ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category

ଅର୍ଥନୀତି

ତେଲ, ବଜାରରେ ନିଆଁ: ରାସ୍ତାରେ କଂଗ୍ରେସ, ବିଜେଡି ଚୁପ୍

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ରାଜ୍ୟରୁ ଆରମ୍ଭ ହେଲା ତୈଳ ଦର ବୃଦ୍ଧି ବିରୋଧରେ ଆନ୍ଦୋଳନଦିନକ ବ୍ୟବଧାନ ପରେ ପୁଣି ବଢି଼ଲା ପେଟ୍ରୋଲ ଓ ଡିଜେଲ ଦର, ଲିଟର ପିଛା ୨୮ ପଇସା ବୃଦ୍ଧିଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୯୬.୬୫ ଟଙ୍କା, ଡିଜେଲ ଦର ୯୪ ଟଙ୍କା ୫୯ ପଇସା…
Read More...

ନବୀନଙ୍କ ହାତରେ ମନ୍ତ୍ରୀ, ସଚିବଙ୍କ ରିପୋର୍ଟ କାର୍ଡ

ଜାତୀୟ ସ୍ତରରେ ନବୀନ ପ୍ରଶଂସା ଗୋଟାଉଥିବା ବେଳେ ନିତିଆୟୋଗ ରିପୋର୍ଟ ଆଣିଲା ଝଟ୍‌କାମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷତବିକ୍ଷତ କଲେ କିଛି ବିଭାଗ, ଆଖିଦୃଶିଆ ପ୍ରଦର୍ଶନରେ ଫେଲ୍‌ ମାରିଲେଖରାପ ପ୍ରଦର୍ଶନ କରିଥିବା ମନ୍ତ୍ରୀ, ସଚିବଙ୍କ ବିରୋଧରେ ମୁଖିଆ କାର୍ଯ୍ୟାନୁଷ୍ଠାନ ନେବେ ନା…
Read More...

ବଢ଼ିପାରେ ୪% ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସଙ୍ଗକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ କୁହାଯାଉଥିଲା ଯେ ମେ' ମାସରେ କେନ୍ଦ୍ର ସରକାର ଏ ସଂପର୍କରେ କିଛି ଗୋଟାଏ ନିଷ୍ପତ୍ତି ନେଇପାରନ୍ତି। କିନ୍ତୁ ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍-ଷ୍ଟାଫ୍…
Read More...

କେନ୍ଦୁପତ୍ର ତୋଳାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ୯୨.୩୭ କୋଟି ଟଙ୍କାର ବୋନସ୍‌ ଓ ଅନ୍ୟାନ୍ୟ ସହାୟତାଘୋଷଣା କଲେ ମୁଖ୍ୟମନ୍ତ୍ରୀମୃତ୍ୟୁ ଓ ଅକର୍ମଣ୍ୟତା କ୍ଷେତ୍ରରେ ସହାୟତା ଦୁଇ ଲକ୍ଷକୁ ବୃଦ୍ଧି କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ…
Read More...

ଗୋଟିଏ ମିସ୍ କଲରେ ଘରେ ପହଁଞ୍ଚିବ ଗ୍ୟାସ

ଭୁବନେଶ୍ବର:ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହିଜିଟାଲ ଇଣ୍ଡିଆର ସ୍ବପ୍ନ ସାକାର କରିବା ପାଇଁ ାୁକ୍ରବାର ଭୁବନେଶ୍ବରରୁ ଇଣ୍ଡିଆନ ଅଏଲ ଦ୍ବାରା ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀ ଭୁବନେଶ୍ବର ସମେତ ସମଗ୍ର ଦେଶରେ ଇଣ୍ଡିଆନ…
Read More...

ସିମେଣ୍ଟ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ବିନିଯୋଗ କରିବ ଅଲଟ୍ରାଟେକ୍

ଦେଶର ବୃହତ୍ତମ ସିମେଣ୍ଟ କମ୍ପାନୀ ଅଲଟ୍ରାଟେକ୍ ସିମେଣ୍ଟ ଏହାର ୧୨.୮ ନିୟୁତ ଟନ୍ କ୍ଷମତାକୁ ବୃଦ୍ଧି କରିବା ପାଇଁ ୫୪୭୭ କୋଟି ଟଙ୍କା ବିନିଯୋଗ କରିବ। ଏହା ପରେ କମ୍ପାନୀର ମୋଟ ଉତ୍ପାଦନ କ୍ଷମତା ବାର୍ଷିକ ୧୩୬ ନିୟୁତ ଟନ୍ ଅତିକ୍ରମ କରିବ |କମ୍ପାନୀର ପରିଚାଳନା ବୋର୍ଡ ଏହି ନିବେଶକୁ…
Read More...

ବଡ଼ କଥାଟେ କହିଲେ ପଞ୍ଚଦଶ ଆୟୋଗ

ଜିଏସ୍‌ଟି ଏକ ସମ୍ପୂର୍ଣ୍ଣ ଟିକସ ବ୍ୟବସ୍ଥା ନୁହେଁସଂଘୀୟ ବ୍ୟବସ୍ଥା ଅନୁପାଳନକୁ ଗୁରୁତ୍ବନୀତି ଆୟୋଗ ପୁନର୍ବିନ୍ୟାସ ଜରୁରୀ ହୋଇଛି ନୂଆଦିଲ୍ଲୀ: ଜିଏସ୍‌ଟି ବା ସାମଗ୍ରୀ ଓ ସେବା ଟିକସ କଣ? ଏହା କେତେ ସରଳ ଓ ପ୍ରଭାବୀ? ଏଭଳି କିଛି ପ୍ରସଙ୍ଗ ଉପରେ ତଥାପି ତୃଣମୂଳସ୍ତରରେ ବିତର୍କ…
Read More...

ଝାଡ଼ିଝୁ଼ଡି ହେଇ ଉଠୁଛି ଭାରତର ଅର୍ଥନୀତି

ଷ୍ଟକ୍ ବଜାର ନିବେଶକଙ୍କ ପାଇଁ ଭଲ ଖବରବଜାରରେ କାରବାର ଧୀର ଧୀରେ ବଢୁଛିଠିକ୍ ଜାଗାରେ ନିବେଶ, ଭଲ ରିଟର୍ଣ୍ଣ ପାଇଁ ବାଟ ଖୋଲିବ ନୂଆଦିଲ୍ଲୀ: ଷ୍ଟକ୍ ମାର୍କେଟ୍‌ରେ ନିବେଶ କରୁଛନ୍ତି କି? ଏବେ ସବୁଠାରୁ ସତର୍କତାର ସହିତ ପଦକ୍ଷେପ ନେବାର ବେଳ ଆସିଛି।ନିବେଶକମାନେ କେଉଁଠି କେତେ ବିପଦ…
Read More...

ଶହ ଶହ କୋଟି ମାରିନେବା ପରେ ଚେତିଲେ!

ଏବେଯାଇ ବାଲି ସଇରାତ ଉପରେ ପଡିଲା ସରକାରଙ୍କ ନଜର୬୮୦ କୋଟି ଅଧିକ ରାଜସ୍ବ ମିଳିଛି, ଆହୁରି ବଢାଇବାକୁ ନିଷ୍ପତ୍ତିମୁଖ୍ୟସଚିବଙ୍କ ତନାଘନା, ଅଧିକ ନଦୀ ଶଯ୍ୟା ସଇରାତ ଚିହ୍ନଟ ନିର୍ଦେଶ ଭୁବନେଶ୍ବର: ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ପାଇଁ ଏକ ନୂଆ ରାସ୍ତା ଖୋଲିଛନ୍ତି।…
Read More...

ଜେଏସପିଏଲର ନୂତନ ଗ୍ରେଡ଼ ରେଳକୁ ଭାରତୀୟ ରେଳବାଇର ଅନୁମୋଦନ

ହାଇ-ଏକ୍ସଲ ଲୋଡ଼ ଆପ୍ଲିକେସନ ଏବଂ ହାଇ-ସ୍ପିଡ୍ ଟ୍ରେନ ପାଇଁ ୬୦ଇ୧ ୧୧୭୫ (ଏଚଟି) ଗ୍ରେଡ଼ ରେଳକୁ ମଞ୍ଜୁରୀ ଜେଏସପିଏଲର ୧୦୮୦ ଏଚଏଚ ଏବଂ ୮୮୦ ଗ୍ରେଡ଼ ରେଳକୁ ପୂର୍ବରୁ ଅନୁମୋଦନ ମିଳିଥିଲା ବିଭିନ୍ନ ମେଟ୍ରୋ ରେଳ କର୍ପୋରେସନ ଏବଂ ହାଇ-ସ୍ପିଡ୍ କରିଡ଼ରକୁ ଜେଏସପିଏଲ ୧୦୮୦ ଏଚଏଚ ରେଳ ଯୋଗାଉଛି …
Read More...