ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category

ଅର୍ଥନୀତି

ଦୁଇଟି ବିପର୍ଯ୍ୟୟ, ଦୁଇଟି ଚ୍ୟାଲେଞ୍ଜ

କଠିନ ସମୟରେ ଗତି କରୁଛନ୍ତି ଓଡ଼ିଶା ସରକାରନବୀନ-ଧର୍ମେନ୍ଦ୍ର ଏକାଠି ବସି କରନ୍ତୁ ଯୋଜନାଗତବର୍ଷ ଦୁଇଟି ବାତ୍ୟା ସାମ୍ନା କରିଥିଲା ଓଡ଼ିଶାଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିଲାମହାବାତ୍ୟା ଅମ୍ଫାନ କୋଳରେ ଝୁଲୁଛି ଉପକୂଳ ଭୁବନେଶ୍ବର: ବଙ୍ଗୋପସାଗରରେ ଆସିଥିବା…
Read More...

ଏବେଠାରୁ ନ ଚେତିଲେ, ଆଗକୁ ସାଂଘାତିକ ପରିସ୍ଥିତି

ନବେ ଦଶକର ବେରୋଜଗାରୀ ଓ ଭୋକର ଅପବାଦ ଲାଗିପାରେଅସାଧାରଣ ପରିସ୍ଥିତିରେ ସାଧାରଣ ନିଷ୍ପତ୍ତି ବିଫଳତା ଆଣିବ ହିଁ ଆଣିବଜୀବନ ପାଇଁ ଯେମିତି ଲାଗିଛନ୍ତି, ଜୀବିକା ପାଇଁ ବି ଉତ୍ତରଦାୟିତ୍ବ ନିର୍ଧାରଣ ହେଉନୂଆ ରୋଜଗାର ବାଟ ଖୋଲିବା ଲାଗି ଆଦର୍ଶ ନୀତି, ଘନ ଘନ ବୈଠକ ଦରକାର ନାହିଁତୁରନ୍ତ…
Read More...

ଚାଷୀଙ୍କ ଋଣ ଉପରେ ବଡ଼ ଘୋଷଣା

୩୧ ମେ, ୨୦୨୦ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକୁ ୨ ପ୍ରତିଶତ ସୁଧଛାଡ଼ ଓ ସମସ୍ତ କୃଷକଙ୍କୁ ୩ ପ୍ରତିଶତ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ଅବଧି ବୃଦ୍ଧିର ଲାଭ ମିଳିବ୧ ମାର୍ଚ୍ଚରୁ ୩୧ ମେ ମଧ୍ୟରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଦିଆଯାଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ମିଳିବ ରିହାତି …
Read More...

ଗରିବଙ୍କ ପାଇଁ ମୋଦୀଙ୍କ କରୋନା ପ୍ୟାକେଜ୍ ୧.୭୦ ଲକ୍ଷ କୋଟି

କୋଭିଡ-୧୯ ଚିକିତ୍ସାରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀଙ୍କୁ ୫୦ଲକ୍ଷ ଟଙ୍କା ଲେଖାଏଁ ବୀମା ସୁବିଧା ଆସନ୍ତା ୩ ମାସ ପର୍ଯ୍ୟନ୍ତ ୮୦ କୋଟି ଗରିବ ଲୋକଙ୍କୁ ମୁଣ୍ଡପିଛା ୫ କେଜି ଲେଖାଏଁ ଗହମ ଏହାସହିତ ଚାଉଳ ଏବଂ ନିଜ ଇଚ୍ଛା ମୁତାବକ ୧ କିଗ୍ରା ଡାଲି ଯୋଗାଇ ଦିଆଯିବ ଆସନ୍ତା ତିନି ମାସ…
Read More...

ଚାଷୀ ଆତ୍ମହତ୍ୟାକୁ ନେଇ କାହିଁକି ଚିନ୍ତା ପ୍ରକାଶ କଲେ ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ବୀକାର କରୁନାହାନ୍ତି। ହେଲେ ଚାଷୀ ଆତ୍ମହତ୍ୟା ନେଇ ଚିନ୍ତା ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ‘କୃଷି ଓଡ଼ିଶା’ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ରୋକ୍‌ଠୋକ୍‌ କହିଥିଲେ, ଜୀବଜଗତରେ ପଶୁ ପକ୍ଷୀ ଆତ୍ମହତ୍ୟା…
Read More...

ବଜାର ଉପରେ ନିୟନ୍ତ୍ରଣ ହରାଇଲେ

୫ ବର୍ଷରେ ସବୁଠାରୁ ଖରାପ ସ୍ଥିତିରେ ଖୁଚୁରା ବଜାରପନିପରିବା ଦର ଆୟତ୍ତ ବାହାରେ, ମାଛ,ମାଂସ, ଡାଲି ବି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଅର୍ଥନୀତି ସଙ୍କଟକୁ ଚାଲିଗଲାଣି ନୂଆଦିଲ୍ଲୀ:ମାଛ ଓ ମାଂସ କ୍ଷେତ୍ରରେ ମୁଦ୍ରାସ୍ପୀତି ହାର ୯.୫୭ % ବୃଦ୍ଧି ଘଟିଛି। ଅଣ୍ଡା ଦରରେ ଏହି…
Read More...

ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ଯାହାର ନିଷ୍ପତ୍ତି

ଧର୍ମେନ୍ଦ୍ର କହିଲେ, ଓଡ଼ିଶାକୁ ଅଧିକ ଲାଭ ହେବ୧୦ ମିଲିୟନ୍ ଟନ୍ ଉତ୍ପାଦନ ଆଶା ଦେଖାଇଲେ କଳିଙ୍ଗ ନଗରକୁ ଷ୍ଟିଲ୍ ହବ୍ କରିବାରେ ମୁଖ୍ୟ ଭୂମିକା ନେବ ନୂଆଦିଲ୍ଲୀ: ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ପୁଞ୍ଜି ପ୍ରତ୍ଯାହାର ପାଇଁ କେନ୍ଦ୍ର ସରକାର ଆଜି…
Read More...

ଲଟେରି ପାଇଁ ରାଜ୍ୟ ଭିତରେ କଳି

ଲଟେରି ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ପାଇଁ ନିଷ୍ପତ୍ତିବିରୋଧ କଲେ ୮ ରାଜ୍ୟ, ସପକ୍ଷରେ ୨୧ ରାଜ୍ୟ ଦେଲେ ଭୋଟ ନୂଆଦିଲ୍ଲୀ: ଲଟେରି ଉପରେ ୨୮% ଜିଏସଟି ଲାଗୁ ହେବ। ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ବିଭିନ୍ନ ରାଜ୍ୟ ମଧ୍ୟରେ ଏ ନେଇ ସହମତି ପ୍ରକାଶ ପାଇନଥିଲା। ଫଳରେ…
Read More...

ଶ୍ରୀଧରଙ୍କ ହାତରେ ନାଲକୋ ଦାୟିତ୍ବ

ଭୁବନେଶ୍ବର: ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବେ କେନ୍ଦ୍ର ସରକାର ଶ୍ରୀଧର ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। କେନ୍ଦ୍ର ସରକାର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ଲଗାଇବା ପରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପକ୍ଷରୁ…
Read More...

ଏମାନଙ୍କ ପଛରେ କିଏ?

ପୋସ୍କୋରେ ସଫଳ ହେଲେ, ଏବେ ଜିନ୍ଦଲ ପାଇଁ ସଜବାଜଖୁବ୍ ଶୀଘ୍ର ଗଠନ ହେବ ଜିନ୍ଦଲ ପ୍ରତିରୋଧ ସମିତିସମସ୍ତେ ଜାଣିଲେଣି, ସରକାର ହାତ ବାନ୍ଧିବସିଛନ୍ତି୨୦ରେ ଜନଶୁଣାଣିକୁ ଜୋରଦାର ବିରୋଧ ହେବ ଭୁବନେଶ୍ବର: ସରକାର ସୁରକ୍ଷା ଦେଇପାରିଲେ ନାହିଁ, ଓଡ଼ିଶା ଛାଡି ଚାଲିଗଲା ସର୍ବବୃହତ୍…
Read More...