲେ!-->!-->!-->…
Read More...
Read More...
ହଠାତ୍ କାହିଁକି ମହଙ୍ଗା ହେଲା କାର୍
ନୂଆବର୍ଷରୁ ମହଙ୍ଗା ହେଲା ଅନେକ କମ୍ପାନିର ଗାଡିଭଲଭୋ ଗାଡି ଗୁଡିକର ମୂଲ୍ୟ ୧ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧିକଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ ମୂଲ୍ୟ ବୃଦ୍ଧି ପାଇଥିବା ସୂଚନା
ନୂଆଦିଲ୍ଲୀ: ଲୋକମାନେ ନୂଆ ବର୍ଷ ଉତ୍ସାହର ସହ ସ୍ବାଗତ କରୁଛନ୍ତି । ନୂଆ ବର୍ଷରେ ଅନେକ ଜିନିଷର ଦାମ ଖସିଥିବା!-->!-->!-->…
Read More...
Read More...
ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଲାଗିପାରେ ବଡ ଝଟକା
୨୦୨୨ରେ ବୃଦ୍ଧି ପାଉଛି ଜିଏସ୍ଟି ଟ୍ୟାକ୍ସଏଟିଏମ୍ ଟ୍ରାନ୍ଜାକ୍ସନ, ରେଡିମେଡ୍ ପୋଷାକ,ଜୋତା ଏବଂ ଅନ୍ଲାଇନ୍ରେ ଖାଦ୍ୟ ଅର୍ଡରରେ ଟିକସ ଲାଗୁପୋଷାକ ଉପରେ ଜିଏସ୍ଟି ହାର ୫% ରୁ ୧୨%କୁ ବୃଦ୍ଧି
ଭୁବନେଶ୍ବର: ନୂତନ ବର୍ଷର ପ୍ରାରମ୍ଭରେ ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତିର ଲାଗିପାରେ ବଡ!-->!-->!-->…
Read More...
Read More...
ବିଜୁଙ୍କ କର୍ମଭୂମିରେ ଦେଶର ବଡ ଇସ୍ପାତ କାରଖାନା କରାଇବେ ନବୀନ
୧ଲକ୍ଷ କୋଟି ନିବେଶ କରିବ ଆର୍ସେଲର ମିତ୍ତଲ ନିପନ୍ କଂପାନି୭ବର୍ଷରେ ପ୍ରକଳ୍ପ ସରିବ ଓ ୧୬ ହଜାର ଲୋକଙ୍କୁ ନିଯୁକ୍ତି ମିଳିବଅନ୍ୟତମ ବଡ ସିମେଣ୍ଟ କାରଖାନା ବି ହେବ ମହାକାଳପଡାରେଭିତ୍ତିଭୂମି ଯୋଗାଣ ତଦାରଖ କରିବ ମୁଖ୍ୟସଚିବଙ୍କ କମିଟି
ଭୁବନେଶ୍ୱର: କରୋନା କାଳରେ ସମସ୍ତେ ହନ୍ତସନ୍ତ!-->!-->!-->…
Read More...
Read More...
ଜାନୁଆରୀରୁ ମହଙ୍ଗା ହେବ କାର୍!
ନୂଆଦିଲ୍ଲୀ: ନୂଆବର୍ଷରୁ ବଢିପାରେ ସବୁ କାରର ମୂଲ୍ୟ। ମହାମାରୀ କରୋନା କାରଣରୁ ୨୦୨୧ ଗାଡି ନିର୍ମାତା ଓ ଗ୍ରାହକଙ୍କ କିଛି ଖାସ ନଥିଲା। ଗାଡି ନିର୍ମାତାଙ୍କୁ ବହୁତ କ୍ଷତି ସହିବାକୁ ପଡିଛି । ଯାନବାହାନ ଉତ୍ପାଦନ ମୂଲ୍ୟର ବୃଦ୍ଧି ହେତୁ କମ୍ପାନିଗୁଡିକ ମଧ୍ୟ ସେମାନଙ୍କ କାରର ମୂଲ୍ୟ କ୍ରମାଗତ!-->…
Read More...
Read More...
ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ
ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଦିଲ୍ଲୀ ସରକାର ପେଟ୍ରୋଲ ଦର କମାଇଛନ୍ତି । ଆଜି ବସିଥିବା କ୍ୟାବିନେଟ ବୈଠକରେ ପେଟ୍ରୋଲ ଦର କମ କରାଇବା ନେଇ ନିଷ୍ପତ୍ତି ନିଆଯାଇଛି । ଯାହା ପରେ ପେଟ୍ରୋଲ ଦର ୮ ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀ ସରକାର ବୈଠକରେ ପେଟ୍ରୋଲ ଉପରୁ ଭ୍ୟାଟକୁ ୩୦ ପ୍ରତିଶତରୁ କମ୍!-->…
Read More...
Read More...
ଦିଆସିଲି କାଠିରୁ ଗ୍ୟାସ ସିଲିଣ୍ଡର ସବୁ ମହଙ୍ଗା
ନୂଆଦିଲ୍ଲୀ: ମାସ ଆରମ୍ଭରୁ ମହଙ୍ଗା ମାଡ଼। ଆଜିଠୁ ଅର୍ଥାତ୍ ଡିସେମ୍ବର ୧ରୁ ୬ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯେଉଁଥିପାଇଁ ଆପଣଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ଦିଆସିଲି କାଠିରୁ ନେଇକି ଗ୍ୟାସ ସିଲିଣ୍ଡର,ଟିଭି ଦେଖିବାଠୁ ନେଇକି ମୋବାଇଲରେ କଥା ହେବା ପର୍ଯ୍ୟନ୍ତ ଆପଣଙ୍କୁ!-->…
Read More...
Read More...
ଡିସେମ୍ବରରୁ ବଦଳିଯିବ ଏହି ସବୁ ନିୟମ…
ଭୁବନେଶ୍ବର: ଡିସେମ୍ବର ପହିଲାରୁ ଆପଣଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଶସ୍ତା ହୋଇପାରେ ଏଲପିଜି ଗ୍ୟାସ ସିଲିଣ୍ଡର। ରୋଷେଇ ଗ୍ୟାସଠୁ ଆରମ୍ଭ କରି ବ୍ୟାକିଂ ଏବଂ ପେନସନ ସହ ଜଡିତ କିଛି ନିୟମ ବଦଳିବ। ଏବେ ଆସନ୍ତୁ ଜାଣିବା କେଉଁ ନିୟମରେ!-->…
Read More...
Read More...
ଜିଓ ରିଚାର୍ଜ ମହଙ୍ଗା; କେଉଁ ପ୍ଲାନ ପାଇଁ କେତେ ଟଙ୍କା?
ଭୁବନେଶ୍ବର: ଜିଓ ଗ୍ରାହକଙ୍କୁ ଝଟକା। ଏଣିକି ଜିଓ ଫୋନ ରିଚାର୍ଜ କରିବାକୁ ହେଲେ ଆପଣଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା। ଆସନ୍ତା ମାସ ପହିଲାରୁ ମହଙ୍ଗା ହେବ ଜିଓ ରିଚାର୍ଜ। ଏୟାରଟେଲ,ଭୋଡାଫୋନ,ଆଇଡିଆ ପରେ ଦେଶର ସବୁଠୁ ବଡ ମୋବାଇଲ ଅପରେଟର କମ୍ପାନି ରିଲାନ୍ସ ଜିଓ ବି ନିଜ ମୋବାଇଲ ରିଚାର୍ଜ!-->…
Read More...
Read More...
ସତର୍କ ରୁହନ୍ତୁ; ବନ୍ଦ ହୋଇଯାଇପାରେ ପିଏଫ୍ ଆକାଉଣ୍ଟ
ନୂଆଦିଲ୍ଲୀ: ଇପିଏଫଓ ଏବେ ୟୁଏନ ଓ ଆଧାର ଲିଙ୍କ କରିବା ବାଧ୍ୟତାମୂଳକ କରିଦେଇଛି। ଏହାର ସମୟସୀମା ନଭେମ୍ବର ୩୦ରେ ଶେଷ ହେଉଛି। ଏହା ପୂର୍ବରୁ ଯେଉଁମାନେ ୟୁଏନ-ଆଧାର ଲିଙ୍କ କରିପାରିବେନି ସେମାନଙ୍କ ପିଏଫ ଆକାଉଣ୍ଟ ବନ୍ଦ ହୋଇଯିବ। ଇପିଏଫ ପୂର୍ବରୁ ୟୁଏନ ଓ ଆଧାର ଲିଙ୍କ କରିବା ନେଇ ସମୟସୀମା!-->…
Read More...
Read More...